У нас вы можете посмотреть бесплатно ଆକାଶଠୁ ଉଚ୍ଚ ||Akashathu Ucha ||New Odia Christian Song Studio Version 2024 ||Singer- Tejaswini Naika или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଆକାଶଠୁ ଉଚ୍ଚ || Akashathu Uchha || New Odia Christian Song Studio Version 2024 ||Singer - Tejaswini Naika Singer- Tejaswini Naika Lyrics and Music - Sobulan Bhuyan Music Arrangements - Kumar Mantu Recording and Mixing - Style Studio Producer - Soudamini Bhuyan Full Lyrics :- ____________ ଆକାଶ ଠୁ ଉଚ୍ଚ ପ୍ରଭୁ ତୁମ ପ୍ରେମ ସାଗରୁ ଗଭୀର ଯୀଶୁ ତବ ପ୍ରେମ ପାଇଛି ମୁଁ ପାଇଛି ତୁମରି ପ୍ରେମ ଭୁଲିବି ନି ପ୍ରଭୁ ଅତୁଳ ସେ ପ୍ରେମ ପ୍ରେମ ସେହି ପ୍ରେମ ଚିରନ୍ତନ ପ୍ରେମ =0= ହଜି ଥିଲି ମୁଁ ପ୍ରଭୁ ଏଇ ଜଗତେ ଖୋଜି ଖୋଜି ମୋତେ ରକ୍ଷା କଲ ସତେ କଳୁଷ ଭରା ଥିଲା ଜୀବନ ମୋର ପାପ ସବୁ କ୍ଷମି କରିଛ ନିଜର ଭୁଲିବି ନି ପ୍ରଭୁ ଅଭୁଲା ସେ ପ୍ରେମ ପ୍ରେମ ସେହି ପ୍ରେମ ଚିରନ୍ତନ ପ୍ରେମ =1= ସତରେ ମୁହିଁ କେତେ ଯେ, ଭାଗ୍ୟବାନ ପାଇଲି ଯୀଶୁଙ୍କୁ ସେ ତ ମୋ ଜୀବନ ସେବିବି ନିତି ମୋର ପ୍ରିୟପ୍ରଭୁଙ୍କୁ ନେବେ ସେ ମୋତେ ସାଥେ ସ୍ବର୍ଗ ରାଜ୍ୟକୁ ରହିବି ଶାନ୍ତିରେ ଧନ୍ୟ ତାଙ୍କ ପ୍ରେମ ପ୍ରେମ ସେହି ପ୍ରେମ ଚିରନ୍ତନ ପ୍ରେମ =2= ଆଶାକରୁଛି କି, ଏହି ଭକ୍ତି ସଂଗୀତ ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ.. ଓ ସଭିଙ୍କ ଆତ୍ମିକ ଜୀବନକୁ ଗଢ଼ିତୋଳିବାରେ ସହାୟକ ହେବ.... ଗୀତଟିକୁ Like, comments ଏବଂ share କରନ୍ତୁ.. ଏବଂ channel କୁ subscribe କରିବାକୁ ଭୁଲନ୍ତୁ ନାହିଁ ଧନ୍ୟବାଦ । #akashattuuchanewodiachristiansong #soudaminimusic