У нас вы можете посмотреть бесплатно କେମିତି ରୋକିବା ଥାଲାସେମିଆ ରୋଗ? | Dr Palash Das on Thalassemia in Odia | Diagnosis & Prevention или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#Thalassemia #DoctorAdvice #OdiaHealthTips ଥାଲାସେମିଆ ଏକ ସାଙ୍ଘାତିକ ରୋଗ। ଜନ୍ମରୁ ଶିଶୁଟିଏ ଏହି ରୋଗକୁ ସାଙ୍ଗରେ ନେଇ ଆସିଥାଏ। ଏହି ରୋଗକୁ ଠିକ ସମୟରେ ଚିହ୍ନିବା ଏବଂ ଚିକିତ୍ସା କରିବା ନିହାତି ଦରକାର। ତେବେ ଥାଲାସେମିଆ ରୋଗର କାରଣ, ଲକ୍ଷଣ, ଜଟିଳତା ଏବଂ କେମିତି ଏହାକୁ ରୋକିହେବ, ସେନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଲାଶ ଦାସଙ୍କଠାରୁ ଜାଣିବା। ଏହି ଭିଡିଓରେ ରହିଛି, ଥାଲାସେମିଆ ରୋଗ କ’ଣ? (0:00) ଥାଲାସେମିଆ ରୋଗର ଲକ୍ଷଣ (1:41) କାହିଁକି ହୁଏ ଥାଲାସେମିଆ ରୋଗ? (2:36) ଥାଲାସେମିଆ ରୋଗର ପରୀକ୍ଷଣ (3:51) ଥାଲାସେମିଆ ରୋଗର ଚିକିତ୍ସା (4:36) ଥାଲାସେମିଆ ରୋଗର ଜଟିଳତା (6:02) କେମିତି ରୋକିବା ଥାଲାସେମିଆ ରୋଗ? (6:48) ସରକାରୀ ସହାୟତା ଦିଆଯାଉଛି (8:30) ଡାକ୍ତରଙ୍କ ପରାମର୍ଶ (9:17) ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍ କରନ୍ତୁ: https://www.swasthya.plus/know-about-... Thalassemia is a deadly hereditary disease. A child may be born with the disease. It is vital to detect and treat the disease at an early stage. Let us know about the symptoms, treatment, complications, and prevention of thalassemia from Dr Palash Das, a Paediatrician. In this video, What is Thalassemia? (0:00) Symptoms of Thalassemia (1:41) Causes of Thalassemia (2:36) Diagnosis of Thalassemia (3:51) Treatment of Thalassemia (4:36) Complications of Thalassemia (6:02) Prevention of Thalassemia (6:48) Help Provided by Government (8:30) Doctor Advice (9:17) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ। Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!