У нас вы можете посмотреть бесплатно ମାଘ କୃଷ୍ଣପକ୍ଷ ଶଷ୍ଠ ଶନିବାରରେ ମାଁ ଶ୍ୟାମାକାଳୀଙ୍କ ଦିବ୍ୟ ସନ୍ଧ୍ୟା ଆରତ୍ରୀ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ମାଘ କୃଷ୍ଣପକ୍ଷ ଶଷ୍ଠ ଶନିବାରରେ ମାଁ ଶ୍ୟାମାକାଳୀଙ୍କ ଦିବ୍ୟ ସନ୍ଧ୍ୟା ଆରତ୍ରୀ Divine Evening Aarti of Maa Shyamakali on Magha Krishna Paksha Shasthi Saturday ମାଘ ମାସର କୃଷ୍ଣପକ୍ଷ ଶଷ୍ଠ ଶନିବାର ଦିନ ମାଁ ଶ୍ୟାମାକାଳୀଙ୍କ ପୂଜା ଓ ଆରତ୍ରୀର ବିଶେଷ ମହତ୍ତ୍ୱ ରହିଛି। ଏହି ପବିତ୍ର ସନ୍ଧ୍ୟାରେ ମାଁଙ୍କ ଦର୍ଶନ ଓ ଆରତ୍ରୀ କରିଲେ ଭକ୍ତମାନଙ୍କ ଜୀବନର ସମସ୍ତ ଦୁଃଖ, ଭୟ ଓ ଅନ୍ଧକାର ଦୂର ହୁଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ। ଶ୍ୟାମାକାଳୀ ମାଁ ହେଉଛନ୍ତି ସଂହାର ଓ ସୃଷ୍ଟିର ଦେବୀ। ସେ ଅଜ୍ଞାନକୁ ନଶ୍ଟ କରି ଜ୍ଞାନର ଆଲୋକ ଦେଖାନ୍ତି। ଦୀପର ଆଲୋକ, ଘଣ୍ଟା-ଘଣ୍ଟିର ଧ୍ୱନି ଓ ଭକ୍ତିମୟ ମନ୍ତ୍ରୋଚ୍ଚାରଣରେ ସମଗ୍ର ପରିବେଶ ଦିବ୍ୟତାରେ ପୂର୍ଣ୍ଣ ହୋଇଯାଏ। ଏହି ପବିତ୍ର ଦିନରେ ମାଁଙ୍କୁ ଶ୍ରଦ୍ଧାଭକ୍ତିରେ ସ୍ମରଣ କରିଲେ ମନର ଅଶାନ୍ତି ଶାନ୍ତ ହୁଏ, ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ବିରାଜ କରେ ବୋଲି ଭକ୍ତମାନଙ୍କ ବିଶ୍ୱାସ। The Shasthi Saturday of the Krishna Paksha in the sacred month of Magha holds special spiritual significance for devotees of Maa Shyamakali. It is believed that performing the evening Aarti on this auspicious day helps devotees overcome fear, sorrow, and negativity from their lives. Maa Shyamakali symbolizes the supreme power that destroys ignorance and illuminates the path of wisdom. During the divine Aarti, the glow of lamps, rhythmic sound of bells, and sacred chants create a spiritually charged atmosphere filled with devotion and peace. Devotees believe that sincere prayers offered to Maa Shyamakali on this holy evening bring inner strength, mental peace, protection from evil forces, and prosperity to the family. The divine presence of the Mother Goddess guides her children from darkness towards light and eternal truth.