• ClipSaver
  • dtub.ru
ClipSaver
Русские видео
  • Смешные видео
  • Приколы
  • Обзоры
  • Новости
  • Тесты
  • Спорт
  • Любовь
  • Музыка
  • Разное
Сейчас в тренде
  • Фейгин лайф
  • Три кота
  • Самвел адамян
  • А4 ютуб
  • скачать бит
  • гитара с нуля
Иностранные видео
  • Funny Babies
  • Funny Sports
  • Funny Animals
  • Funny Pranks
  • Funny Magic
  • Funny Vines
  • Funny Virals
  • Funny K-Pop

Patakalagi Darshan(4-Mar)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change скачать в хорошем качестве

Patakalagi Darshan(4-Mar)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change 2 часа назад

скачать видео

скачать mp3

скачать mp4

поделиться

телефон с камерой

телефон с видео

бесплатно

загрузить,

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
Patakalagi Darshan(4-Mar)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change
  • Поделиться ВК
  • Поделиться в ОК
  •  
  •  


Скачать видео с ютуб по ссылке или смотреть без блокировок на сайте: Patakalagi Darshan(4-Mar)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change в качестве 4k

У нас вы можете посмотреть бесплатно Patakalagi Darshan(4-Mar)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:

  • Информация по загрузке:

Скачать mp3 с ютуба отдельным файлом. Бесплатный рингтон Patakalagi Darshan(4-Mar)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change в формате MP3:


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу страницы.
Спасибо за использование сервиса ClipSaver.ru



