У нас вы можете посмотреть бесплатно Rourkela News: ବଜାରେ ଛି ନାଇଁ ହେବାର୍ ତୁନ୍ ଶାଗ୍... କେଜେ ଜାଗାନେ ଅଧାକେଜି ଘିନୁଛନ୍ ଲୋକ୍... или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
କନ୍ଦଉଛେ ପରିବା ଦାମ୍ । ହଏରାନ୍ ହେଉଛନ୍ ଖାଉଟି । ରାଉରକେଲା ଛେଣ୍ଡ ମାର୍କେଟ, ଭିଏସଏସ ନଗର, ବାସନ୍ତୀ କଲୋନୀ, ଟ୍ରାଫିକ୍ ଗେଟ୍, ଝାଡ଼ଖଣ୍ଡ ମାର୍କେଟ, ଝିରପାଣି ମାର୍କେଟନେ ପରିବା ଦାମ୍ ଆକାଶ ଛୁଆଁ । ପୁଟଲ କିଲୋ ୬୦ ଟଙ୍କା, ବାଇଗଣ ୪୦ ଟଙ୍କା, ଭେଣ୍ଡି ୪୦, ପାତଲଘଣ୍ଟା ୫୦ନୁ ୬୦ ଟଙ୍କା, ଉଇଲ କିଲୋ ୪୦ ଟଙ୍କା ଉପରେ ଥିବାର ବେଲକେ ଆଲୁ ୩୦ ଟଙ୍କା ପାର କରି ସାରଲାନ । ଖାଲି ରାଉରକେଲା ନାଇଁ ସେ ପୁରା ରାଏଜନେ ଏବେ ପରିବା ଦାମ୍ ବଢୁଛେ । ପରିବା ଘିନ୍ଲା ବେଲକେ କିଲୋ ଦୁଇ କିଲୋ ଜାଗାନେ ଅଢେଇଶ ଆର ଅଧା କିଲୋ ଘରକେ ନେଇକିନା ଯାଉଛନ୍ ଲୁକେ । For more such updates, please Like, Comment, and Share our videos and Subscribe to our YouTube channel. Contacts:- Mail- pahara24x7@gmail.com Facebook- / paharaa24x7 YouTube- / paharaa24x7 Instagram- / paharaa24x7 Twitter- / paharaa24x7 WhatsApp- 7205661076 Website- https://www.paharaa.com/ Thanks & Regards www.Paharaa.com #Rourkela #Odisha #News #SambalpuriNews #Odisha #Paharaa