У нас вы можете посмотреть бесплатно Puri Thakura ll ପୁରୀ ଠାକୁର ll New Jagnnath Bhajan ll Sourav Bharadwaj ll или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Puri Thakura - 𝑶𝒇𝒇𝒊𝒄𝒊𝒂𝒍 𝑭𝒖𝒍𝒍 𝑺𝒐𝒏𝒈 Pradhan Music Present's A Brand New Song #purithakura ⭐ Re kala Thakura - • Re Kala Thakura (ରେ କଳା ଠାକୁର୍) | New Jaga... Singer - Sourav Bharadwaj Lyrics - Soumya Ranjan Bal Music - Dibya Chandan Arrangements - 2BU Recording - Pabitra Studio Mixing & Mastering - Pabitra Studio DOP/Editing - Chiku Channel Owner - Pradhan Music Record Label - Panchanan Music Special Thanks - Raja & Biki Bhai #pradhanmusic #souravbharadwaj #bhajan #panchananmusic #odiabhajan #odishabhajan #souravbharadwajbhajan #puri #purithakura #rekalathakura #jagannatha #jagannathabhajan #newbhajan #odiasong #odishasong #puriteample #panchanansahu 🅵🆄🅻🅻 🅻🆈🆁🅸🅲🆂 ;- ଯୁଗକୁ ଯୁଗ ରହିଛି ଜଗା କେତେ ଅବତାର ନେଇ କଳିକାଳରେ ନୀଳାଚଳରେ ବସିଛି ଭୁଜ ମେଲେଇ ## ଜଗନ୍ନାଥ ତାର ନାମ ତା ନାମରେ କୋଟି ପୁଣ୍ୟ ଭକତଙ୍କ ପାଇଁ ଖୋଲା ରଖିଛି ସିଂହଦୁଆର ପୁରୀ ଠାକୁର ସିଏ ପୁରୀ ଠାକୁର ଜଗତରେ ଶ୍ରେଷ୍ଠ ତୋ ଶ୍ରୀ ମନ୍ଦିର *****-------*****-------****** ଦାରୁ ଯୋଉଠି ପାଲଟେ ଜୀବନ୍ତ ବ୍ରହ୍ମ ନାଆଁଟି ତାଆରି ପରା ଶ୍ରୀକ୍ଷେତ୍ର ଧାମ।। ଯା ନାମ ଧରିଦେଲେ ଝରେ ଅମୃତ କୋଟିଏରେ ଗୋଟେ ପରା ସିଏ ଜଗନ୍ନାଥ।। ## ଓଡ଼ିଶାର ଗର୍ବ ସିଏ ଓଡ଼ିଆଙ୍କ ପର୍ବ ସିଏ ସାରା ଜଗତକୁ ଚାହିଁ ବସିଛି ଆଖିରେ ତାର ପୁରୀ ଠାକୁର ସିଏ ପୁରୀ ଠାକୁର ଜଗତରେ ଶ୍ରେଷ୍ଠ ତୋ ଶ୍ରୀ ମନ୍ଦିର *****-------*****-------****** ତେତିଶି କୋଟି ଦେବତା ଯାହାରି ଆଜ୍ଞାରେ ସିଏ ଆମ ମହାବାହୁ ଅଛି ନୀଳାଚଳେ।। ତା ଦାଣ୍ଡ ଧୂଳି ପରା ଦେଵତା ସମାନ ସେଇ ଧୂଳି ବୋଳି ହେଲେ ପାପ ହୁଏ ପୁର୍ଣ୍ୟ।। ## ଡାକି ଦେଲେ ତାକୁ ଚାହିଁ ନେଇଯାଏ ସେ କୋଳେଇ ଜାତି ଭେଦ କିଛି ବାରେନା ପରା ଜଗା ଆମର ପୁରୀ ଠାକୁର ସିଏ ପୁରୀ ଠାକୁର ଜଗତରେ ଶ୍ରେଷ୍ଠ ତୋ ଶ୍ରୀ ମନ୍ଦିର *****-------*****-------****** 𝙿𝙻𝙴𝙰𝚂𝙴 𝙻𝙸𝙺𝙴 𝙲𝙾𝙼𝙴𝙽𝚃 𝚂𝙷𝙰𝚁𝙴 & 𝚂𝚄𝙱𝚂𝙲𝚁𝙸𝙱𝙴 𝚄𝚂 𝚃𝙷𝙰𝙽𝙺 𝚈𝙾𝚄... This Is The Original Content of Pradhan Music Any Re Upload Re-distribution (Audio or Video) Legal Action Will Be Taken Against Those Who Violate The Copyright Of This Content !