У нас вы можете посмотреть бесплатно କାଠିରେ ବିଜେ କରିଛନ୍ତି ମା ଖିଲାମୁଣ୍ଡା।Maa Khilamunda In Ranpur. или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ମା' ଖିଲାମୁଣ୍ଡା ବୁଢା ରୂପରେ ରାଜଦରବାର କୁ ଆଗମନ।କିମ୍ୱଦନ୍ତୀ ଅନୁସାରେ ପୁରୀ ଗଜପତିଙ୍କ ଠାରୁ ରଣପୁର ରାଜା ପରାସ୍ତ ହେବାପରେ ଘଞ୍ଚ ଜଙ୍ଗଲ ଅଧୁସିତ ମାଲ ଅଞ୍ଚଳରେ ଯାଇ ମାଙ୍କ ଚାରଣାଶ୍ରିତ ହେଲେ, ଏବଂ ମାଙ୍କ ସହଯୋଗ ରେ ଗଜପତିଙ୍କ ସହ ଯୁଦ୍ଧ କରି ପୁନର୍ବାର ରାଜ୍ୟ ଫେରିପାଇଲେ। ସେହି ଦିନଠାରୁ ପ୍ରତ୍ୟକ ବର୍ଷ ଷୋଳପୂଜା ସମୟରେ ଷୋଳପୂଜା ପାଇଁ ମା ନିଜ ଆସ୍ଥାନ ରୁ କାଠି ଦ୍ୱାରା ରାଜଦରବାର ଆଗମନ କରିଥାନ୍ତି। ଦର୍ଶକବନ୍ଧୁ, ଯଦି ଆମର ଏହି ଛୋଟ ପ୍ରୟାସଟି ଆପଣଙ୍କର ହୃଦୟର ଗଭିରତ୍ତମ ସ୍ଥାନକୁ ସ୍ପର୍ଶ କରିପାରିଛି ତାହାଲେ ଆପଣ ଆମର ଏହି ଭିଡିଓ ଟି କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ମତାମତ ବାକ୍ସରେ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ।ଆଉ ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ। ||ଧନ୍ୟବାଦ|| •••••••••••••••••••••••••••••••••••••••••••••••••••••••••••••••••••••••••••••••••••••• କ୍ୟାମେରା- ବିଷ୍ଣୁ ପ୍ରସାଦ ମିଶ୍ର ଏଡିଟିଙ୍ଗ- ରୋହନ ମହାପାତ୍ର ସହଯୋଗ- ବୀର କଳିଙ୍ଗ ଟିମ୍ ର ସମସ୍ତ ସଦସ୍ୟ...... ଆମକୁ ଯୋଗାଯୋଗ କରନ୍ତୁ- ୮୯୮୪୦୧୨୬୦୮ ଆମ ଓ୍ବେବସାଇଟ: https://virkalinga.in/ ଆମେ ଟେଲିଗ୍ରାମରେ ମଧ୍ୟ ଉପଲବ୍ଧ ଅଛୁ- https://t.me/Vir_Kaling 👈 କ୍ଲିକ୍ କରନ୍ତୁ। ଆମକୁ ଇନଷ୍ଟାଗ୍ରାମ ରେ ଫଲୋ କରି,ଆମ ସହ ସିଧାସଳଖ କଥାବାର୍ତ୍ତା ହୁଅନ୍ତୁ- https://instagram.com/virkalinga?igsh... 👈 କ୍ଲିକ୍ କରନ୍ତୁ। ଆମ ଫେସବୁକ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡିହୋଇ ରୁହନ୍ତୁ- / virkalinga 👈 କ୍ଲିକ୍ କରନ୍ତୁ। ଆମେ ଟୁଇଟରରେ ମଧ୍ୟ ଉପଲବ୍ଧ ଅଛୁ, ଆପଣ ଆମକୁ ଟୁଇଟରରେ ଫଲୋ କରି ଆମ ସହ ଯୋଗାଯୋଗରେ ରହିପାରିବେ- https://twitter.com/KalingaVir?s=09 👈 କ୍ଲିକ୍ କରନ୍ତୁ। ଆମକୁ ମେଲ୍ କରନ୍ତୁ- virkalinga@gmail.com ଓଡିଶାର ଐତିହ୍ୟ, ପରମ୍ପରା, ଇତିହାସ, ସଂସ୍କୃତି,ଲୋକକଳା ଏବଂ ଲୋକନୃତ୍ୟ ବିଷୟରେ ଜାଣିବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଓ ଆମ ସହ ଯୋଡିହୋଇ ରୁହନ୍ତୁ। ସୌଜନ୍ୟ- ବୀର କଳିଙ୍ଗ ••••••••••••••••••••••••••••••••••••••••••••••••••••••••••••••••••••••••••••••••••••• #Khilamunda #Ranpur #Virkalinga #Tradition #Culture #MaaKhilamunda #Nayagarh #ଖିଲାମୁଣ୍ଡା #ରଣପୁର #କାଠିଯାତ୍ରା