У нас вы можете посмотреть бесплатно PARAB KHETILA KORAPUTA DANDE || PARAB- 2022 || Akshay Semorlia || Sital Kabi || New Koraputia Song или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
BIBHUTI SWAIN GALATAINMENT Presents "PARAB KHETILA KORAPUTA DANDE" in the voice of || Akshay Semorlia || Sital Kabi || (OLLYWOOD STAR) Lyrics & Music by Akshay Kumar Semorlia . Hit 'LIKE' if you love the song. Get ready for #Parabkhetilakoraputadande to pinch your heart and stir your emotions. Koraput culture is highly embrassed by hole world.Their culture & tradition is so powerful.koraput coffe also so famous...let listen this song .& enjoy koraput the heaven of odisha.Wish u all happy PARAB. -------------------------------------------------------------------------------------------------------------- Connect with BIBHUTI SWAIN GALATAINMENT You Tube channel Video link • PARAB KHETILA KORAPUTA DANDE || PARAB- 202... -------------------------------------------------------- Song Credits: Song :- PARAB KHETLA KORAPUTA DANDE Music & Lyrics - Akshay kumar Semorlia -8763293989 Singer - Sital Kabi & Akshay kumar Semorlia Programming by - Mitu & Papuli Key Board - Mitu Music Arrangement - Akshay kumar Semorlia Mixing & Mastering by - Sundar. Music Studio - Pratibha Studio Camera - Mitu Editing - Khadim hussen. ----------------------------------------- Special Thanks to Trinath Patika ,(Principal- RKA College), Narayan bisoi , Panchanan Mishra & Ramnath khandanga Technical Assist by - Dusmanta Mohapatra ------------------------------------------------------------------------------------ #Koraputiaparabsong #koraputianewsongs କୋରାପୁଟିଆ ପରବ ୨୦୨୨ 🌹🌹🌹🌹🌹🌹🌹 Naration *ବାର ମାସେ ତେର ପରବ ଆମର ଚାରିବାଟେ ଝୋଲା ମଝିରେ ଡ଼ଙ୍ଗର ଖମନ ଉପରେ ଘର.. ଓଡ଼ିଶା ରାଇଜେ ସରଗପୁର କାଏ କୋରାପୁଟ ଜିଲ୍ଲା ମୋର.. *କୋଟପାଡ଼ି ଠାନୁ କୋଟିଆ ଯାକ ଆମେ ହେଲୁସବୁ ଦେସିଆ ଲୋକ ଆମର ଡୁଡୁମା ଝର.. ଦେଓମାଳି ଆରି ଗୁପତେଶ୍ବର କାଏ ସିଂହାସନ ନନ୍ଦପୁର.... ୦.