• ClipSaver
  • dtub.ru
ClipSaver
Русские видео
  • Смешные видео
  • Приколы
  • Обзоры
  • Новости
  • Тесты
  • Спорт
  • Любовь
  • Музыка
  • Разное
Сейчас в тренде
  • Фейгин лайф
  • Три кота
  • Самвел адамян
  • А4 ютуб
  • скачать бит
  • гитара с нуля
Иностранные видео
  • Funny Babies
  • Funny Sports
  • Funny Animals
  • Funny Pranks
  • Funny Magic
  • Funny Vines
  • Funny Virals
  • Funny K-Pop

Proverbs chapter 8 || ହିତୋପଦେଶ ଅଧ୍ୟାୟ ୮ || Praise of wisdom || ଜ୍ଞାନର ପ୍ରଶଂସା скачать в хорошем качестве

Proverbs chapter 8 || ହିତୋପଦେଶ ଅଧ୍ୟାୟ ୮ || Praise of wisdom || ଜ୍ଞାନର ପ୍ରଶଂସା 6 месяцев назад

скачать видео

скачать mp3

скачать mp4

поделиться

телефон с камерой

телефон с видео

бесплатно

загрузить,

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
Proverbs chapter 8 || ହିତୋପଦେଶ ଅଧ୍ୟାୟ ୮ || Praise of wisdom || ଜ୍ଞାନର ପ୍ରଶଂସା
  • Поделиться ВК
  • Поделиться в ОК
  •  
  •  


Скачать видео с ютуб по ссылке или смотреть без блокировок на сайте: Proverbs chapter 8 || ହିତୋପଦେଶ ଅଧ୍ୟାୟ ୮ || Praise of wisdom || ଜ୍ଞାନର ପ୍ରଶଂସା в качестве 4k

У нас вы можете посмотреть бесплатно Proverbs chapter 8 || ହିତୋପଦେଶ ଅଧ୍ୟାୟ ୮ || Praise of wisdom || ଜ୍ଞାନର ପ୍ରଶଂସା или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:

  • Информация по загрузке:

Скачать mp3 с ютуба отдельным файлом. Бесплатный рингтон Proverbs chapter 8 || ହିତୋପଦେଶ ଅଧ୍ୟାୟ ୮ || Praise of wisdom || ଜ୍ଞାନର ପ୍ରଶଂସା в формате MP3:


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу страницы.
Спасибо за использование сервиса ClipSaver.ru