Patakalagi Darshan(4-Mar)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

✨ ଆଜିର ପବିତ୍ର ଘଟଣା – ନୀଳଚକ୍ର ଉପରେ ହଳଦିଆ ରଙ୍ଗର ପତାକାଲାଗି ✨ 📅 04-Mar -2026– ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନୀଳଚକ୍ର ଉପରେ ପବିତ୍ର ହଳଦିଆ ରଙ୍ଗର ପତାକା ପରିବର୍ତ୍ତିତ ହେଲା। 🏛️ ଏହି ପତାକାଲାଗି ଭକ୍ତମାନଙ୍କୁ ଦେଇଥାଏ ଶାନ୍ତି ଓ ଆଶୀର୍ବାଦ 📺 ଘରେ ବସି LIVE ଦେଖନ୍ତୁ — Jay Jagannath TV – ଆପଣଙ୍କ ଆଧ୍ୟାତ୍ମିକ ଯାତ୍ରାର ସାଥୀ 🙏 ଜୟ ଜଗନ୍ନାଥ ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ବା ପତାକା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ବର୍ଷକ ବାର ମାସ ୩୬୫ ଦିନ ଖରା, ବର୍ଷା , ଶୀତ କୁ ଖାତିର ନ କରି ପ୍ରତିଦିନ ସନ୍ଧ୍ୟା ୫ ଟା ରେ ଚୁନରା ସେବକ ନୀଳଚକ୍ର ରେ ଧ୍ବଜା ବାନ୍ଧିବା ନିମନ୍ତେ ଶ୍ରୀମନ୍ଦିର ଚୁଡାକୁ ଆରୋହଣ କରିଥାନ୍ତି। ଏହି ସେବାକୁ ପତାକଲାଗି ସେବା କୁହାଯାଏ । ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ସାମନାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଗଣ ଏହି ପତାକା ଲାଗି ଦର୍ଶନ କରି ଧନ୍ୟ ହୁଅନ୍ତି । ଚୁନରା ସେବକ ମାନେ ବେକରେ ନୂଆ ଧ୍ବଜା ବାନ୍ଧି ସେ ଶ୍ରୀମନ୍ଦିର ଆରୋହଣ କରିଥାନ୍ତି । ପ୍ରଥମେ ଅଁଳା ବେଢ଼ା ରେ ଥିବା ଧ୍ବଜା ମହାବୀର ଙ୍କୁ ଉପାସନା କରି ସେଠାରେ ଦୀପ ପ୍ରଜ୍ବଳନ କରି ସାରିବା ପରେ , ଅଁଳା ବେଢ଼ା ଉପରକୁ ଏକ ଲୁହା ସିକୁଳି ମାଧ୍ୟମରେ ଯାଇଥାନ୍ତି। ତତ୍ପରେ କଳସ ଉପରେ ଚଢ଼ି , ନୀଳଚକ୍ର ଶିଖରକୁ ଯାଇଥାନ୍ତି। । ସେଠାରେ ଥିବା ପୁରୁଣା ଧ୍ବଜା ପରିବର୍ତ୍ତନ କରି ନୂଆ ଧ୍ବଜା ଲାଗି କରିଥାନ୍ତି ଓ ଜଗତ ମଙ୍ଗଳ କାମନା କରିଥାନ୍ତି । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣ ଓ ବେଳେ ବେଳେ ଧଳା ରଙ୍ଗର ହୋଇଥାଏ । ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ । #patakalagidarshan #jayjagannathtv #SidharthTV #jayjagannathlive #jagannath #jagannatha #jagannathtemple #JagannathCulture #NamitaAgrawal #SitaramAgrawal #SidharthUtsav #SidharthGold #SidharthMusic #SidharthNetwork #TodayPatakalagi #dhwajaarohan #banabandha "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 #jayjgannathtvlive #namitaagrawal #sidharthtv Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Comments
  • ସନ୍ଧ୍ୟା ଆଳତୀ ଦର୍ଶନ(4-Mar)Sandhya Alati LIVE Darshan - Jagannath Temple | Jay Jagannath TV 49 минут назад
    ସନ୍ଧ୍ୟା ଆଳତୀ ଦର୍ଶନ(4-Mar)Sandhya Alati LIVE Darshan - Jagannath Temple | Jay Jagannath TV
    Опубликовано: 49 минут назад
  • Iran’s Warship IRIS Dena Sinks Near Sri Lanka | 101 Missing | Major Conflict Update N18G 2 часа назад
    Iran’s Warship IRIS Dena Sinks Near Sri Lanka | 101 Missing | Major Conflict Update N18G
    Опубликовано: 2 часа назад
  • ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସ୍କନ୍ଧ-୪, ଅଧ୍ୟାୟ-୨୨ | Jay Jagannath TV 1 час назад
    ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସ୍କନ୍ଧ-୪, ଅଧ୍ୟାୟ-୨୨ | Jay Jagannath TV
    Опубликовано: 1 час назад
  • ଏ ବରଷ ହୋଲି ଟିକେ ଅଧିକ ମିଠା / Rupa Pin2 Khushi 3 часа назад
    ଏ ବରଷ ହୋଲି ଟିକେ ଅଧିକ ମିଠା / Rupa Pin2 Khushi
    Опубликовано: 3 часа назад
  • ୮୪ ଲକ୍ଷ ଯୋନି କଣ ? ଜୀଵ କେଉଁ ଯୋନିରେ ତପସ୍ୟା କରି ମଣିଷ ଜନ୍ମ ପାଇଲା ? @BipiniBihariSamal । Pravachan । 2 года назад
    ୮୪ ଲକ୍ଷ ଯୋନି କଣ ? ଜୀଵ କେଉଁ ଯୋନିରେ ତପସ୍ୟା କରି ମଣିଷ ଜନ୍ମ ପାଇଲା ? @BipiniBihariSamal । Pravachan ।
    Опубликовано: 2 года назад
  • Bhagya Rashiphala | Dr Jayanti Mohapatra | Happiness | 05 Mar 2026 |  Today's Episode 2 часа назад
    Bhagya Rashiphala | Dr Jayanti Mohapatra | Happiness | 05 Mar 2026 | Today's Episode
