У нас вы можете посмотреть бесплатно ଭାରତରେ ଦଳିତ ଓ ଆଦିବାସୀ ଙ୍କ ମାନବାଧିକାର ସୁରକ୍ଷା+31st sem/MDC-Human RightsSelected Long Q & Ans/NEP-2020 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ନମସ୍କାର ସାଙ୍ଗମାନେ! ଏହି ଭିଡିଓରେ ଆମେ +3 ପ୍ରଥମ ସେମିଷ୍ଟର MDC (Multi-Disciplinary Course) Human Rights ସିଲାବସ୍ ଅନ୍ତର୍ଗତ "ଭାରତରେ ଦଳିତ ଓ ଆଦିବାସୀଙ୍କ ମାନବାଧିକାର ସୁରକ୍ଷା" ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ଲମ୍ବା ପ୍ରଶ୍ନୋତ୍ତର (Selected Long Q&A) ଆଲୋଚନା କରିଛୁ। ଏହା NEP-2020 ପାଠ୍ୟକ୍ରମ ଉପରେ ଆଧାରିତ। ବିଷୟ: ଭାରତରେ ଦଳିତ ଓ ଆଦିବାସୀଙ୍କ ମାନବାଧିକାରର ସ୍ଥିତି ସାମ୍ବିଧାନିକ ବ୍ୟବସ୍ଥା ଏବଂ ସୁରକ୍ଷା ସରକାରୀ ଯୋଜନା ଏବଂ ଆଇନ NEP-2020 MDC ପରୀକ୍ଷା ପାଇଁ ପ୍ରସ୍ତୁତି ଏହି ଭିଡିଓଟି ଛାତ୍ରଛାତ୍ରୀ ତଥା ସାଧାରଣ ଜନତାଙ୍କୁ ଦଳିତ ଏବଂ ଆଦିବାସୀ ସମୁଦାୟର ଅଧିକାର ବିଷୟରେ ଅଧିକ ଜାଣିବାରେ ସାହାଯ୍ୟ କରିବ। ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ଭିଡିଓଟିକୁ ସେୟାର କରନ୍ତୁ! HumanRights #DalitRights #AdivasiRights #NEP2020 #MDC #OdiaEducation #