Proverbs chapter 8 || ହିତୋପଦେଶ ଅଧ୍ୟାୟ ୮ || Praise of wisdom || ଜ୍ଞାନର ପ୍ରଶଂସା

Proverbs chapter 8 || ହିତୋପଦେଶ ଅଧ୍ୟାୟ ୮ || Praise of wisdom || ଜ୍ଞାନର ପ୍ରଶଂସା ଜ୍ଞାନର ପ୍ରଶଂସା 1. ଜ୍ଞାନ କʼଣ ଡାକେ ନାହିଁ? ବୁଦ୍ଧି କʼଣ ଉଚ୍ଚସ୍ୱର କରେ ନାହିଁ? 2. ସେ ପଥପାର୍ଶ୍ୱସ୍ଥ ଉଚ୍ଚସ୍ଥାନ ମୁଣ୍ଡରେ, ବାଟସବୁର ସଂଯୋଗ ସ୍ଥାନରେ ଠିଆ ହୁଏ। 3. ସେ ନଗର-ଦ୍ୱାର ନିକଟରେ, ନଗରର ପ୍ରବେଶ-ଦ୍ୱାରରେ, ଦ୍ୱାରର ପ୍ରବେଶ ସ୍ଥାନରେ ଥାଇ ଉଚ୍ଚସ୍ୱରେ ଡାକି କହେ, 4. “ହେ ମନୁଷ୍ୟଗଣ, ମୁଁ ତୁମ୍ଭମାନଙ୍କୁ ଡାକୁଅଛି; ପୁଣି, ମନୁଷ୍ୟ-ସନ୍ତାନଗଣ ପ୍ରତି ମୋହର ରବ ଅଛି। 5. ହେ ନିର୍ବୋଧ ଲୋକେ, ସତର୍କତାର କଥା ବୁଝ; ହେ ମୂର୍ଖ ଲୋକେ, ତୁମ୍ଭେମାନେ ସୁବିବେକୀମନା ହୁଅ। 6. ଶୁଣ, ଯେହେତୁ ମୁଁ ଉତ୍କୃଷ୍ଟ ବିଷୟ କହିବି; ମୁଁ ଓଷ୍ଠାଧର ଫିଟାଇ ଯଥାର୍ଥ କଥା କହିବି। 7. ଯେହେତୁ ମୋହର ମୁଖ ସତ୍ୟ କହିବ, ଦୁଷ୍ଟତା ମୋʼ ଓଷ୍ଠାଧରର ଘୃଣାର ବିଷୟ। 8. ମୋʼ ମୁଖର ସମସ୍ତ କଥା ଧର୍ମମୟ; ତହିଁ ମଧ୍ୟରେ ବକ୍ର କିମ୍ବା କୁଟିଳ କିଛି ନାହିଁ। 9. ଯେ ତାହା ବୁଝେ, ତାହା ପ୍ରତି ସେହି ସବୁ ସ୍ପଷ୍ଟ; ପୁଣି, ବିଦ୍ୟାପ୍ରାପ୍ତ ଲୋକଙ୍କ ପ୍ରତି ତାହା ଯଥାର୍ଥ ଅଟେ। 10. ରୂପା ଅପେକ୍ଷା ମୋହର ଉପଦେଶ ଏବଂ ମନୋନୀତ ସୁବର୍ଣ୍ଣ ଅପେକ୍ଷା ଜ୍ଞାନ ଗ୍ରହଣ କର। 11. ଯେହେତୁ ଜ୍ଞାନ ମୁକ୍ତାଠାରୁ ଉତ୍ତମ ଓ ସମସ୍ତ ଇଷ୍ଟବସ୍ତୁ ତାହା ସଙ୍ଗେ ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ। 12. ମୁଁ ଜ୍ଞାନ, ସତର୍କତାକୁ ଆପଣା ବାସସ୍ଥାନ କରିଅଛି, ପୁଣି, ଜ୍ଞାନ ଓ ପରିଣାମଦର୍ଶିତା ପାଇଥାଏ। 13. ସଦାପ୍ରଭୁଙ୍କ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା; ଅହଙ୍କାର, ଦାମ୍ଭିକତା ଓ କୁପଥ ଏବଂ କୁଟିଳ ମୁଖ ମୁଁ ଘୃଣା କରେ। 14. ମନ୍ତ୍ରଣା ଓ ତତ୍ତ୍ୱଜ୍ଞାନ ମୋʼ ଠାରେ ଥାଏ; ମୁଁ ହିଁ ସୁବିବେଚନା; ମୋʼ ଠାରେ ବଳ ଅଛି। 15. ମୋʼ ଦ୍ୱାରା ରାଜାମାନେ ରାଜତ୍ୱ କରନ୍ତି ଓ ଭୂପତିମାନେ ଯଥାର୍ଥ ବିଚାର କରନ୍ତି। 16. ମୋʼ ଦ୍ୱାରା ଅଧିପତିମାନେ, କୁଳୀନମାନେ ଓ ପୃଥିବୀର ସମସ୍ତ ବିଚାରକର୍ତ୍ତୃଗଣ ଶାସନ କରନ୍ତି। 17. ଯେଉଁମାନେ ମୋତେ ପ୍ରେମ କରନ୍ତି, ମୁଁ ସେମାନଙ୍କୁ ପ୍ରେମ କରେ, ପୁଣି ଯେଉଁମାନେ ଯତ୍ନରେ ମୋହର ଅନ୍ୱେଷଣ କରନ୍ତି, ସେମାନେ ମୋତେ ପାଇବେ। 18. ମୋʼ ଠାରେ ଧନ ଓ ସମ୍ଭ୍ରମ, ପୁଣି, ଅକ୍ଷୟ ସମ୍ପତ୍ତି ଓ ଧାର୍ମିକତା ଅଛି। 19. ମୋହର ଫଳ ସୁବର୍ଣ୍ଣ, ହଁ, ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉତ୍ତମ; ପୁଣି, ମୋହର ଆୟ ଉତ୍କୃଷ୍ଟ ରୂପା ଅପେକ୍ଷା ଭଲ। 20. ମୁଁ ଧାର୍ମିକତାର ମାର୍ଗରେ, ବିଚାରର ପଥ ମଧ୍ୟରେ ଗମନ କରେ, 21. ଆଉ ଯେଉଁମାନେ ମୋତେ ପ୍ରେମ କରନ୍ତି, ସେମାନଙ୍କୁ ସାରା ସମ୍ପତ୍ତିର ଅଧିକାରୀ କରେ ଓ ସେମାନଙ୍କ ଭଣ୍ଡାର ପରିପୂର୍ଣ୍ଣ କରେ; 22. ସଦାପ୍ରଭୁ ନିଜ ଗତିର ଆରମ୍ଭରେ, ତାହାଙ୍କ କର୍ମସକଳର ପୂର୍ବରେ ମୋତେ ଅଧିକାର କରିଥିଲେ। 23. ଅନାଦିକାଳରୁ ଅବା ଆଦ୍ୟକାଳଠାରୁ ଅବା ପୃଥିବୀର ମୂଳସ୍ଥାପନର ପୂର୍ବରୁ ମୁଁ ସ୍ଥାପିତ ଅଛି। 24. ବାରିଧିସକଳ ନ ଥିବା ସମୟରେ, ନିର୍ଝରସକଳ ଜଳପୂର୍ଣ୍ଣ ନ ଥିବା ସମୟରେ ମୁଁ ଜନ୍ମିଅଛି; 25. ପୁଣି, ପର୍ବତଗଣ ଓ ଉପପର୍ବତଗଣ ସ୍ଥାପିତ ହେବା ପୂର୍ବରେ ମୁଁ ଜନ୍ମ ପାଇଅଛି; 26. ସେହି ସମୟରେ ଭୂମି, କିମ୍ବା ପ୍ରାନ୍ତର, କିମ୍ବା ଜଗତସ୍ଥ ଧୂଳିର ଅଗ୍ରିମାଂଶ ସଦାପ୍ରଭୁ ସୃଷ୍ଟି କରି ନ ଥିଲେ। 27. ଯେଉଁ ସମୟରେ ସେ ଆକାଶମଣ୍ଡଳ ସ୍ଥାପନ କଲେ, ସେହି ସମୟରେ ମୁଁ ସେଠାରେ ଥିଲି, ଯେଉଁ ସମୟରେ ସେ ବାରିଧି ଉପରେ ଚକ୍ରାକାର ସୀମା ନିରୂପଣ କଲେ, 28. ପୁଣି ଉପରିସ୍ଥ ଆକାଶମଣ୍ଡଳକୁ ଦୃଢ଼ କଲେ ଓ ବାରିଧିର ପ୍ରବାହସକଳ ପ୍ରବଳ ହେଲା; 29. ଜଳସମୂହ ଯେପରି ତାହାଙ୍କ ଆଜ୍ଞାଲଙ୍ଘନ କରି ନ ପାରେ, ଏଥିପାଇଁ ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ ଓ ଯେଉଁ ସମୟରେ ଜଗତର ମୂଳଦୁଆ ଚିହ୍ନିତ କଲେ; 30. ସେହି ସମୟରେ ମୁଁ ତାହାଙ୍କ ନିକଟରେ ରାଜମିସ୍ତ୍ରୀ ଥିଲି; ପୁଣି, ମୁଁ ପ୍ରତିଦିନ ଆନନ୍ଦଦାୟୀ ହୋଇ ତାହାଙ୍କ ସମ୍ମୁଖରେ ସର୍ବଦା ଆନନ୍ଦ କଲି। 