У нас вы можете посмотреть бесплатно Pranab Prakas Das, Sambalpur: ପ୍ରଣବଙ୍କର୍ ସାଙ୍ଗେ ସେଲ୍ଫି ନେବାର୍ ଲାଗି ସମ୍ବଲପୁରନେ କମ୍ପିଟିସନ୍... или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ବେଟେଲ୍ ଗ୍ରାଉଣ୍ଡ ସମ୍ବଲପୁର୍ ଲୋକସଭା । ନିର୍ବାଚନ୍ ଲଢୁଛନ୍ ବିଜେଡି ଭେଟେରାନ୍ ପ୍ରଣବ ପ୍ରକାଶ ଦାସ୍ । ବିକାଶ୍ , ସମ୍ମାନ୍ ଆର୍ ସମୀକରଣ ର ଲଢେଇ । ଗାଁ ଗାଁ ମାନକୁ ।ଇକରି ବିଜେଡି ସପକ୍ଷନେ ଭୋଟ୍ ମାଗୁଛନ୍ ବବି । ସବୁଠାନୁ ବଡ କଥା ହେଲା ଯେ ବବିଙ୍କର୍ ସାଙ୍ଗେ ସେଲଫି ଉଠାବାର୍ ଲାଗି ଯୁଆନ୍ ପିଢୀ ଙ୍କର୍ ଭିତରେ ଲାଗି ରହିଛେ କମ୍ପିଟସନ୍ । ତାକର୍ ପାଖେପାଖେ ସବୁବେଲେ ୟୁଥ୍ ବ୍ରିଗେଡ୍ ଭଲିଆ କାମ୍ କରୁଛନ୍ ଯୁଆନ୍ ପିଲା । ବବି ବି କେତେବେଲେ ସେଲଫି ପୋଜ୍ ଦେଉଛନ୍ ତ ଆର୍ କେତେବେଲେ ନିଜେ ମୋବାଇଲ୍ ଧରି କରି ପିଲାକର୍ ସାଙ୍ଗେ ଫଟୋ ଉଠଉଛନ୍ । ସବୁ ସଭା ସମିତି ମାନକୁ ଦେଖବାର୍ କେ ମିଲୁଛେ ବବି ଙ୍କର୍ କ୍ରେଜ୍ । ନେଠାନକେ ବି ସେ ଯାଉଛନ୍, ଶହଶହ ଲୁକଙ୍କର୍ ଭିଡ ଜମୁଛେ । ସେସବୁ ବେଲେ ଗୁଟେ କଥା କହୁଛନ୍ ମିଳିମିଶି କରି ସଭେ ସମ୍ବଲପୁର୍ ଲୋକସଭା ନିର୍ବାଚନ୍ ମଣ୍ଡଳୀର୍ ବିକାଶ୍ କରମା । For more such updates, please Like, Comment, and Share our videos and Subscribe to our YouTube channel. Contacts:- Mail- pahara24x7@gmail.com Facebook- / paharaa24x7 YouTube- / paharaa24x7 Instagram- / paharaa24x7 Twitter- / paharaa24x7 WhatsApp- 7205661076 Website- https://www.paharaa.com/ Thanks & Regards www.Paharaa.com #Sambalpur #PranabPrakasDas #SambalpuriNews #GeneralElection #ODishaPolitics #Odisha #Paharaa