У нас вы можете посмотреть бесплатно PODCAST WITH BOBBY MISHRA। କିଛି ନୂଆ, ଅନେକ ଅକୁହା ଅଭିନେତା ବବି ମିଶ୍ରଙ୍କ। ODIA ALBUM। DIVORCE। или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#ବାବା_ହେଲେ_ବବି OTV PODCAST ୫୦ତମ ଏପିଶୋଡରେ ପହଞ୍ଚିଛି। ଏଇ ଛୋଟିଆ ଯାତ୍ରାରେ ଯୋଡ଼ି ହୋଇଛନ୍ତି କୋଟି କୋଟି ଦର୍ଶକ। ସିନେମା ଷ୍ଟାରଙ୍କଠୁ ସୈନିକ, ଆଧ୍ୟାତ୍ମିକ ଗୁରୁଙ୍କଠୁ ଆରମ୍ଭ କରି ସୋସିଆଲ୍ ମିଡିଆ ସେନସେସନ। ବିବାଦୀୟ ରାଜନେତା ତ ପୁଣି କେବେ ଉଦୟମାନ ବିଧାୟକ, କେବେ ଡାକ୍ତର ତ ପୁଣି କେବେ ବୈଜ୍ଞାନିକ ଏମିତି ଅନେକ ଏଇ ଯାତ୍ରାର ଅତିଥି ବନିଛନ୍ତି। ଖାଲି ଜଣାଶୁଣା ଚେହେରା ନୁହେଁ OTV PODCAST ଦେଇଛି ମାଟି ସହ ଜଡ଼ିତ ଥିବା କିଛି ସଂଘର୍ଷମୟ କାହାଣୀର ପଥିକଙ୍କୁ...ଆଶା କରୁଛୁ କି ଏଇ ଯାତ୍ରାକୁ ଏମିତି ଆପଣଙ୍କ ଭଲ ପାଇବା ଆମ ପ୍ରୋତ୍ସାହନର ଖୋରାକ ବନୁ। ଅଭିନେତା ବବି ମିଶ୍ର ଓଡ଼ିଆ ଆଲବମ୍ ଓ ସିନେମା ଜଗତର ବେଶ୍ ଜଣାଶୁଣା ନାଁ। ୯୦ ଓ ୨୦୦୦ ମସିହାରେ ଓଡ଼ିଆ ଆଲବମ୍ ଇଣ୍ଡଷ୍ଟ୍ରିର ସବୁଠୁ ବଡ଼ ଚେହେରା ଥିଲେ ବବି। ତାଙ୍କ ଅଭିନିତ ଆଲବମ୍ ଏବେ ବି ଘରେ ଘରେ ପରିଚିତ। ନିଜର ନିଆରା ‘ନିଶ ଦାଢ଼ି’ ଷ୍ଟାଇଲ୍, ଧଳା ସାର୍ଟ ଡିଜାଇନ୍ ତାଙ୍କୁ ଅନ୍ୟଠୁ ଭିନ୍ନ କରିଥିଲା। ପରେ ପ୍ରେମ ରୋଗୀ ଭଳି ସିନେମାରେ ବବିଙ୍କ ଷ୍ଟାଇଲିଶ୍ ଭିଲିଏନ୍ ଅବତାର ଅନେକଙ୍କ ହାର୍ଟ ବିଟ୍ ଫାଷ୍ଟ କରିଥିଲା। ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବି ସେ ବେଶ୍ ବିବାଦୀୟ। କେତେବେଳେ ଗଣ୍ଡଗୋଳ ପାଇଁ ଥାନାକୁ ଡକରା ହେବା ବା କାହାକୁ ମାଡ଼ ମାରିବା ଭଳି ଏକାଧିକ ଅଭିଯୋଗ ତାଙ୍କ ସହ ଯୋଡ଼ି ହୋଇଛି। ପରେ ସ୍ତ୍ରୀ କୋଏଲ ବାନାର୍ଜୀଙ୍କ ସହ ବିବାହ ବିଚ୍ଛେଦ ତାଙ୍କୁ ନୂଆ ବିବାଦ ସହ ଯୋଡ଼ିଥିଲା। ଏବେ ବବି ବଦଳି ଯାଇଛନ୍ତି, ବିବାଦ ନୁହେଁ ଏବେ ‘ବାବା’ ବୋଲି ନୂଆ ପରିଚୟ ଯୋଡ଼ି ହୋଇଛି। ଆଜିର ଏହି OTV PODCASTରେ ବବି ମିଶ୍ରଙ୍କ ଜୀବନ ସହ ଜଡ଼ିତ ଅନେକ ଅକୁହା ଓ କିଛି ନୂଆ ଘଟଣାକୁ ନେଇ...ପୂର୍ବ ଏପିଶୋଡ ଭଳି ଏଥର ବି ଆପଣଙ୍କ ଭଲ ପାଇବା ମିଳିବ ବୋଲି ଆଶା। #OTVPODCAST #BobbyMishra #OdiaAlbum #OdiaFilm #OdiaActor #Ollywood #Otv #Koel #Baba OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook: / otvkhabar OTV English Facebook : / otvnews Telegram @otvtelegram @otvkhabar Twitter: / otvnews Instagram: / otvnews #OdishaTV #OTV