31. ପୁଣି, ତାହାଙ୍କ ଭୂମଣ୍ଡଳରେ ଆନନ୍ଦ କଲି ଓ ମନୁଷ୍ୟ-ସନ୍ତାନଗଣ ସଙ୍ଗରେ ମୋହର ଆମୋଦ ଥିଲା। 32. ଏନିମନ୍ତେ ହେ ମୋହର ପୁତ୍ରମାନେ, ମୋହର ବାକ୍ୟ ଶୁଣ, ଯେହେତୁ ଯେଉଁମାନେ ମୋହର ପଥ ଧରନ୍ତି, ସେମାନେ ଧନ୍ୟ। 33. ଉପଦେଶ ଶୁଣି ଜ୍ଞାନବାନ ହୁଅ; ପୁଣି, ତାହା ଅଗ୍ରାହ୍ୟ କର ନାହିଁ। 34. ଯେ ମୋʼ କଥା ଶୁଣେ ଓ ମୋʼ ଦ୍ୱାର ନିକଟରେ ନିତ୍ୟ ଜଗି ରହେ, ମୋʼ ଦ୍ୱାରର ଚୌକାଠ ନିକଟରେ ଅନୁସରଣ କରେ, ସେହି ଲୋକ ଧନ୍ୟ। 35. ଯେହେତୁ ଯେ ମୋତେ ପାଏ, ସେ ଜୀବନ ପାଏ ଏବଂ ସଦାପ୍ରଭୁଙ୍କର ଅନୁଗ୍ରହପ୍ରାପ୍ତ ହେବ। 36. ମାତ୍ର ଯେ ମୋʼ ବିରୁଦ୍ଧରେ ପାପ କରେ, ସେ ଆପଣା ପ୍ରାଣର କ୍ଷତି କରେ; ଯେଉଁ ସମସ୍ତ ଲୋକ ମୋତେ ଘୃଣା କରନ୍ତି, ସେମାନେ ମୃତ୍ୟୁକୁ ଭଲ ପାଆନ୍ତି।” Welcome to Proverbs Chapter 8 | ହିତୋପଦେଶ ଅଧ୍ୟାୟ ୮ | Praise of Wisdom | ଜ୍ଞାନର ପ୍ରଶଂସା This channel is dedicated to sharing the timeless wisdom of the Bible, focusing on Proverbs and its deep spiritual guidance. Here, you’ll discover insights about life, discipline, morality, and the beauty of wisdom in both English and Odia (ଓଡ଼ିଆ). Join us for: Chapter-wise explanations of Proverbs Spiritual lessons on wisdom & understanding Bilingual content (English & Odia) Inspiration for daily living through God’s Word 🙏 Subscribe to grow in wisdom and walk in light every day! Proverbs Chapter 8, Hitopadesh Adhyaya 8, Praise of Wisdom, Bible Study in Odia, Odia Bible, Odia Proverbs, Book of Proverbs, Bible Wisdom, Christian Motivation, Daily Bible Verses, Odia Scripture, Christian Spirituality, Wisdom of God, Biblical Teachings, Bible Study Channel

