У нас вы можете посмотреть бесплатно ‘ସିସିଟିଭି ଦେଖାଇଲେନି ସହଯୋଗ କଲେନି’ | Odisha Reporter или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#କ୍ରିମିନାଲ୍_ଇନଭେଷ୍ଟିଗେସନ_ହେଉ: #ସାର୍ଥକଙ୍କ_ମାମୁ କ୍ରିମିନାଲ୍ ଇନଭେଷ୍ଟିଗେସନ୍ ଦାବି କଲେ ନିଖୋଜ ନାବିକ ସାର୍ଥକଙ୍କ ମାମୁ। ସିଙ୍ଗାପୁରରୁ ଫେରିଲା ପରେ ପ୍ରେସ୍ କନଫରେନ୍ସରେ ଦାବି କଲେ। କିଛି ଲୁଚାଇବାକୁ ଚେଷ୍ଟା କରାଯାଉଥିବା ଅନୁଭବ କରୁଛୁ। ଜାହାଜରେ ଆମକୁ ସାର୍ଥକର କ୍ୟାବିନକୁ ଛାଡ଼ିଲେ, ଅନ୍ୟସ୍ଥାନକୁ ଛାଡ଼ିଲେନି। କୌଣସି କର୍ମଚାରୀଙ୍କୁ ପଚାରିବାକୁ ଚେଷ୍ଟା କଲେ ବାଧା ଦେଲେ। ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ କମ୍ପାନୀ କର୍ତ୍ତୃପକ୍ଷ ଆମକୁ ସହଯୋଗ କଲେନି। ନିଖୋଜକୁ ୧୨ ଦିନ ବିତିଥିଲେ ସିସିଟିଭି ଯାଞ୍ଚ ହୋଇ ନ ଥିବା ଜାଣିପାରିଲୁ। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter #CriminalInvestigation #Singapore #Sailor #SarthakMohapatra #Odisha #OdishaReporter