У нас вы можете посмотреть бесплатно ୪ ଜଣଙ୍କ ଲଟେରୀ କରିବ, ୩୯୬ ଲୋକ ଯିବେ କୁଆଡେ ? BMC protest for Nilamadhab Niwas house flat distribution. или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
୪ ଜଣଙ୍କ ଲଟେରୀ କରିବ, ୩୯୬ ଲୋକ ଯିବେ କୁଆଡେ ? ବିଏମସି ଅଫିସ ଘେରାଉ କଲେ ଶହ ଶହ ବସ୍ତି ବାସିନ୍ଦା। ଭୁବନେଶ୍ବର ଚନ୍ଦ୍ରଶେଖରପୁର ନୀଳମାଧବ ବସ୍ତି ବାସିନ୍ଦା ବିଏମସି ଅଫିସ ଘେରାଉ କରିଛନ୍ତି। BMC ଘର ଯୋଗାଇ ଦେଉନଥିବାରୁ ବାରମ୍ବାର ଅଭିଯୋଗ ପରେ ଘର ନ ଦେବାରୁ ଆଜି ବିଏମ୍ସି ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି । ଅଫିସ୍ ଭିତରୁ କାହାକୁ ଛାଡୁ ନାହାନ୍ତି। ବାରମ୍ବାର BMC କୁ ଜଣେଇ ଥିଲେ ସର୍ଭେ ସାରିଥିଲେ ବି ୪ ଶହ ଲୋକରୁ ୪ ଜଣଙ୍କୁ ଘର ମିଳି ଥିବାରୁ ଘେରାଉ କରିଛନ୍ତି । କେବେ ଘର ମିଳିବ ଲିଖିତ ପ୍ରତିଶ୍ରୁତି ନ ଦେଲେ ଗେଟ୍ ସାମ୍ନାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। BMC protest for Nilamadhab Niwas house flat distribution. Nilamadhab Niwas affordable housing project in Chandrasekharpur by BDA & BMC. #Bhubaneswar #BMC #NilamadhabNiwas #OdishaNews #SlumRehabilitation #UrbanHousing #PublicProtest #SmartCityBhubaneswar Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha