У нас вы можете посмотреть бесплатно ମୃତ୍ୟୁ | | Mrutyu | | Death | или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ହରି ଓଁ , ସପ୍ରେମ୍ ପ୍ରଣାମ୍ | ଏହି ଆଧ୍ୟାତ୍ମିକ ଚର୍ଚା ମାଧ୍ୟମରେ ( online satsang ରେ) ଆମେ ବୁଝିବାକୁ ଚେଷ୍ଟା କରିବା — ମୃତ୍ୟୁର ସତ୍ୟ କ’ଣ? ସାଧାରଣତଃ ଆମେ ମୃତ୍ୟୁକୁ ଭୟ, ବିୟୋଗ ଓ ଅନ୍ଧକାର ଭାବରେ ଦେଖୁଥାଉ, କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିରୁ ମୃତ୍ୟୁ ହେଉଛି ପାଞ୍ଚଭୂତର ସ୍ଵଭାବିକ ପରିବର୍ତ୍ତନ, ପ୍ରକୃତିର ଏକ ଦିବ୍ୟ ଲୀଳା। ଯେହେତୁ ଶରୀର ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ—ଏହି ପାଞ୍ଚ ଭୂତରୁ ଗଠିତ, ତେଣୁ ଶରୀରର ଶେଷକୁ ଆମେ ‘ମୃତ୍ୟୁ’ ଭାବିଥାଉ , କିନ୍ତୁ ଏହା ମାତ୍ର ପଞ୍ଚଭୂତ ମାନଙ୍କ ପ୍ରାକୃତିକ ପରିବର୍ତନ | କିନ୍ତୁ ଆତ୍ମା? 🔸 ଆତ୍ମାର ଜନ୍ମେ ନାହିଁ 🔸 ଆତ୍ମାର ମୃତ୍ୟୁ ନାହିଁ 🔸 ଆତ୍ମା ଅଜର – ଅମର – ଅବିନାଶୀ ଏହି ଭିଡିଓ ମାଧ୍ୟମରେ ଆମେ ଶିଖିବୁ— ✨ ମୃତ୍ୟୁ କ’ଣ? ✨ ପାଞ୍ଚଭୂତ ସହ ଶରୀରର ସମ୍ପର୍କ ✨ ମୃତ୍ୟୁ ପରେ ଶରୀରର ଭୂତମାନଙ୍କର ବିଳୟ ✨ ଆତ୍ମାର ଅବିନାଶୀ ଦେବତ୍ୱ ✨ ଆଧ୍ୟାତ୍ମିକ ଭାବେ ମୃତ୍ୟୁକୁ କିପରି ବୁଝିଲେ ଭୟ ହଟିଯାଏ ଏହି ସତ୍ୟଗୁଡ଼ିକୁ ଜାଣିଲେ ମୃତ୍ୟୁ ଭୟର ବିଷୟ ନୁହେଁ, ମନୁଷ୍ୟ ଜୀବନର ଏକ ସାଧାରଣ ପରିବର୍ତ୍ତନ, ପ୍ରକୃତିର ନିୟମ | 📌 ଏହି ଆଧ୍ୟାତ୍ମିକ ବୁଝାପରା ଆପଣଙ୍କୁ ମନଶ୍ଚିନ୍ତାରୁ ମୁକ୍ତ କରିବ, ଜୀବନର ସତ୍ୟକୁ ଦେଖିବାର ଦୃଷ୍ଟି ଦେବ। 🕉️ ଆନ୍ତରିକ ଶାନ୍ତି ଓ ଧ୍ୟାନର ସତ୍ୟକୁ ଜାଣିବା ପାଇଁ ଭିଡିଓଟିକୁ ପୁରା ଦେଖନ୍ତୁ। (18 /11/2025) ସଂନ୍ଧ୍ୟା 07:00AM ରୁ 08:00PM ପର୍ଯ୍ୟନ୍ତ | Our Contact number :- 8917621507, 9439236119 @tatwamuhi #brahmagyan #odiasatsang #youtubelive #odiaspirituality #mritya #mrutyu #death #mrityugyan #deathknowledge #mrutyugyana other Media :- ▶ / meindrashta ▶ / twee ▶ [email protected] ▶ www.brahmatattva.in