У нас вы можете посмотреть бесплатно CHALIJIBA JIBANA ll ଚାଲିଯିବ ଜୀବନ ll HUMAN SAGAR ll NEW ODIA CHRISTIAN SONGS ll TEENTU BHAI ll SUBIR или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
CHALIJIBA JIBANA ll ଚାଲିଯିବ ଜୀବନ ll HUMAN SAGAR ll NEW ODIA CHRISTIAN SONGS ll TEENTU BHAI ll SUBIR 👆👆👆👆👆👆👆👆👆👆 *ପ୍ରଥମେ TEENTU BHAI OFFICIAL ପରିବାର ତରଫରୁ ସମସ୍ତଙ୍କୁ 🙏🙏🙏🙏 ନମସ୍କାର ଜ୍ଞାପନ କରୁଅଛୁ ** *ଏକ ସୁନ୍ଦର ସୁମଧୁର କଣ୍ଠଶିଳ୍ପୀ Human Sagar 💚❤️💚 ODIA Christian Full Devotional ଗୀତଟିକୁ ଗାଇଛନ୍ତି "CHALIJIBA JIBANA" **❤️ ଚାଲିଯିବ ଜୀବନ ❤️* **📸 FULL STUDIO VERSION VIDEO📸 ** *ଆଜି👍 ରବିବାର ସକାଳ* 7am **ରେ ମୁକ୍ତିଲାଭ ହେଇ ଅଛି 👍 ** *⛪⛪⛪ଏହି ସଂଗୀତ🎹🎹"TEENTU BHAI OFFICIAL YUTUBE CHANNEL🎹🎹ରେ ପ୍ରସାରଣ ହବ l 🙏🙏🙏ଦେଖିବାକୁ ଭୁଲନ୍ତୁ ନାହିଁ ଗୀତ ଟି ଶୁଣନ୍ତୁ ଓ STUDIO VERSION VIDEO କୁ ଦେଖନ୍ତୁ ଏବଂ ପ୍ରଭୁଙ୍କ ଗୌରବ ନିମନ୍ତେ ଏହି ଗୀତLINK କୁ LIKE COMMENTS & SHARE କରନ୍ତୁ ଏମିତି ନୂଆ ନୂଆ ଗୀତ ପାଇବା ପାଇଁ ଆମ TEENTU BHAI CHANNEL କୁ🙏🙏🙏 like/comments/subscribe କରନ୍ତୁ ଏବଂ BELL ICON କୁ CLICK କରନ୍ତୁ l ଧନ୍ୟବାଦ**PRAISE the LORD ⛪⛪⛪ 🎶AUDIO CREDITS🎶 🎹 SONG TITLE : ( ଚାଲିଯିବ ଜୀବନ ) CHALIJIBA JIBANA 🎹 SINGER : Human Sagar 🎹 MUSIC & COMPOSITION : Soumya Subir 🎹 LYRICS : Premanjali Somanjali* 🎹 MUSIC SCORING : Bapi Samal* 🎹 PRODUCER : Preety* 🎹 RECORDIST : MRR Studio* 🎹 MIX & MASTERING : MRR STUDIO CTC* 🎹 DOP & EDIT : Abraham Ghanta* 🎹Thumbnail Design : Jisi Raita Bhai 🎹 TEENTU BHAI 🎹SPECIAL THANKS : SRABAN & NIHAL ଚାଲିଯିବ ଜିବନ_ଚାଲିଯିବ ଜିବନ ଫେରିଆରେ ତୁ ଧନ_ଫେରିଆରେ ତୁ ଧନ ତୁମେ ଦୟାର ସାଗର ବୋଲି_ତୁମେ ଦୟାକର ମୋତେ ତୁମେ କ୍ଷମାର ଆକର ବୋଲି_ତୁମେ କ୍ଷମାକର ମୋତେ ଧୋଇଦିଅ ତୁମ ରକ୍ତେ_ପରିଷ୍କାର କର ମୋତେ ପାପ ଜିବନର ଚାଲିଯିବ ଜିବନ ଚାଲିଯିବ ଜିବନ..... Dhum Tana NaaaaNaaaa Dhum Ta Na Na... ପାଣିର ଫୋଟକା ଜିବନ ମୋହର ଧୂଳିକଣା ଅହଙ୍କାର _ କାନ୍ଦୁଛି ମୋ ଅନ୍ତର କୁହୁଡ଼ି କାକର ଯୌବନ ଶରିର ମହମାୟା ବାଲିଘର _ ତୁମେ ସାହା ହୁଅ ହେ ଇଶ୍ୱର ___ ____ ____ହେ ହେ ହେ ହେ___ ____ ____ ତୁମେ ଦୟାର ସାଗର ବୋଲି_ତୁମେ ଦୟାକର ମୋତେ ତୁମେ କ୍ଷମାର ଆକାର ବୋଲି_ତୁମେ କ୍ଷମାକର ମୋତେ ଧୋଇଦିଅ ତୁମ ରକ୍ତେ_ପରିଷ୍କାର କର ମୋତେ ମୋ ପାପ ଜିବନର ଚାଲିଯିବ ଜିବନ ଚାଲିଯିବ ଜିବନ..... ପାପର ସହର ମିଛ ଓ ମାୟାର ଉଦ୍ଧାର କର ଈଶ୍ବର _ ଆହେ ପ୍ରିୟଯୀଶୁ ମୋହର ଆଖିର ପତାରୁ ଲୁହ ଧାର ଧାର ତୁମକୁ ଡାକି ଈଶ୍ବର _ ଲୁହ ପୋଛିଦିଅ ହେ ମୋହର ତୁମେ ଦୟାର ସାଗର ବୋଲି_ତୁମେ ଦୟାକର ମୋତେ ତୁମେ କ୍ଷମାର ଆକାର ବୋଲି_ତୁମେ କ୍ଷମାକର ମୋତେ ଧୋଇଦିଅ ତୁମ ରକ୍ତେ_ପରିଷ୍କାର କର ମୋତେ ମୋ ପାପ ଜିବନର ଚାଲିଯିବ ଜିବନ ଚାଲିଯିବ ଜିବନ..... YOUTUBE CHANNEL- Teentubhaiofficial ◆Special Thanks🙏🙏🙏 :- Pincky_Micky_ Chicky_Moon_Misthy_Buna_Queen_Gunu ◆Contact Us:- [email protected] Phone no:- ************************ ବିଦ୍ର: ଦୟାକରି ଗୀତର ଅଡିଓ କି ଭିଡିଓ ରି ଅପଲୋଡ଼୍ କରନ୍ତୁ ନାହିଁ, ଆମେ Copyright Claim ବା Copyright Strike ଦେବାକୁ ବାଧ୍ୟ ହେବୁ । ଆମେ ପ୍ରଭୁଙ୍କ ସନ୍ତାନ YOUTUBE ର ନିୟମ ଅନୁସାରେ ଶୃଙ୍ଖଳା ରକ୍ଷା କରିବା ଆବଶ୍ୟକ ଅଟେ ଓ ଅନୁରୋଧ । !!!ଧନ୍ୟବାଦ !!! *ANTI-PIRACY WARNING*. This Content is Copyright to teentubhaiofficial . Any unauthorized reproduction, redistribution or re-upload is strictly prohibited of this Material. Legal action will be taken against those who violate the copyright of the following material preesented !p All copyrights reserved with Teentubhaiofficial .2024 ©teentubhaiofficial Tags:- #newodiachristiansongs #humansagarnewsongs #amitpaninewsongs #teentubhaiofficial #newkoraputiachristiansongs #newchristiansongs #newchristiandancevideos