У нас вы можете посмотреть бесплатно ମୋ ଯୀଶୁ ରାଜା || MO JISU RAJA || Singer. Susanta khosla & Nayami ||New Christian song |Prem Ballibado или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ମୋ ଯୀଶୁ ରାଜା || MO JISU RAJA || Singer. Susanta khosla & Nayami || New Christian song || Prem Ballibado ମୋ ଯୀଶୁ ରାଜା MO JISU RAJA Official full video Prem Ballibado New Odia christian song New Odia song New Odia christian song 2026 __SONG __ TITLE - ମୋ ଯୀଶୁ ରାଜା || MO JISU RAJA Singer _ SUSANTA KHOSLA & NAYAMI Lyrics & Music - SUSANTA KHOSLA Cinematography - PREM & EBENEZER DEOP AND EDIT - SUNDAYA SABAR PRODUCER - PREM BALLIBADO Dance - BAPI. AMBRITA. SANGEETA. AGRIPA. SRIYA.Manasmita. Slipa SPECIAL THANKS -PASTOR REV. LIVINGSTON GAMANGO & D. JANATHAN & H.JAGENDRA ------------SONG------------ ମୋ ଯୀଶୁ ରାଜା ଗୈରବରେ ଭରା ମହିମା ତାଙ୍କର ଚରଣ ଛୁଏଁ (୨) ପଶୁ ପକ୍ଷୀ ବୃକ୍ଷ ଲତା ସବୁ ଗାଆନ୍ତି ନାମ ତାଙ୍କର (୨) (ସବୁ ଗାନ୍ତି ନାମ ତାଙ୍କର)..୨ ମୋ ଯୀଶୁ ରାଜା ଗୈରବରେ ଭରା ମହିମା ତାଙ୍କର ଚରଣ ଛୁଏଁ ମୋ ଯୀଶୁ ରାଜା ଦୟାବାନ ମୋ ଯୀଶୁ ରାଜା କ୍ଷମା ବାନ ତାଙ୍କ କରୁଣାରେ ବାନ୍ଧିକି ରଖିଲେ ପୁତ୍ର ପରିଚୟ ମୋତେ ସେ ଦେଲେ ( ସୂରୁଜ ଚନ୍ଦର ତାଙ୍କ ଗୁଣ ଗାଆନ୍ତି ଯୀଶୁ ନାମର )..୨ ଏ ଜଗତ ଧରା ସବୁ ତାଙ୍କର ଏ ଦୁନିଆ ସାରା ସବୁ ତାଙ୍କର ମୋ ଯୀଶୁ ରାଜା ଗଉରବରେ ଭରା ମହିମା ତାଙ୍କର ଚରଣ ଛୁଏଁ ଦୁର୍ବଳ ଆତ୍ମାକୁ ସବଳ କରନ୍ତି ଧନ୍ୟ ସେ ନାମରେ ରୋଗୀ ସୁସ୍ଥ ହୁଅନ୍ତି ନିକଟରେ ଥିଲେ ଶୟତାନ ବଳ ଭାଙ୍ଗି ଦିଅନ୍ତି ଶକତି ତାର ( ଆପଦ ବିପଦ ତାଙ୍କୁ ଡରି ରୁହନ୍ତି ଡରି ରୁହନ୍ତି )୨ ଶୟତାନ ବଳ ଭାଙ୍ଗି ଯାଇଛି ମୋ ଯୀଶୁ ରାଜାଙ୍କ ବିଜୟ ହେଇଛି ମୋ ଯୀଶୁ ରାଜା ଗୈାରବେ ଭରା ମହିମା ତାଙ୍କର ଚରଣ ଛୁଏଁ LIKE COMMENT SHARE ANTI PIRACY WARNING This content is Copyright to Prem Ballibado Official Youtube Channel. Any Un-authorized Reproduction, Re-distribution or Re-upload of this video is strictly prohibited. Legal action Shall be taken against those who violate the Copyright of this following material presented.