ପରବ ଖେଟିଲା କୋରାପୁଟ ଡାଣ୍ତେ ଆସା କାଇ ଧାଙ୍ଗଡ଼ି ମାନ୍ଦା ଆଲେ ଆସା କାଇ ଧାଙ୍ଗଡ଼ି ମାନ୍ଦା ଚମକାଇ ଦେଉ ଢେମସା ନାଚିକାଇ ଖସାଇଫୁଲସରା ପିନ୍ଧା ଆରି ଗଡ଼େ ଝାପିସରା ବାନ୍ଧା ------------------------ ପରବ ଖେଟିଲା କୋରାପୁଟ ଡାଣ୍ତେ ଆସା କାଇ ଧାଙ୍ଗଡ଼ା ମାନ୍ଦା ଆଲେ ଆସା କାଇ ଧାଙ୍ଗଡ଼ା ମାନ୍ଦା ଚମକାଇ ଦେଉ ଢେମସା ନାଚିଗାଇ ମୁଣ୍ତେ ପାଗଡି ବାନ୍ଧା ଆରି ପାଦକେ ପଇରୀ ପିନ୍ଧା ........................... କୁଟୁନି ପଦର ବଡେ ସୁନ୍ଦର ଶିବଲିଙ୍ଗ ମାଲ ମାଲ ପୁଞ୍ଜିସିଲର ଝରନା ଦେକିଲେ ଲାଗିସି ବଡ଼େ ଡଉଲ କାନ୍ଧୁଲ ଭଜାକେ ଗୁରୁଡି ଶାଗ କାଣ୍ତିଆ ଚାଉଲ ମାଣ୍ତିଆ ପେଜ କରଡି଼ ଆମଟ ରାନ୍ଦା..... ------------------------- ପରବ ହେଲାନି କୋରାପୁଟ ଡାଣ୍ତେ ଆସାବେ ଧାଙ୍ଗଡ଼ିମାନ୍ଧା ପରବ ହେଲାନି କୋରାପୁଟ ଡାଣ୍ତେ ଆସାବେ ଧାଙ୍ଗଡ଼ାମାନ୍ଧା --------------------- ସାଇଲରେ ଲରେ ଲପା ସାଇଲରେ ଲପା ସାଇଲରେ ଲରେ ଲପା ଲରେ ଲରେ ଲପା ୧.ରିଞ୍ଜୀଡି ଢ଼େମସା,ଗୀତ କୁଡ଼ିଆ ମଇରି ଟାମକ ବାଜା ଦେଶିଆ ନାଟର ରାଜାରାନୀ ଦେଖି ଲାଗସି କେଡେକ ମଜା -------------------- #ମାଣ୍ତିଆ ଡଙ୍ଗର ଅଲସୀଫୁଲ ମାଳିଗୁଡ଼ାର ଟେଣ୍ତେଲ ଉପର କୋଲାବ ଜଲ ଭଣ୍ତାର ଦିଶେକେଡେ ଝଲମଲ ------------------- *ତଟି ଚିପାମାଲି କାନର ଫୁଲୀ ଜୁଡା ବେନିକେ ମଲିନିଆଲୀ ବେଗି ବେଗି ଆଲେ ପିନ୍ଧା.... ---------------------- ପରବ ହେଲାନି କୋରାପୁଟ ଡାଣ୍ତେ ଆସାବେ ଧାଙ୍ଗଡ଼ିମାନ୍ଧା ପରବ ହେଲାନି କୋରାପୁଟ ଡାଣ୍ତେ ଆସାବେ ଧାଙ୍ଗଡ଼ାମାନ୍ଧା -------------------- ସାଇଲରେ ଲରେ ଲପା ସାଇଲରେ ଲପା ସାଇଲରେ ଲରେ ଲପା ଲରେ ଲରେ ଲପା ------------------- ୨.ଖେଲକୁଦ ଆରି ଲାଗସି ମେଲା ଖାଦିପିଦି ଖଜାଭୂଜା ଦଶମନ୍ତପୁର ଗୀତ କୁଡ଼ିଆର ଗୀତ ସୁନି ନିଆ ମଜା ------------------ #ଆମ ବେଶବୁସା ମାଟି କୁଡ଼ିଆ ଛାତଡି ତରଲା ପିନ୍ଧି ଶାବର ଶ୍ରିକ୍ଷେତ୍ର କେଡେ ପବିତ୍ର ଦେଲାନି ଆମକେ ବୁଦ୍ଧି --------------------- *ଜନମ ମାଟିକେ ଶହେ ଜୁହାର ତାର ଶେବା ଲାଗି ଆମେ ତିଆର କରନାଇଁ କେବେ ନିନ୍ଦା -------------------- ପରବ ହେଲାନି କୋରାପୁଟ ଡାଣ୍ତେ ଆସାବେ ଧାଙ୍ଗଡ଼ିମାନ୍ଧା ପରବ ହେଲାନି କୋରାପୁଟ ଡାଣ୍ତେ ଆସାବେ ଧାଙ୍ଗଡ଼ାମାନ୍ଧା ------------------- ସାଇଲରେ ଲରେ ଲପା ସାଇଲରେ ଲପା ସାଇଲରେ ଲରେ ଲପା ଲରେ ଲରେ ଲପା ଗୀତ ରଚନା-ଅକ୍ଷୟ କୁମାର ସେମର୍ଲିଆ କଣ୍ଠ-ଅକ୍ଷୟ କୁମାର ସେମର୍ଲିଆ ଏବଂ ଶୀତଲ୍ କବି ସଙ୍ଗୀତ-ଅକ୍ଷୟ କୁମାର ସେମର୍ଲିଆ