У нас вы можете посмотреть бесплатно କବାଟ ଭାଙ୍ଗି ଦେଖିଲା ବେଳକୁ, ଗଙ୍ଗାଧର ଆଉ ନାହିଁ ଝୁଲୁଛି ! Youth's Dead Body Found in UNIT 1 , Bhubaneswar или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
କବାଟ ଭାଙ୍ଗି ଦେଖିଲା ବେଳକୁ, ଗଙ୍ଗାଧର ଆଉ ନାହିଁ ଝୁଲୁଛି ! ସରକାରୀ କ୍ୱାଟରରୁ ମିଳିଲା ଯୁବକ ଙ୍କ ଝୁଲନ୍ତା ମୃତଦେହ। ଯୁବକ ଜଣକ ହେଉଛନ୍ତି ବିଜେବି ନଗର ର ଗଙ୍ଗାଧର ପଟ୍ଟନାୟକ । ସୂଚନା ଅନୁସାରେ ୟୁନିଟ୍ 1 ଅଞ୍ଚଳ ରେ ଜଣେ ପୋଲିସ ଅଧିକାରୀ ଙ୍କୁ 2RA44 କ୍ୱାଟର ଟି ମିଳିଥିଲା। ଏହି କ୍ୱାଟର କୁ ମରାମତି କରିବା ପାଇଁ ଗଙ୍ଗାଧର ସୁପରଭାଇଜର ଭାବରେ କାମ କରିଆସୁଥିଲେ। ପରିବାର ଲୋକ ଅପରାହ୍ନ ସମୟରେ ଜାଣିବାକୁ ପାଇଲେ ଯେ ଗଙ୍ଗାଧର ଙ୍କ ର ସେହି କ୍ୱାଟର ରେ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ପରିବାର ଲୋକ ଙ୍କ କହିବା ଅନୁଯାୟୀ ଗଙ୍ଗାଧର ଙ୍କୁ କିଏ ଆଣି ମାରି ଦେଇଛି। ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୃତଦେହ କୁ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।Youth's Dead Body Found in UNIT 1 , Bhubaneswar . #bhubaneswarnews #youth #dead Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha