У нас вы можете посмотреть бесплатно ନୂଆବର୍ଷ ପୂର୍ବ ରାତି ଅର୍ଥାତ୍ ୩୧ ତାରିଖ ରାତି ୨ଟାରେ ହେବ ଶ୍ରୀମନ୍ଦିର ଦ୍ବାରଫିଟା | Prameya News7 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#ରାତି_୧୧ଟାରେ_ପହୁଡ଼ #୨ଟାରେ_ଦ୍ୱାରଫିଟା ନୂଆବର୍ଷ ପୂର୍ବ ରାତି ଅର୍ଥାତ୍ ୩୧ ତାରିଖ ରାତି ୨ଟାରେ ହେବ ଶ୍ରୀମନ୍ଦିର ଦ୍ବାରଫିଟା । ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ । ସେ କହିଛନ୍ତି-ପହିଲି ଭୋଗ ସମୟ ନୀତି ନିର୍ଘଣ୍ଟ ପୂର୍ବରୁ ସ୍ଥିର ହୋଇଛି । ସେହି ନୀତି ନିର୍ଘଣ୍ଟ ଅନୁସାରେ ୩୧ ତାରିଖ ରାତି ୧୧ଟାରେ ରାତ୍ର ପହୁଡ଼ ହୋଇ ରାତି ୨ଟାରେ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ । ତେବେ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ଦୁଇ ଦିନ ଧରି କେବଳ ବାହାର କାଠରୁ ଭକ୍ତ ଠାକୁରଙ୍କ ଦର୍ଶନ କରିବେ । ଏହି ସମୟରେ କେବଳ ସିଂହଦ୍ବାର ବାଟେ ଶ୍ରଦ୍ଧାଳୁ ପ୍ରବେଶ କରି ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ କରିବେ । ଠାକୁରଙ୍କ ସଅଳ ପହୁଡ଼ ନେଇ ବିଭିନ୍ନ ମହଲରୁ ବିରୋଧ ହୋଇ ଆସୁଥିଲା। Mandir Dwaraphita at 2 AM on Dec 31 Night, Confirms Chief Administrator #TempleRituals_ShreeMandir #OdishaNews_Dwaraphita #ReligiousAdministration_ArabindaPadhee #NewYearRituals_Puri #TempleDarshan #RitualSchedule #DevoteeGuidelinesShree #prameyanews7 Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond. For Latest News Follow us on: Website: http://www.prameyanews7.com/ YouTube: / prameyanews7odia Twitter: / news7odia Facebook: / news7odia Instagram: / prameyanews7 Podcast: • News7 Podcast Playlists :- Doctor's Pathshala: • Doctor's Pathshala ରୋଜଗାର: • ROJAGAR | ରୋଜଗାର | News7 Odia Maganna Oligi: • Maganna Oligi ଆରୋଗ୍ୟମ: • Arogyam ବଜାର News: • ବଜାର News | Bazar News ବିଜନେସ ବିଶେଷ: • ବିଜନେସ ବିଶେଷ | Business Bisesh Biswas Abiswas Andhabiswas: • Biswas Abiswas Andhabiswas Face To Face: • Face To Face Ebe Bi Rahasya: • Ebe Bi Rahasya Explore Odisha Season 3: • Explore Odisha Season 3 Breakfast Odisha: • Breakfast Odisha News7 Digital Special Stories: • Digital Special Stories #PrameyaNews7 #News7 #OdishaNews