У нас вы можете посмотреть бесплатно ମହାପ୍ରଭୁ ପ୍ରତିଦିନ କାହିଁକି ଚନ୍ଦନ ଲାଗି ହୁଅନ୍ତି? ଜାଣନ୍ତୁ ଏହାର ଗୁପ୍ତ ରହସ୍ୟ | Jay Jagannath TV или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ "ମାନବୀୟ ଲୀଳା" ର ପ୍ରତୀକ କୁହାଯାଏ। ଜଣେ ସାଧାରଣ ମଣିଷ ପରି ମହାପ୍ରଭୁ ମଧ୍ୟ ସ୍ନାନ, ଭୋଜନ ଓ ବିଶ୍ରାମ କରନ୍ତି। ଆଜିର ଏହି ଭିଡିଓରେ ଆମେ ଜାଣିବା ପ୍ରଭୁଙ୍କ ଚନ୍ଦନ ଲାଗି ନୀତିର ଗୁରୁତ୍ୱ: ଶୀତଳତା ପ୍ରଦାନ: ମହାପ୍ରଭୁ ହେଉଛନ୍ତି ଅନନ୍ତ ଶକ୍ତିର ଆଧାର। ତାଙ୍କ ଶରୀରକୁ ଶୀତଳ ରଖିବା ପାଇଁ ପ୍ରତିଦିନ ସନ୍ଧ୍ୟା ଧୂପ ପରେ କର୍ପୂର, କସ୍ତୁରୀ ଓ କେଶର ମିଶ୍ରିତ ସୁବାସିତ ଚନ୍ଦନ ଲାଗି କରାଯାଇଥାଏ। ଆଧ୍ୟାତ୍ମିକ କାରଣ: ଚନ୍ଦନ ହେଉଛି ଭକ୍ତି ଓ ଶାନ୍ତିର ପ୍ରତୀକ। ପ୍ରଭୁଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବା ଦ୍ୱାରା ଜଗତର ସମସ୍ତ ସନ୍ତାପ ଦୂର ହୁଏ ବୋଲି ବିଶ୍ୱାସ ରହିଛି। ବୈଶାଖ ମାସର ବିଶେଷତ୍ୱ: ବିଶେଷ କରି ଚନ୍ଦନ ଯାତ୍ରା ସମୟରେ ୪୨ ଦିନ ଧରି ପ୍ରଭୁଙ୍କର ସର୍ବାଙ୍ଗ ଚନ୍ଦନ ଲାଗି ହୋଇଥାଏ, ଯାହା ଶରୀରକୁ ତାପରୁ ରକ୍ଷା କରେ। ଏହି ଭକ୍ତିଭରା ତଥ୍ୟଟି ଯଦି ଆପଣଙ୍କୁ ଭଲ ଲାଗିଲା, ତେବେ ଭିଡିଓଟିକୁ Like ଓ Share କରନ୍ତୁ। "ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ଲୀଳା ଓ ଦିବ୍ୟ ନୀତିମାନ : 🔹ଦ୍ୱାରଫିଟା ନୀତି 🔹 ପତିତପାବନ ମଙ୍ଗଳ ଆଳତୀ 🔹 ପତାକା ଲାଗି ଦର୍ଶନ 🔹 ସନ୍ଧ୍ୟା ଆଳତୀ 🔹 ଶ୍ରୀମନ୍ଦିର ପହୁଡ଼ ନୀତି 🔹 ବର୍ଷ ତମାମ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ । ଘରେ ବସି ପାଆନ୍ତୁ — ପୁରୀ ଶ୍ରୀମନ୍ଦିରର ପବିତ୍ର ପରିବେଶ 🙏 📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ | ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ! 📡 Watch “JAY JAGANNATH TV” on DTH: ================================== Tataplay – Channel 1799 Dish TV – Channel 1397 Airtel Digital – Channel 615 Videocon D2H – Channel 1397 Sun Direct – Channel 490 ===================================== Also available on all cable networks across Odisha. 📞 Contact : 6372804618 if could not watch our channel 🌐 Follow us on social media for daily LIVE updates and darshan : ========================================= Facebook: / jayjagannathtv Instagram: / jayjagannathtv YouTube: / @jayjagannathtvofficial Twitter: https://x.com/JayjagannathtvX ========================================= #JayJagannathTV #NamitaAgrawal #SidharthTV #SitaramAgrawal #JagannathLive #LiveFromPuri #shreemandir #srimandir #shreemandira #JagannathRathJatra #JagannathRathYatra #PuriRathYatra #jayjagannathswami #dwarafitaniti #mangalaalati #dhupaalati #patakalagidarshan #sandhyaalati #bhaktankaanubhuti #jagannathlivedarshan #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम