У нас вы можете посмотреть бесплатно ଆଚାର ବ୍ୟବସାୟ ରୁ ଏବେ ସମ୍ବଲପୁରୀ କପଡ଼ା ଓ ଶାଢ଼ୀ ବ୍ୟବସାୟ ! Womens Power SHG Group , Balangiri или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଆଚାର ବ୍ୟବସାୟ ରୁ ଏବେ ସମ୍ବଲପୁରୀ କପଡ଼ା ଓ ଶାଢ଼ୀ ବ୍ୟବସାୟ ! ସୁଭଦ୍ରା ଶକ୍ତି ମାଧ୍ୟମରେ ନାରୀ ଶକ୍ତି କୁ ଆଗେଇ ନେବାକୁ ଅନେକ ଯୋଜନା ମାନ କରାଯାଉଛି। ମହିଳା ମାନଙ୍କୁ ଶସକ୍ତ କରିବାକୁ ପ୍ରୋତ୍ସାହିତ କରାଯାଉଛି । ଅନେକ ମହିଳା ସ୍ୱୟଂ ସହାୟକ ଦଳ ଗଠନ କରି ବିଭିନ୍ନ କାମ କରି ଆଗେଇ ଚାଲିଥିବାବେଳେ ସେହିଭଳି ବଲାଙ୍ଗିର ସହରର ରାମେଶ୍ବର ନଗର ର ମହିଳା ମାନଙ୍କୁ ନେଇ ଗଠିତ WOMENS POWER SHG ଗ୍ରୁପ୍ ଏବେ ଚର୍ଚ୍ଚାରେ । ଯେଉଁ ସମ୍ବଲପୁରୀ ଶାଢ଼ୀ ସାରା ବିଶ୍ଵ ବିଖ୍ୟାତ। ତାକୁ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିବା ସହିତ ଦେଶର ବିଭିନ୍ନ ସ୍ଥାନରେ ନିଜ ଦଳ ତଥା ବଲାଙ୍ଗିର ଜିଲ୍ଲାର ନାଆ କରିଛନ୍ତି। Womens Power SHG Group , Balangiri #Balangiri #SHGGroup #SambalpuriSari #womenpower Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha