У нас вы можете посмотреть бесплатно Junior Teacher 2026:RTE Act 2009: Top 50 MCQ | 2 Marks ପକ୍କା? (Most Important Class) ✅ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ନମସ୍କାର ସାଙ୍ଗମାନେ! 🙏 ସ୍ୱାଗତ କରୁଛି ଆପଣଙ୍କ ପ୍ରିୟ YouTube Channel JP Classroom କୁ। ଆଜିର ଏହି କ୍ଲାସ୍ ରେ ଆମେ ଆଲୋଚନା କରିବା Pedagogy (CDP) ର ଗୋଟିଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ Topic - "Right to Education Act 2009" (ଶିକ୍ଷା ଅଧିକାର ଅଧିନିୟମ ୨୦୦୯) ବିଷୟରେ। 🇮🇳📚 ଏହି ଭିଡିଓରେ ଥିବା 50 ଟି Selected MCQ ଆପଣଙ୍କୁ ଆଗାମୀ Junior Teacher, OTET, OSSTET ଏବଂ ଅନ୍ୟାନ୍ୟ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ନିଶ୍ଚୟ ସାହାଯ୍ୟ କରିବ। RTE 2009 ରୁ ପ୍ରତି ପରୀକ୍ଷାରେ ୨-୩ ମାର୍କ ନିଶ୍ଚିତ ଆସିଥାଏ, ତେଣୁ ଏହି ଭିଡିଓଟିକୁ ଜମାରୁ Miss କରନ୍ତୁ ନାହିଁ। ✅ 📝 ଏହି ଭିଡିଓରେ କଣ ଅଛି? 🔹 RTE Act 2009 ର 50 ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ (MCQ)। 🔹 ଧାରା (Sections) ଏବଂ ଅନୁସୂଚୀ (Schedule) ଉପରେ ଆଧାରିତ ପ୍ରଶ୍ନ। 🔹 ଶିକ୍ଷକ ଓ ଛାତ୍ର ଅନୁପାତ (Pupil-Teacher Ratio) ସମ୍ବନ୍ଧୀୟ ପ୍ରଶ୍ନ। 🔹 Previous Year Questions (PYQ) ର ସଠିକ୍ ବିଶ୍ଳେଷଣ। 🔹 ଓଡିଆ ଭାଷାରେ ସହଜ ବୁଝାମଣା। 🎯 ଏହି ଭିଡିଓଟି କେଉଁ ପରୀକ୍ଷା ପାଇଁ ଉପଯୋଗୀ? 👉 Odisha Junior Teacher (Schematic) 2026 👉 OTET (Paper-1 & Paper-2) 👉 OSSTET & LTR Exam 👉 SSD & OAVS Exams 👉 B.Ed & D.El.Ed Entrance 🔥 ନିଜର ପ୍ରସ୍ତୁତି Check କରନ୍ତୁ: ଭିଡିଓ ଦେଖିସାରିବା ପରେ, 50 ରୁ ଆପଣ କେତେ Mark ରଖିଲେ, ତଳେ Comment କରି ନିଶ୍ଚୟ ଜଣାନ୍ତୁ! 👇 🛑 Don't Forget to: 👍 Like this video 🔄 Share with your friends 🔔 Subscribe to JP Classroom for more classes! #RTEAct2009 #PedagogyMCQ #OdishaJuniorTeacher2026 #RightToEducation #OTETExam #CDPClassInOdia #JPClassroom #OdishaTeacherRecruitment #ChildDevelopment #EducationGK