У нас вы можете посмотреть бесплатно ଏହି ଗାଁରେ ଟିଭି ନାହିଁ | Nuapada By Election | Nuapada News | Jay Dholkia | Naveen | News18 Bhauja или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଏହି ଗାଁରେ ଟିଭି ନାହିଁ | Nuapada By Election | Nuapada News | Jay Dholkia | Naveen | News18 Bhauja ନୂଆପଡ଼ାରେ ବାପା-ପୁଅ ମଧ୍ୟରେ ଲଢ଼େଇ । ଭିନ୍ନ ଭିନ୍ନ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ବାପା ଆଉ ପୁଅ । ସୁରେଶ ରାଉତରାୟ-ମନ୍ମଥ ରାଉତରାୟ, ଦୁହେଁ ଏବେ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରୁଛନ୍ତି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ପ୍ରଚାର କରୁଛନ୍ତି ବାପା ସୁରେଶ ରାଉତରାୟ । ସେପଟେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ୍ ମାଗୁଛନ୍ତି ପୁଅ ମନ୍ମଥ ରାଉତରାୟ । ଉଭୟ ନିଜ ନିଜର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜୋର୍ ଲଗାଇଛନ୍ତି । ସୁର ବିଜେଡିକୁ ସମାଲୋଚନା କରୁଥିବାବେଳେ କଂଗ୍ରେସ ବିରୋଧରେ ଭୋଟ୍ ଦେବା ପାଇଁ ଭୋଟରଙ୍କୁ କହୁଛନ୍ତି ମନ୍ମଥ । ସୁର କହିଛନ୍ତି, କଂଗ୍ରେସ ସୁନ୍ଦର ଭାବେ ବଲ୍ ନେଇ ଗୋଲ୍ କରୁଛି । ଦଳୀୟ ପ୍ରାର୍ଥୀ ୨୨ରୁ ୨୩ ହଜାର ଭୋଟରେ ଜିତିବେ । Father and son clash in Nuapada. Both father and son are asking for votes for different candidates. Suresh Rautaray and Manmath Rautaray are vigorously campaigning for their respective candidates. Father Suresh Rautaray is campaigning for Congress candidate Ghasiram Majhi. Meanwhile, son Manmath Rautaray is asking for votes for BJD candidate Snehangini Churia. Both are striving hard to ensure the victory of their respective candidates. While Suresh criticizes BJD, Manmath is asking voters to vote against Congress. Suresh said that Congress is nicely advancing and scoring. The party candidate will win with 22 to 23 thousand votes. #RevanthReddy #RajendraDholakia #KalpanaDholakia #RajendraDholakiaWife #NuapaaByelection #Byelection2025 #JayDholakia #NaveenPatnaik #BJDVsBJP #News18Odia #OdiaNews #odishanews #oriyanews #breakingnews Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm