У нас вы можете посмотреть бесплатно PAUJ-EP10 | ଆଜି କାହିଁକି ଅଲୋଡ଼ା ବାପା-ମା' | Odisha High Court ର ଐତିହାସିକ ରାୟ | или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
PAUJ-EP10 | ଆଜି କାହିଁକି ଅଲୋଡ଼ା ବାପା-ମା' | Odisha High Court ର ଐତିହାସିକ ରାୟ | ‘ପୁତ୍’ ନାମକ ନର୍କରୁ ଯେ ଉଦ୍ଧାର କରେ ସେ ପୁତ୍ର — କିନ୍ତୁ ସମୟ ବଦଳିଗଲା କି? ଆଜିର ଆଧୁନିକ ସମାଜରେ ବୃଦ୍ଧ ବାପା-ମା’ କ’ଣ ପୁଅ-ବୋହୂଙ୍କ ପାଇଁ ବୋଝ ହୋଇଯାଇଛନ୍ତି? କାହିଁକି ବଢୁଛି ବୃଦ୍ଧାଶ୍ରମର ସଂଖ୍ୟା? ରକ୍ତ ସମ୍ପର୍କ କ’ଣ ଆଇନରେ ବନ୍ଧାଯାଇପାରିବ? ଏହି ସମ୍ବେଦନଶୀଳ ପ୍ରସଙ୍ଗରେ Odisha High Court ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ବିଚାରପତି **Justice Anand Chandra Behera**ଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ — ➡️ ମା’ଙ୍କ ଅର୍ଜିତ ସମ୍ପତ୍ତିରେ ପୁଅ କିମ୍ବା ବୋହୂଙ୍କର କୌଣସି ଆଇନିଗତ ଅଧିକାର ନାହିଁ ➡️ ମା’ ଚାହିଁଲେ ପୁଅ-ବୋହୂଙ୍କୁ ଘରୁ ବେଦଖଲ କରିପାରିବେ ଏହି ଭିଡିଓରେ ଜାଣନ୍ତୁ — 1️⃣ ପୁଅକୁ ସମ୍ପତ୍ତିରୁ ବଞ୍ଚିତ କରିବା କ’ଣ ଯୁକ୍ତିଯୁକ୍ତ? 2️⃣ ପିତାମାତା ଓ ପୁଅ-ବୋହୂଙ୍କ ମଧ୍ୟରେ ଫାଟର ମୂଳ କାରଣ କ’ଣ? 3️⃣ ଆଇନ କ’ଣ ସମ୍ପର୍କ ଫେରାଇପାରିବ? 4️⃣ ବୃଦ୍ଧାଶ୍ରମରେ ଛାଡ଼ିଦେବା କେତେ ମାନବିକ? 👉 ଏହା ଏକ ଆଇନି ରାୟ ମାତ୍ର ନୁହେଁ, ଏକ ସମାଜିକ ଆଇନା। 👉 ଆପଣଙ୍କ ମତାମତ Comment ରେ ନିଶ୍ଚୟ ଦିଅନ୍ତୁ। ପ୍ରଶ୍ନ ଆପଣଙ୍କର, ଉତ୍ତର ଜନତାଙ୍କର – ନୂଆ ଅଧ୍ୟାୟ Like 👍 | Share 🔄 | Subscribe 🔔 #OdishaHighCourt #ବୃଦ୍ଧବାପାମା #ପୁଅବୋହୂ #ParentRights #OldAgeHome #OdiaNews #SocialDebate #FamilyValues #LegalAwareness