Comments
  • Proverbs Chapter 17 | ହିତୋପଦେଶ ଅଧ୍ୟାୟ ୧୭ | Proverbs of Solomon | ଶଲୋମନଙ୍କ ହିତୋପଦେଶ 4 месяца назад
    Proverbs Chapter 17 | ହିତୋପଦେଶ ଅଧ୍ୟାୟ ୧୭ | Proverbs of Solomon | ଶଲୋମନଙ୍କ ହିତୋପଦେଶ
    Опубликовано: 4 месяца назад
  • A psalm of life || unit 1 ଓଡ଼ିଆ ରେ ବୁଝିବୁ || +2 ଦ୍ୱିତୀୟ ବର୍ଷ ଇଂରାଜୀ 3 недели назад
    A psalm of life || unit 1 ଓଡ଼ିଆ ରେ ବୁଝିବୁ || +2 ଦ୍ୱିତୀୟ ବର୍ଷ ଇଂରାଜୀ
    Опубликовано: 3 недели назад
  • 9th Mar 2026//Today's Catholic Mass Reading//Daily Gospel Reading in Odia//@NavajeevanVani 3 дня назад
    9th Mar 2026//Today's Catholic Mass Reading//Daily Gospel Reading in Odia//@NavajeevanVani
    Опубликовано: 3 дня назад
  • Top 10 ଦଶ ମୁଦ୍ରା | ଶରୀର ଓ ମନ ପାଇଁ ଚମତ୍କାରୀ ଉପାୟ |ଦଶ ମୁଦ୍ରା କେମିତି କରିବେ? | ସହଜ ଓଡ଼ିଆ ଗାଇଡ୍ 2 недели назад
    Top 10 ଦଶ ମୁଦ୍ରା | ଶରୀର ଓ ମନ ପାଇଁ ଚମତ୍କାରୀ ଉପାୟ |ଦଶ ମୁଦ୍ରା କେମିତି କରିବେ? | ସହଜ ଓଡ଼ିଆ ଗାଇଡ୍
    Опубликовано: 2 недели назад
  • ମୋର ପୁକାର ସୁଣାଗଲା | ଭଜନ ସଂହିତା 6 | ଦାଉଦଙ୍କ ପ୍ରାର୍ଥନା | Bible Message | New Sahayak Odia 1 месяц назад
    ମୋର ପୁକାର ସୁଣାଗଲା | ଭଜନ ସଂହିତା 6 | ଦାଉଦଙ୍କ ପ୍ରାର୍ଥନା | Bible Message | New Sahayak Odia
    Опубликовано: 1 месяц назад
  • ଖୁସିରେ ବଞ୍ଚିବା ପାଇଁ ସମସ୍ତେ ନିହାତି ଜାଣିବା ଆବଶ୍ୟକ || odia motivation ||tips for happy life #motivation 2 недели назад
    ଖୁସିରେ ବଞ୍ଚିବା ପାଇଁ ସମସ୍ତେ ନିହାତି ଜାଣିବା ଆବଶ୍ୟକ || odia motivation ||tips for happy life #motivation
    Опубликовано: 2 недели назад
  • Proverbs chapter 6 || ହିତୋପଦେଶ ଅଧ୍ୟାୟ ୬ || warnings/ ସତର୍କବାଣୀସମୂହ 6 месяцев назад
    Proverbs chapter 6 || ହିତୋପଦେଶ ଅଧ୍ୟାୟ ୬ || warnings/ ସତର୍କବାଣୀସମୂହ
    Опубликовано: 6 месяцев назад
  • ୫ ଦିନରେ ଚୁଟି ଝଡିବା କମିବା ସହିତ ବହୁତ୍ ଶୀଘ୍ର ଚୁଟି ବଢ଼ିବ ||  Hair growth tips in odia #haircaretips 3 недели назад
    ୫ ଦିନରେ ଚୁଟି ଝଡିବା କମିବା ସହିତ ବହୁତ୍ ଶୀଘ୍ର ଚୁଟି ବଢ଼ିବ || Hair growth tips in odia #haircaretips
    Опубликовано: 3 недели назад
  • Самая опасная утренняя привычка для печени, о которой молчат врачи | ТРАВНИК 1 день назад
    Самая опасная утренняя привычка для печени, о которой молчат врачи | ТРАВНИК
    Опубликовано: 1 день назад
  • କୋଣାର୍କ ର ଇତିହାସ | ଅଦ୍ଭୁତ ସୂର୍ଯ୍ୟ ମନ୍ଦିରର ରହସ୍ୟ | Konark Sun Temple History in Odia 3 недели назад
    କୋଣାର୍କ ର ଇତିହାସ | ଅଦ୍ଭୁତ ସୂର୍ଯ୍ୟ ମନ୍ଦିରର ରହସ୍ୟ | Konark Sun Temple History in Odia
    Опубликовано: 3 недели назад
  • Wojna, ropa i inflacja. Tego scenariusza boją się rynki II Piotr Kuczyński # 52 5 часов назад
