У нас вы можете посмотреть бесплатно A Phula Kaha Thare || Sarrika Singh Live in Concert,Rabindra Mandap || Odia Movie "Pooja Phula" 1985 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Click the 'bell' icon and Subscribe our channel ! A Phula Kaha Thare || Sarrika Singh Live in Concert at Rabindra Mandap|| Odia Movie "Pooja Phula" 1985 #କମଳଦେଶ_ରାଜକୁମାର 80th Birth Day Celebration of Music Legend Sj Prafulla Kar. Stage performance by Bollywood Playback Singer #Sarrika_Singh (Mumbai) Presenting "E Phula Kaha Thare" at Rabindra Mandap, Bhubaneswar. Odisha. Org by- Prafulla Kar Foundation. Dtd : 15th February 2019 #ଗୀତରେ_ଗୀତରେ_ସଂଗୀତ_ସମ୍ରାଟଙ୍କୁ_ଜନ୍ମଦିନ_ଶୁଭେଚ୍ଛା ବୟସ ଏଇ କିଛି ସମୟ ହେଲା ୮୦ ଛୁଇଁଛି ହେଲେ ବଦଳିନି ସେଇ ଯୁବସୁଲଭ ସ୍ୱଭାବ । କମଳା ରଙ୍ଗର ପଞ୍ଜାବୀଟେ ପିନ୍ଧି ମଞ୍ଚରେ ଯେତେବେଳେ ସେ ବାଦ୍ୟଶିଳ୍ପୀଙ୍କୁ ମାର୍ଗଦର୍ଶନ କରୁଥିଲେ ତାଙ୍କ ଭିତରେ ସେଇ ଯୁବ ସଂଗୀତଜ୍ଞକୁ ଅନୁଭବ କରିବାର ଅବକାଶ ପାଇଥିଲେ ଦର୍ଶକ । ପ୍ରଖ୍ୟାତ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ଜନ୍ମ ଦିବସ ପାଳନ ହେଉଥିବା ବେଳେ ସଂଗୀତ ରାଇଜର ସୂବର୍ଣ୍ଣ ଯୁଗକୁ କିଛି କ୍ଷଣ ଫେରିଯିବାର ଅବସର ଜୁଟିଥିଲା । ପ୍ରଫୁଲ୍ଲ କର ଫାଉଣ୍ଡେସନ୍ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଗତ ତା୧୬ରିଖରେ ଆୟୋଜିତ ସଂଗୀତ ସଂନ୍ଧ୍ୟାରେ ଗୀତରେ ଗୀତରେ କମଳଦେଶ ରାଜକୁମାରଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଭେଟି ଦେଇଥିଲେ କଣ୍ଠଶିଳ୍ପୀମାନେ । ସମସ୍ତଙ୍କ କଣ୍ଠରେ ଭାସି ଆସୁଥିଲା ଓଡିଆ ସଂଗୀତ ଜଗତର କାଳଜୟୀ ଗୀତ । ସେହି ଗୀତଗୁଡିକର ସ୍ରଷ୍ଟା ଥିଲେ ପ୍ରଫୁଲ୍ଲ କର । ଉପସ୍ଥିତ ଖ୍ନୋତାଙ୍କ କରତାଳିରେ ଫାଟିପଡୁଥିଲା ରବୀନ୍ଦ୍ରମଣ୍ଡପ । ୮୦ବର୍ଷରେ ପଦାର୍ପଣ କରିଥିବାରୁ ଏହାକୁ ପ୍ରଫୁଲ୍ଲ କରଙ୍କ "କୋହିନୂର ଜୟନ୍ତୀ' ନାମରେ ନାମିତ କରିଥିଲେ ବିଶିଷ୍ଟ ସାହିତ୍ୟିକ ତଥା ପ୍ରଫୁଲ୍ଲ କର ଫାଉଣ୍ଡେସନର ଅଧ୍ୟକ୍ଷ ଦାଶ ବେନହୁର । ସେଇ ସଂଗୀତ ସମ୍ରାଟଙ୍କ ଜନ୍ମ ଦିବସ ଅବସରରେ ଦୁଇ ଦିନ ବ୍ୟାପି ଆରମ୍ଭ ହୋଇଥିବା "କମଳଦେଶ ରାଜକୁମାର' ସଂଗୀତ ଆସରର ଶେଷ ସଂନ୍ଧ୍ୟାରେ ଦୁଃଖିଶ୍ୟାମ ତ୍ରିପାଠୀ, ମହାପ୍ରସାଦ କର, କୁମାର ବିଷ୍ଣୁ, ଅନ୍ତରା ଚକ୍ରବର୍ତ୍ତୀ, ନାଜିଆ ଆଲାମ, ଶର୍ମିଳା ସିଂ, ସଞ୍ଜୟ ମିଶ୍ର ଓ ଗିରିଜା ଶଙ୍କର ଦାଶ ପ୍ରଫୁଲ୍ଲ କରଙ୍କ ସଂଗୀତ ନିର୍ଦ୍ଦେଶନାରେ ବିଭିନ୍ନ ସମୟରେ ପ୍ରସ୍ତୁତ ହୋଇଥିବା ଲୋକପ୍ରିୟ ଗୀତଗୁଡିକୁ ପରିବେଷଣ କରିଥିଲେ । ଏହି ଅବସରରେ ଲୋ ଚାନ୍ଦମୁହିଁ, ଏ ଫୁଲ କହ ଥରେ, ଏମିତି ବି ନଦୀ ଅଛି, ନେଇଯାରେ ମେଘ ମତେ, ରୂପ ହୋଇଥିବ ଲାବଣ୍ୟବତୀ, ନାନା ମୋତେ ପ୍ରେମ କରନା ଭଳି ଗୀତ ଶୁଣିବାକୁ ମିଳିଥିଲା । ପ୍ରଫେସର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । Song Credits: #Song - A Phula Kaha Thare #Artist - Anuradha Poudwal #Film - Pooja Phula 1985 #Director - J.H Sattar #Screenplay - J.H Sattar #Dialogue - J.H Sattar #Writers - Bijaya Mishra #Cast - #Lyricist - Prafulla Kar #Music Director - Prafulla Kar #Original Link - #Label - Gopinatha Picturers Event Record by Team Canvas Odisha ! For always being informed, and entertained find us here: Visit our News website http://www.canvasodisha.com Follow us on Facebook / canvasodishabhubaneswar SUBSCRIBE to Canvas Odisha Channel / @canvasodisha Follow us on Twitter / odishacanvas Follow us on Google Plus https://plus.google.com/u/0/ Follow us on Instagram / canvasodisha #POPULAR #VIDEO Re Atman Nidra Parihari • ରେଆତ୍ମନ ନିଦ୍ରା ପରିହରି || Pranab Pattnaik L... Mahaprasad Kar Live • ଭାବ ଆଉ ଆବେଗଭରା ଗୀତ ମଲାପରେ ମୁହିଁ କେମିତି ଏ ମ... Nazia Alam Live • Nazia Alam Live || Emitibi Nadi Achi Jie K... Tume Deba mu Pujarini • ତୁମେ ଦେଵ ମୁଁ ପୁଜାରୁଣି || TUME DEBA MU PUJA... Kahin Gale Shyama Ghana • 2022 New Song କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ... Lo chanda muhin • Lo chanda muhin by Dukhishyama Tripathy Rupa Hoithiba Labanyabati • Rupa Hoithiba Labanyabati by Girija Shanka... Antara Chakraborty Live • Antara Chakraborty Live || Chhada Chitta C... A Rati A Janha • Kumar Bishnu Live || A Rati A Janha || Odi... Kala Tirtha Anusthana cuttack • Kala Tirtha Anusthana || cuttack || Dhana ... Canvas Odisha is Odisha’s Leading 24x7 news and current affairs WEB channel from Bhubaneswar. Please visit our website http://www.canvasodisha.com/ for latest oppinions and details news coverage, State News, Breaking News, Twin City (Cuttack & Bhubaneswar), Political News, National & International News, Crime News, Cyclone & Most Popular Of Sanita Swara (Power Of Peoples Voice ) & ETC, Picture, Entertainment, Sports, Cricket and Lifestyles.