    Опубликовано: 2 часа назад
  • 🔴Live | ପ୍ରତିଦିନ | Pratidin | 7 PM Bulletin | 4th March 2026 | OTV Live | OTV
    🔴Live | ପ୍ରତିଦିନ | Pratidin | 7 PM Bulletin | 4th March 2026 | OTV Live | OTV
    Опубликовано:
  • ଗଜପତି ମହାରାଜ କେମିତି ହେଲେ ମୁସଲମାନ ?| Patitapaban | Srijagannatha | Rajaram Satapathy | News Room 7 месяцев назад
    ଗଜପତି ମହାରାଜ କେମିତି ହେଲେ ମୁସଲମାନ ?| Patitapaban | Srijagannatha | Rajaram Satapathy | News Room
    Опубликовано: 7 месяцев назад
  • ୨୦୨୬ ମାର୍ଚ୍ଚ ମାସ ରାଶିଫଳ | ମେଷ ରୁ ମୀନ | Dr Bhabani Shankar Mohapatra | @DTVODIA ​
    ୨୦୨୬ ମାର୍ଚ୍ଚ ମାସ ରାଶିଫଳ | ମେଷ ରୁ ମୀନ | Dr Bhabani Shankar Mohapatra | @DTVODIA ​
    Опубликовано:
  • ବାହାଘର ପରେ ପ୍ରଥମ ହୋଲି ପରିବାର ସହିତ ମନେଇଲି 🙏🧿🥰 1 час назад
    ବାହାଘର ପରେ ପ୍ରଥମ ହୋଲି ପରିବାର ସହିତ ମନେଇଲି 🙏🧿🥰
    Опубликовано: 1 час назад
  • ଆଜି(04-Mar) ଶ୍ରୀମନ୍ଦିରର ଦିବ୍ୟ ସନ୍ଧ୍ୟା ଦର୍ଶନ | Jay Jagannath Tv 1 час назад
    ଆଜି(04-Mar) ଶ୍ରୀମନ୍ଦିରର ଦିବ୍ୟ ସନ୍ଧ୍ୟା ଦର୍ଶନ | Jay Jagannath Tv
    Опубликовано: 1 час назад
  • PM Modi On War | PM Modi Says 1 день назад
    PM Modi On War | PM Modi Says "India Stands For Peace" | War News Today | Asala Katha | N18G
    Опубликовано: 1 день назад
  • Sandhya Arati ||04.03.2026 II Трансляция закончилась 1 час назад
    Sandhya Arati ||04.03.2026 II
    Опубликовано: Трансляция закончилась 1 час назад
  • ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ 3 года назад
    ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ
    Опубликовано: 3 года назад
  • 4 МАРТА КРОВАВАЯ ЛУНА — 8 ОПАСНЫХ ОШИБОК ПОСЛЕ ПОЛНОГО ЛУННОГО ЗАТМЕНИЯ! 19 часов назад
    4 МАРТА КРОВАВАЯ ЛУНА — 8 ОПАСНЫХ ОШИБОК ПОСЛЕ ПОЛНОГО ЛУННОГО ЗАТМЕНИЯ!
    Опубликовано: 19 часов назад
  • Sunabesĥa Alati Darshan of Shri Jagannath ଦୋଳ ପୂର୍ଣ୍ଣିମାରେ ମହାପ୍ରଭୂଙ୍କ ସୁନାବେଶ ଆଳତୀ ଦର୍ଶନ Puri Dham 8 часов назад
    Sunabesĥa Alati Darshan of Shri Jagannath ଦୋଳ ପୂର୍ଣ୍ଣିମାରେ ମହାପ୍ରଭୂଙ୍କ ସୁନାବେଶ ଆଳତୀ ଦର୍ଶନ Puri Dham
    Опубликовано: 8 часов назад
  • ଜଗତ ଦେଖିନଥିବା ମଣିଷ କରୁଛି ଜଗତ ଚିନ୍ତା...| Badalokanka Piladina | EP 1 | Real Story | Prarthana Life 9 месяцев назад
    ଜଗତ ଦେଖିନଥିବା ମଣିଷ କରୁଛି ଜଗତ ଚିନ୍ତା...| Badalokanka Piladina | EP 1 | Real Story | Prarthana Life
    Опубликовано: 9 месяцев назад
  • ରୁଷ୍‌ର ବଡ଼ ପଦକ୍ଷେପ | India Gets Russian Support as Middle East Conflict Disrupts Oil Routes | N18G 9 часов назад
    ରୁଷ୍‌ର ବଡ଼ ପଦକ୍ଷେପ | India Gets Russian Support as Middle East Conflict Disrupts Oil Routes | N18G
    Опубликовано: 9 часов назад
  • Nageshwar Jyotirlinga  Aarti - Dwarika GUJARAT
    Nageshwar Jyotirlinga Aarti - Dwarika GUJARAT
    Опубликовано:
  • ୭ ବର୍ଷର ପୁଅ ଛାତରୁ ପଡ଼ିଗଲା! କିନ୍ତୁ ଜଗାଙ୍କ ଅଦୃଶ୍ୟ ହାତ ତାକୁ ବଞ୍ଚାଇ ଦେଲା 🙏 14 минут назад
    ୭ ବର୍ଷର ପୁଅ ଛାତରୁ ପଡ଼ିଗଲା! କିନ୍ତୁ ଜଗାଙ୍କ ଅଦୃଶ୍ୟ ହାତ ତାକୁ ବଞ୍ଚାଇ ଦେଲା 🙏
    Опубликовано: 14 минут назад

Контактный email для правообладателей: u2beadvert@gmail.com © 2017 - 2026

Отказ от ответственности - Disclaimer Правообладателям - DMCA Условия использования сайта - TOS



Карта сайта 1 Карта сайта 2 Карта сайта 3 Карта сайта 4 Карта сайта 5