    Wojna, ropa i inflacja. Tego scenariusza boją się rynki II Piotr Kuczyński # 52
    Опубликовано: 5 часов назад
  • Proverbs chapter 7 || ହିତୋପଦେଶ ଅଧ୍ୟାୟ ୭ || ବ୍ୟଭିଚାରିଣୀଠାରୁ ସତର୍କତା || Beware of the adulteress 6 месяцев назад
    Proverbs chapter 7 || ହିତୋପଦେଶ ଅଧ୍ୟାୟ ୭ || ବ୍ୟଭିଚାରିଣୀଠାରୁ ସତର୍କତା || Beware of the adulteress
    Опубликовано: 6 месяцев назад
  • ପ୍ରେରଣାଦାୟକ ଅନୁଚିନ୍ତା | 15 Motivational Quotes in Odia | Life Changing Anuchinta | RK Anuchinta 3 недели назад
    ପ୍ରେରଣାଦାୟକ ଅନୁଚିନ୍ତା | 15 Motivational Quotes in Odia | Life Changing Anuchinta | RK Anuchinta
    Опубликовано: 3 недели назад
  • ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତି ନା ଶୁଣନ୍ତିନି 1 месяц назад
    ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତି ନା ଶୁଣନ୍ତିନି
    Опубликовано: 1 месяц назад
  • ଆମେ ବଦଳିଲେ ଯୁଗ ବଦଳିବ: ବ୍ୟକ୍ତି ନିର୍ମାଣରୁ ହିଁ ବିଶ୍ୱ ପରିବର୍ତ୍ତନ ସମ୍ଭବ 3 недели назад
    ଆମେ ବଦଳିଲେ ଯୁଗ ବଦଳିବ: ବ୍ୟକ୍ତି ନିର୍ମାଣରୁ ହିଁ ବିଶ୍ୱ ପରିବର୍ତ୍ତନ ସମ୍ଭବ
    Опубликовано: 3 недели назад
  • Proverbs chapter 3 ||  ହିତୋପଦେଶ ଅଧ୍ୟାୟ ୩ || ଯୁବକମାନଙ୍କୁ ଉପଦେଶ 6 месяцев назад
    Proverbs chapter 3 || ହିତୋପଦେଶ ଅଧ୍ୟାୟ ୩ || ଯୁବକମାନଙ୍କୁ ଉପଦେଶ
    Опубликовано: 6 месяцев назад
  • Элементарные частицы, масса и гравитация | Физик Алексей Семихатов 4 года назад
    Элементарные частицы, масса и гравитация | Физик Алексей Семихатов
    Опубликовано: 4 года назад
  • ପରିବାର ହେଉଛି ସବୁଠାରୁ ବଡ଼ ଶକ୍ତି | Best Motivational Story in Odia | Family Inspirational Story 3 недели назад
    ପରିବାର ହେଉଛି ସବୁଠାରୁ ବଡ଼ ଶକ୍ତି | Best Motivational Story in Odia | Family Inspirational Story
    Опубликовано: 3 недели назад
  • Каролина Мухова против Иги Швентек | 1/16 финала турнира в Индиан-Уэллсе 2026 | Обзор матча WTA 3 часа назад
    Каролина Мухова против Иги Швентек | 1/16 финала турнира в Индиан-Уэллсе 2026 | Обзор матча WTA
    Опубликовано: 3 часа назад
  • 💤🌜DORS EN PAIX EN SENTANT L’ESPRIT SAINT... PRIÈRE ET PSAUMES POUR DORMIR LA NUIT - Bible narrée 2 часа назад
    💤🌜DORS EN PAIX EN SENTANT L’ESPRIT SAINT... PRIÈRE ET PSAUMES POUR DORMIR LA NUIT - Bible narrée
    Опубликовано: 2 часа назад

Контактный email для правообладателей: u2beadvert@gmail.com © 2017 - 2026

Отказ от ответственности - Disclaimer Правообладателям - DMCA Условия использования сайта - TOS



Карта сайта 1 Карта сайта 2 Карта сайта 3 Карта сайта 4 Карта сайта 5