У нас вы можете посмотреть бесплатно ଗର୍ଭାଶୟ ଟ୍ୟୁମର କ'ଣ? // Prof. Dr. Pradeep Ku. Panigrahi on Fibroid in odia или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
L I K E || S H A R E || S U B S C R I B E 'H E A L T H V E N T U R E O D I A' Click the 'bell' icon and Subscribe ଗର୍ଭାଶୟ ଟ୍ୟୁମର ବା ଫାଇବ୍ରଏଡ୍ ହେଉଛି ଏକ ଅସ୍ୱାଭାବିକ ଅଭିବୃଦ୍ଧି ଯାହା ମହିଳାଙ୍କ ଗର୍ଭାଶୟରେ କିମ୍ବା ଉପରେ ବିକଶିତ ହୁଏ | ବେଳେବେଳେ ଏହି ଟ୍ୟୁମର୍ ଗୁଡିକ ବହୁତ ବଡ ହୋଇଯାଏ ଏବଂ ପେଟରେ ପ୍ରବଳ ଯନ୍ତ୍ରଣା ହୁଏ । ଫାଇବ୍ରଏଡ୍ ହେଲେ କୌଣସି ଚିହ୍ନ କିମ୍ବା ଲକ୍ଷଣ ଜଣାପଡେ ନାହିଁ | ଏହା ସାଧାରଣତଃ ଅଣ-କ୍ୟାନସର ଅଟେ | ତେବେ ଫାଇବ୍ରଏଡର କାରଣ ଜଣା ପଡିନାହିଁ । ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ପ୍ରଦୀପ କୁମାର ପାଣିଗ୍ରାହୀ ଗର୍ଭାଶୟ ଟ୍ୟୁମର ବା ଫାଇବ୍ରଏଡ୍ ବିଷୟରେ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। Fibroids are abnormal growths that develop in or on a woman’s uterus. Sometimes these tumors become quite large and cause severe abdominal pain and heavy periods. In other cases, they cause no signs or symptoms at all. The growths are noncancerous. The cause of fibroids is unknown. Lets know more about Fibroids from Renound Gynaecologist Prof. Dr. Padeep Kumar Panigrahi. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ହେଲଥ ଭେଞ୍ଚର ଓଡ଼ିଆ’ ସହିତ ଯୋଡ଼ି ହେବାପାଇଁ ଆମ ହ୍ୱାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ:https://chat.whatsapp.com/HQzKwkSN2Ux... To subscribe Health Venture Odia channel click the link https://bit.ly/3xs5JUs "Health Venture Odia" is an Odia health channel which provides all health education video in Odia. You can learn the causes, symptoms of various disease in Odia language Subscribe To Our Channel for latest health and fitness videos. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ହେଲଥ ଭେଞ୍ଚର’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ Health Venture Odia ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। 'Health Venture Odia'ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। ହେଲଥ ଭେଞ୍ଚର ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ https://bit.ly/3xs5JUs Produced and broadcast in public interest. Copyright Statement: All rights reserved 'Health Venture Odia'. This content is available for mass viewing only through this platform or through any other platform as presented by 'Health Venture Odia' from time to time. Any unauthorized download of this content for any personal or commercial use is restricted. Unauthorized use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.