У нас вы можете посмотреть бесплатно Suna Besha | Tiniti Ratha Naati Katha 7 | Dr. Ashutosh Prasad Mishra | Suna Besha History или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Why Suna Besha is called BadaTadhau Besha or RajadhiRaja Besha? When Suna Besha is started ? What is the significance of Suna Besha ? History of Suna Besha ? ------------ Tiniti Ratha Naati Katha 7 ରଥଯାତ୍ରା ଉପଲକ୍ଷେ ଆମର ସ୍ବତନ୍ତ୍ର ଉପସ୍ଥାପନା "ତିନିଟି ରଥ ନଅଟି କଥା" ଅନେକ ନୂତନ ତଥ୍ୟ, ଅଜଣା କଥା ସହିତ ମହାପ୍ରଭୁଙ୍କ ରଥଯାତ୍ରାର ଅନେକ ଭାବାତ୍ମକ ଦିଗକୁ ଆପଣଙ୍କ ସମ୍ମୁଖରେ ପରଷି ଦେବାର ଏକ ପ୍ରୟାସ, ଆଶା ଆପଣ ମାନଙ୍କୁ ଏହା ଭଲ ଲାଗିବ ଆଉ ମହାପ୍ରଭୁଙ୍କ ପ୍ରତି ଆପଣଙ୍କ ଭାବକୁ ବହୁଗୁଣିତ କରିବ। ଆପଣଙ୍କ ପ୍ରିୟଜନ ଓ ଜଗନ୍ନାଥ ପ୍ରେମୀଙ୍କୁ ସେୟାର କରିବାକୁ ଭୁଲିବେନି। ତିନିଟି ରଥ ନଅଟି କଥା ୭ || ସୁନାବେଶ || ବଡ଼ତଢାଉ ବେଶ || ରାଜାଧିରାଜ ବେଶ || --------- Dr. Ashutosh Prasad Mishra Jagannath Mahima Odisha 365 ----------- ଶ୍ରୀଜୀଉମାନେ ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି | ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଭିତରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳୁଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି। ------------------- What is Suna Besha ? why is Suna Besha celebrated Significance of Suna Besha jagannath puri jagannath mandir jagannath mandir prabachan odia odia prabachan anubhuti re jagannath jagannath video jagannath pravachan jagannath prabachan odia jagannath anubhuti jagannath anubhuti in odia jagannath mahima in odia ———————— prabachan odia puri jagannath Suna Besha puri rath Suna Besha puri puri ratha puri Suna Besha Suna Besha puri 2023 jagannath Suna Besha 2023 jagannath puri Suna Besha puri Suna Besha Suna Besha 2023 jagannath puri Suna Besha jagannath SunaBesha 2023 rath puri rath yatra rath yatra 2023 jagannath rath yatra puri rath yatra puri rath yatra 2023 ——————————————— #sunabesha #jagannathmahima #drashutoshprasadmishra #odisha365 #TinitiRathaNaatiKatha