У нас вы можете посмотреть бесплатно World Skill Center, Bhubaneswar | ସିଙ୍ଗାପୁରରେ Internship l ବିଶ୍ୱସ୍ତରୀୟ ତାଲିମ ପାଠ୍ୟକ୍ରମ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
World Skill Center, Bhubaneswar | ବିଶ୍ୱ ଦକ୍ଷତା କେନ୍ଦ୍ର ଭୁବନେଶ୍ୱର Address World Skill Center Bhubaneswar Tower 2010, Block B, Sector A, Mancheswar Industrial Estate, Bhubaneswar, Odisha 751007 https://www.worldskillcenter.org/ ବିଶ୍ୱ ଦକ୍ଷତା କେନ୍ଦ୍ର ଭୁବନେଶ୍ୱର ଟାୱାର ୨୦୧୦, ବ୍ଲକ ବି, ସେକ୍ଟର ଏ, ମଞ୍ଚେଶ୍ୱର ଶିଳ୍ପ ଇଷ୍ଟେଟ୍, ଭୁବନେଶ୍ୱର, ଓଡ଼ିଶା ୭୫୧୦୦୭ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି, ଅତ୍ୟାଧୁନିକ ଲାବୋରେଟୋରି ଓ ବିଶ୍ୱସ୍ତରୀୟ ବିଭିନ୍ନ ଯନ୍ତ୍ରପାତି ଓ ତାଲିମ ଉପକରଣ ରହିଛି। ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ପରିଚିତ ସିଙ୍ଗାପୁରର ଆଇଟିଇଇଏସ୍ ସଂସ୍ଥାର ସହଯୋଗକ୍ରମେ ବିଶ୍ୱ ଦକ୍ଷତା କେନ୍ଦ୍ରର ପାଠ୍ୟକ୍ରମ ଓ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି। #WorldSkillCenter #SkillDevelopment #Bhubaneswar #odishajob #ଓଡିଶା #odisha #sarojakantanayak #odiavlog