У нас вы можете посмотреть бесплатно ସ୍ବାମୀଙ୍କୁ କହିଲି ଭାଇର ଲିଭର ଟ୍ରାନ୍ସପ୍ଲାଣ୍ଟ, ପାଇଁ ମୁଁ ଡୋନର ହେବି ! sister saves bother, donates liver ! или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ସ୍ବାମୀଙ୍କୁ କହିଲି ଭାଇର ଲିଭର ଟ୍ରାନ୍ସପ୍ଲାଣ୍ଟ, ପାଇଁ ମୁଁ ଡୋନର ହେବି ! ଆଜିର ସମାଜରେ ଯୋଉଠି ଭାଇ ଭଉଣୀ ର ସମ୍ପର୍କ ଜମି କାଗଜପତ୍ରରେ ସରିଯାଏ , ସେଠି ଏକ ସୁନ୍ଦର ସମ୍ପର୍କ ଦେଖିବାକୁ ମିଳିଛି l ରାକ୍ଷୀରେ ଭାଇ ପ୍ରତିଜ୍ଞା କରିଥାଏ ଭଉଣୀର ସବୁ ବିପଦରେ ତାକୁ ସୁରକ୍ଷା ଦେବା , କିନ୍ତୁ ଗତ ବର୍ଷ ରାକ୍ଷୀରେ ଜଣେ ଭାଇ କୁ ଜୀବନ ଦାନ ଦେଇଛି ତା ଭଉଣୀ | ଭାଇ ଲିଭର ସୋରୋସିସ ରେ ପୀଡିତ ଥିବା ବେଳେ ଭଉଣୀ ଲିଭର ଟ୍ରାନ୍ସପ୍ଲାଣ୍ଟ କରି ଭାଇ ର ଜୀବନ ବଂଚାଇଛନ୍ତି | ସମ୍ପୁର୍ଣ୍ଣ ଘଟଣା ବିଷୟରେ ଆଲୋଚନା କରିଛନ୍ତି sister saves bother, donates liver ! Manipal Hospital Bhubaneswar Sets New Benchmarks in Liver Transplantation #livertransplant #bhubaneswarnews #manipalhospital Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha