У нас вы можете посмотреть бесплатно ମୋ ପ୍ରୀୟା ଠାରୁ କିଏ ଅଧିକ ସୁନ୍ଦର || Mo Priya Tharu Kiye by kumar bapi || Kamala Desa Rajkumar 2019 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#କମଳଦେଶ #ରାଜକୁମାର 80th Birth Day Celebration of Music Legend Sj Prafulla Kar. Stage performance by Kumar Bapi, presenting "Mo Priya Tharu" Film Sindura Bindu 1976. at Rabindra Mandap, Bhubaneswar. Odisha. Org by- Prafulla Kar Foundation. 15th&16th February 2019. ଏହି ସୁନ୍ଦର ରୋମାଣ୍ଟିକ ଗୀତଟି ୧୯୭୬ ମସିହାରେ ମୁକ୍ତିଲାଭ କରିଥିବା ସିନ୍ଦୁର ବିନ୍ଦୁ ଚଳଚିତ୍ରର ଏକ ଅଭୁଲା ଗୀତ, ଯାହାକୁ ପ୍ରସିଦ୍ଧ ଗାୟକ ଚିତ୍ତ ଜେନା ଗାଇଥିଲେ l Sindura Bindu is an Odia romantic love story released on 15 July 1976. This is debut film of ace director Sisir Misra as a director. The film is about gloomy tale of childhood lovers, who separate and unite at the end._ wikipedia Song Credits: #Song - Mo Priya Tharu #Artist - Chittaranjan Jena #Film - Sindura Bindu (1976) #Director - Sisir Mishra #Cast - Sriram Panda #Lyricist - Prafulla Kar #Music Director - Prafulla Kar #Original Link - • Mor Priya Tharu | Sindura Bindu | Oriya Fi... #Label - / saregamaregional Event Record by Team Canvas Odisha ! ପ୍ରଫୁଲ୍ଲ କରଙ୍କ https://en.wikipedia.org/wiki/Prafull... ୮୦ତମ ଜନ୍ମ ଦିବସ ଅବସରରେ ତା୧୫-୧୬ରିଖ ଦୁଇ ଦିନ ବ୍ୟାପି ରବିନ୍ଦ୍ର ମଣ୍ଡପଠାରେ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ "କମଳଦେଶ ରାଜକୁମାର' ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡିଶାର ଘରେ ଘରେ ପରିଚିତ ବହୁ ଜଣାଶୁଣା କଣ୍ଠଶିଳ୍ପୀଙ୍କ ସମେତ ମୁମ୍ବାଇରୁ ଆସିଥିବା କଣ୍ଠଶିଳ୍ପୀ ସାରିକା ସିଂହଙ୍କ ସ୍ୱରର ଯାଦୁରେ ଉପସ୍ଥିତ srota nku ବାନ୍ଧି ରଖିପାରିଥିଲା । ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ବିଶିଷ୍ଟ କବି ରମାକାନ୍ତ ରଥ ଏବଂ ଦାଶ ଫାଉଣ୍ଡେସନର ଅଧ୍ୟକ୍ଷ ଶିତିକାନ୍ତ ଦାଶ ଯୋଗଦେଇ ପ୍ରଫୁଲ୍ଲ କରଙ୍କ କାଳଜୟୀ ଗୀତଗୁଡିକ ସବୁ ସମୟରେ ସବୁ ପିଢିର ସଂଗୀତ ପ୍ରେମୀଙ୍କୁ ଆକର୍ଷିତ କରୁଥିବ ବୋଲି କହିଥିଲେ । ଫାଉଣ୍ଡେସନର ଅଧ୍ୟକ୍ଷ ଦାଶବେନହୁରଙ୍କ ସଭାପତିତ୍ୱରେ ସମ୍ପାଦକ ଚୈାଧୁରୀ ଅମିତାଭ ଦାସ, ଆବାହକ ଗିରିଜା ଶଙ୍କର ଦାଶ, ସଂଯୋଜକ ଡ. ଜେନାମଣି ସଞ୍ଜୀବ କୁମାର ଓ "ସଂସ୍କାର'ର ସାଧାରଣ ସମ୍ପାଦକ ମହାଦୀପ କର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ PULWAMA re ଶହୀଦ ଯବାନ, ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନା, ଅର୍ଜୁନ ଚରଣ ସାମଲଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରଯାଇଥିଲା । ଏହି ଅବସରରେ ତବଲା ବାଦକ ପ୍ରସନ୍ନ କୁମାର ମିଶ୍ର ଏବଂ ପୂର୍ବରୁ ଆୟୋଜିତ ସଙ୍ଗୀତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଉଦଘାଟନୀ ଉତ୍ସବପରେ ଅନୁଷ୍ଠିତ ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରଥମେ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ "ରେ ଆତ୍ମନ ନିଦ୍ରା ପରିହରି', ଦେବାଶିଷ ମହାପାତ୍ରଙ୍କ କଣ୍ଠରୁ "ତୋ ସାଥେ ପିରତି କରି', ଗୀତା ଦାଶଙ୍କ କଣ୍ଠରୁ "ତୁମେ ଦେବ ମୁଁ ପୂଜାରିଣୀ', ଛନ୍ଦା ମିଶ୍ରଙ୍କ କଣ୍ଠରୁ "ହେ ଫଗୁଣ କାନ୍ଦନାରେ', କୁମାର ବାପିଙ୍କ କଣ୍ଠରୁ "ବନ୍ଧୁରେ କାହିଁ ଗଲେ ଶ୍ୟାମଘନ' ଏବଂ ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର, ମହାପ୍ରସାଦ କର ଏବଂ ସାରିକା ସିଂଙ୍କ କଣ୍ଠରୁ "ଏ ମେରେ ହମସଫର. ସାରିକା କଣ୍ଠରୁ "ପାଦରେ ପାଦ ଛନ୍ଦା' "ମୋତେ ବାନ୍ଧିନେରେ ପୋଲିସ ବାବୁ' "ଏ ଫୁଲ କହ ଥରେ'....। ପ୍ରଫେସର ମୃତ୍ୟୁଞ୍ଜୟ ରଥ ସଙ୍ଗୀତ ଆସରକୁ ସଂଯୋଜନା କରିଥିଲେ । For always being informed, and entertained find us here: News Website: http://www.canvasodisha.com Facebook: / canvasodisha. . Youtube: https://www.youtube.com/channel/UCLak... Twitter: / odishacanvas Google Plus: https://plus.google.com/u/0/ Canvas Odisha is Odisha’s Leading 24x7 news and current affairs WEB channel from Bhubaneswar. Please visit our website http://www.canvasodisha.com/ for latest oppinions and details news coverage, State News, Breaking News, Twin City (Cuttack & Bhubaneswar), Political News, National & International News, Crime News, Cyclone & Most Popular Of Sanita Swara (Power Of Peoples Voice ) & ETC, Picture, Entertainment, Sports, Cricket and Lifestyles.