У нас вы можете посмотреть бесплатно ଘର ଦୁଆରକୁ ଆସିଥିବା ଲୋକଙ୍କ ହାତରେ ସୁନା ସଫା କରୁଛନ୍ତି କି ? || Knews Odisha или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଡେମୋ ଦେଖାଇ ସୁନା ଲୁଟ୍ । Beware the Doorstep Gold Cleaning Trick #ଉଭାନ_ହେଲା_ସୁନା ଘର ଘର ବୁଲି କହୁଥିଲେ ଆମେ କଂପାନୀର କର୍ମଚାରୀ । ନୂଆ ପ୍ରଡକ୍ଟର ମାର୍କେଟିଂ ପାଇଁ ଆସିଛୁ । ଡେମୋ ଦେଖାଇବୁ । କହୁଥିଲେ ଘରେ ଷ୍ଟିଲ, ତମ୍ବା ଓ ପିତ୍ତଳ ବାସନ ଯଦି ଅଛି ଆଣ ଆମେ ସଫା କରିଦେବୁ । ଆଉ ତା ପରେ ସୂଯୋଗ ଦେଖି ମାଗି ନେଉଥିଲେ ସୁନା । କହୁଥିଲେ ମାଜିକି ଚକ୍ ଚକ୍ କରିଦେବୁ । ଆଉ ତା ପରେ ଆରମ୍ଭ ହେଉଥିଲା ଅସଲ ଖେଳ । ଲୋକଙ୍କ ଆଖିରେ ଧୂଳି ଦେଇ ସୁନା ନେଇ ମାରିଥିଲେ ଚମ୍ପଟ । They went from house to house claiming to be company employees. They said they had come to market a new product and would give a demonstration. They told residents to bring out any steel, copper or brass utensils from their homes and said they would clean them. Then, spotting an opportunity, they would ask for gold, claiming they could polish it and make it shine. That was when the real trick began. After deceiving people, they made off with the gold. #ScamAlert #GoldTheft #Fraudsters #FakeMarketers #ConTrick #Mayurbhanj #CrimeNews #JewelleryScam #policeinvestigationstories ଆମକୁ Subcribe କରିବା ପାଇଁ ଏବଂ ୱେବସାଇଟ ଓ ସୋସିଆଲ ମିଡିଆରେ ଫଲୋ କରିବା ପାଇଁ ନିମ୍ନଲିଖିତ ଲିଙ୍କ ଉପରେ କ୍ଲିକ କରନ୍ତୁ Website: http://www.knewsodisha.com Mobile App: https://t.ly/NsnzF Facebook: / knewsodisha YouTube: / knewsodisha Twitter: / knewsodia Instagram: / knewsodisha #knews #knewsodisha #odisha #odishanews #ajirakhabar #ajiranews