У нас вы можете посмотреть бесплатно Powerful ଅଭିଜିତ୍ ମୁଖୁରଥ ମନ୍ତ୍ର | Abhijit Nakshatra Mantras Odia Bhakti или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଅଭିଜିତ ମୁହୂର୍ତ୍ତ ମନ୍ତ୍ର – ୨୭ ପ୍ରବାର, ୨୨ ମିନିଟ୍ ଧନ ଓ ସ୍ୱାସ୍ଥ୍ୟ ପାଇଁ ଅଭିଜିତ ନକ୍ଷତ୍ର ମନ୍ତ୍ର ଅଭିଜିତ ନକ୍ଷତ୍ର ସମୟରେ ଯାହାକୁ ଆମେ ସମ୍ପୂର୍ଣ୍ଣ ମନରୁ ଶ୍ରୀ କୃଷ୍ଣ ଭଗବାନଙ୍କୁ ପ୍ରାର୍ଥନା କରିବୁ, ସେହି ଇଛା ଶୀଘ୍ରେ ପୂରଣ ହୁଏ ବୋଲି କୁହାଯାଏ। ପ୍ରତିଦିନ ଆସୁଥିବା ଅଭିଜିତ ମୁହୂର୍ତ୍ତ ଯେତେକି ଶୁଭ, ତାହାଠାରୁ ଅଧିକ ଶୁଭ ହେଉଛି ୨୭ ଦିନରେ ଗୋଟିଏଥର ଆସୁଥିବା ଅଭିଜିତ ନକ୍ଷତ୍ର ସମୟ। ଏହା କେବଳ ୨୪ ମିନିଟ୍ ମାତ୍ର ରହିଥାଏ, ତେଣୁ ଏହି ସମୟକୁ ଭକ୍ତମାନେ ନିଶ୍ଚୟ ଭାବେ ଶୁଭ କାର୍ଯ୍ୟରେ ବ୍ୟବହାର କରିବା ଉଚିତ। ନ୍ୟାୟସଂଗତ ଯେକୌଣସି ଇଚ୍ଛା କିମ୍ବା ପ୍ରାର୍ଥନା ଶୀଘ୍ରେ ପୂରଣ ହୁଏ ବୋଲି ମନ୍ୟତା ଅଛି। ଏହି ପୂଜା ଆମ ପାଇଁ କିମ୍ବା ଆମ ପ୍ରିୟଜନଙ୍କର ମଙ୍ଗଳ ପାଇଁ କରିବା ଉଚିତ। ଅଭିଜିତ ସମୟରେ ଘରର ପୂଜାଘରରେ ଶ୍ରୀ କୃଷ୍ଣ କିମ୍ବା ବିଷ୍ଣୁଙ୍କର ଛବି/ମୂର୍ତ୍ତି ସାମ୍ନାରେ ଘିଅର ଦୀପ ଜ୍ୱାଳାଇ ଏହି ମନ୍ତ୍ର ଜପ କରିବା ଶ୍ରେଷ୍ଠ। ପୂଜାଘରକୁ ଯିବା ସମ୍ଭବ ନହେଲେ ଘରର ଯେକୌଣସି ଶାନ୍ତ ସ୍ଥାନରେ ବସି ମନ୍ତ୍ର ଜପ କରିପାରିବେ। ୨୭ ଦିନରେ ଥରେ ଆସୁଥିବା ଏହି ଅଭିଜିତ ନକ୍ଷତ୍ର ସମୟରେ ବିଷ୍ଣୁଙ୍କର ନାମ ସ୍ମରଣ କଲେ ଇଚ୍ଛାଗୁଡ଼ିକ ଶୀଘ୍ରେ ପୂରଣ ହୁଏ। 🌙 ଅଭିଜିତ ନକ୍ଷତ୍ର ବିଶେଷତା ଅଭିଜିତ ନକ୍ଷତ୍ର (୨୮ତମ ନକ୍ଷତ୍ର) ଉତ୍ତରାଷାଢାର ୪ର୍ଥ ପାଦରୁ ଶ୍ରବଣ ନକ୍ଷତ୍ରର ୨ର୍ଥ ପାଦ ପର୍ଯ୍ୟନ୍ତ ମକର ରାଶିରେ ବିରାଜିତ ଏକ ବିଶେଷ ଶୁଭ ନକ୍ଷତ୍ର। ଏହି ସମୟରେ ଶ୍ରୀ କୃଷ୍ଣ କିମ୍ବା ଶ୍ରୀମନ୍ ନାରାୟଣଙ୍କୁ ପୂଜା କରି, ଘିଅ ଦୀପ ଜ୍ୱାଳାଇ ନିମ୍ନୋକ୍ତ ମନ୍ତ୍ର ଜପ କଲେ — ✅ ଇଚ୍ଛା ପୂରଣ ହୁଏ ✅ ଧନ-ସମୃଦ୍ଧି ବୃଦ୍ଧି ପାଏ ✅ ବାଧା ଦୂର ହୁଏ 🕯️ ପୂଜା ପ୍ରକ୍ରିୟା ଅଭିଜିତ ନକ୍ଷତ୍ର ସମୟରେ କିମ୍ବା ପ୍ରତିଦିନ ମଧ୍ୟାହ୍ନ 11:30 – 12:30 ମଧ୍ୟରେ ଅଭିଜିତ ମୁହୂର୍ତ୍ତରେ ପୂଜା କରିପାରିବେ। ଶ୍ରୀ କୃଷ୍ଣଙ୍କୁ ଭକ୍ତିଭାବରେ ପ୍ରଣାମ କରି ଦୁଇଟି ଘିଅ ଦୀପ ଜ୍ୱାଳାଇବେ। ମନ୍ତ୍ରଗୁଡ଼ିକୁ ଲେଖି ରଖି ଜପ କଲେ ଇଚ୍ଛା ଶୀଘ୍ରେ ସିଦ୍ଧି ହୁଏ। ଦୈନିକ ଶୁଭ ସମୟ: 11:36 AM – 12:24 PM 🌺 ଶ୍ରୀ ନାରାୟଣ – କୃଷ୍ଣ ମନ୍ତ୍ର ଓଁ ନମୋ ନାରାୟଣାୟ ଓଁ ଶ୍ରୀ ରାଧେ କୃଷ୍ଣାୟ ନମଃ ଓଁ କ୍ଲୀଂ କୃଷ୍ଣାୟ ନମଃ 🌼 ନାରାୟଣ ଗାୟତ୍ରୀ ମନ୍ତ୍ର ଓଁ ନାରାୟଣାୟ ବିଦ୍ମହେ ବାସୁଦେବାୟ ଧୀମହି ତନ୍ନୋ ବିଷ୍ଣୁ ପ୍ରଚୋଦୟାତ୍॥ 🌼 ଅଭିଜିତ ଗାୟତ୍ରୀ ମନ୍ତ୍ର ଓଁ ଅଭିଜିତାୟ ବିଦ୍ମହେ ସୁଦର୍ଶନାୟ ଧୀମହି ତନ୍ନୋ ଅଭିଜିତ୍ ପ୍ରଚୋଦୟାତ୍॥ 🌙 ଅଭିଜିତ ନକ୍ଷତ୍ର ସ୍ତୁତି ୟସ୍ମିନ୍ ବ୍ରହ୍ମାପ୍ୟଜୟତ୍ ସର୍ବେତତ୍ | ଅମୁଞ୍ଚ ଲୋକମିଦମୂଚ ସର୍ବମ୍ | ତନ୍ନୋ ନକ୍ଷତ୍ରମଭିଜିତ୍ ବିଜିତ୍ୟ | ଶ୍ରିୟଂ ତଦାତୁ ବହୃଣୀୟମାନମ୍ || ଉଭୌ ଲୋକୌ ବ୍ରହ୍ମଣା ସଞ୍ଜିତମୌ | ତନ୍ନୋ ନକ୍ଷତ୍ରମଭିଜିତ୍ ବିଚଷ୍ଟାମ୍ | ତସ୍ମିନ୍ ବୟଂ ପୃତନାସ୍ସଞ୍ଜୟେମ | ତନ୍ନୋ ଦେବାସୋ ଅନୁଜାନନ୍ତୁ କାମମ୍ || 🌺 ଅଭିଜିତ ସ୍ତୋତ୍ରମ୍ ଅଭିଜିତ ଆଗମାନ୍ତୁ ଧୀର, ଅପଜିତାମ୍ବର, ନକ୍ଷତ୍ରାଣାମ୍ ନାଥଦୀୟ, ଜ୍ୟୋତୀନାମ୍ ନଳଗଙ୍ଗାଧର, ଭବତାରଣ ଶିବସ୍ୟ, ବିଷ୍ଣୁ ମେଦିନାମ୍, ଭବତବଳାମ୍ସୁତ, ପରିପାଳୟ ଶରଣାଗତ ପାହିମାମ୍॥ 🌸 ଅଭିଜିତ ମୁହୂର୍ତ୍ତ ମନ୍ତ୍ର ଓଁ ହ୍ରୀଂ ଶ୍ରୀଂ କ୍ଲୀଂ ଐଂ ଅଭିଜିତ୍ ମୁହୂର୍ତ୍ତାୟ ନମଃ॥ 🌼 ଶ୍ରୀ ହରି କେଶବ ମାଧବ ମନ୍ତ୍ର ଶ୍ରୀ ହରି କେଶବ ମାଧବ ଜଗନ୍ନାଥାୟ ଗୋବିନ୍ଦାୟ ଜୟ ଜୟ ନମଃ॥ @saskruti #saskruti #saskrutiodia #ଶ୍ରୀରାମ #ରାମଭଜନ #OdiaBhajan #RamBhakti #SitaRam #RamNaam #LordRama #AyodhyaRam #OdiaDevotional #BhaktiSangeet #SanatanaDharma #DivineRam #jagannath #JAGANNATH #jagannathnhajan #krishnabhajan sanatan dharma bhakti shorts devotional video shree ram jai shree ram ram bhajan shree krishna radha krishna radhe radhe krishna bhajan lord shiva mahadev har har mahadev om namah shivaya ganesh ganpati bappa hanuman bajrangbali hanuman chalisa maa durga maa kali maa lakshmi maa saraswati vishnu narayan tirupati balaji mantra spiritual SONG hindu song