У нас вы можете посмотреть бесплатно ମା ମୋ ତାରିଣୀ ମା # Maa Mo Tarini Maa или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ବିନୋରୀ (Binori) ଏକ ପବିତ୍ର ଭକ୍ତି ଚ୍ୟାନେଲ୍, ଯାହା ଠାକୁର ଶ୍ରୀ ଶ୍ରୀ ଅଭିନ୍ନ ସୁନ୍ଦରଙ୍କୁ ନିର୍ଦ୍ଦେଶିତ, ଯିଏ ସ୍ନେହରେ ବିନୋରୀ ନାମରେ ପରିଚିତ। ଏହି ଚ୍ୟାନେଲ୍ ମାଧ୍ୟମରେ ଭଜନ, କୀର୍ତନ, ଆଧ୍ୟାତ୍ମିକ ଚିନ୍ତନ ଓ ଭକ୍ତିମୟ ବାଣୀ ଦ୍ୱାରା ଭକ୍ତମାନଙ୍କୁ ଈଶ୍ୱର ପଥରେ ଆଗେଇ ନେବାର ଏକ ସାରଳ୍ୟପୂର୍ଣ୍ଣ ପ୍ରୟାସ କରାଯାଏ। :-Please Like,Subscribe and Share this channel for new videos PRODUCER/LYRICIST/DIRECTOR:-MR DEEPAK KUMAR SAHU Song: ମା ମୋ ତାରିଣୀ ମା # Maa Mo Tarini Maa Album: MAA MO TARINI MAA Singer: IRA MOHANTY Music Director : KUMAR KARTIK CONCEPT:- NARESH CHANDRA SETHI MANAGEMENT:-SARAT KUMAR BEHERA SUKDEB BEHERA CO-OPERATION ;- OBBGRC , NEAR ECO PARK ANGUL Music Label ;-BINORI #odiabhajan #odiasong #tarini #bhajan #angul #OBBGRC #keonjhar ମାଆ ମୋ ତାରିଣୀ ମାଆ ଗୀତିକାର-ଅଧ୍ୟାପକ ଦୀପକ କୁମାର ସାହୁ ମାଆ....ମୋ ମାଆ ମାଆ.. ମୋ ତାରିଣୀ ମାଆ ତୋ ପାଦ ତଳେ ତୋ ପଣତରେ ମୋତେ ଘଣ୍ଟ ଘୋଡ଼େଇ...ରଖି ଥା ସବୁ ସଞ୍ଜ ସକାଳେ... ଯେବେ ଦୀପଟିଏ ମୁଁ ଜାଳେ ତୋ ଆଶିଷ ମୋତେ ମାଆ ଝରି ପଡ଼ୁଥାଏ ଏକା ଏକା ଯେବେ ମୋତେ ଲାଗୁଥାଏ ଲୋ ମାଆ ତୋ ସିନ୍ଦୁର ମୁହଁ ମୋତେଝଲସି ଯାଏ ଲୋ ମାଆ ଯେତେ ଦୂରେ ମାଲୋ ତୋର ନାମ ଶୁଭାଯାଏ ସେତେ ଦୂର କଷ୍ଟ ଡରିକିପଳାଏ ତୁ ପାଖେ ପାଖେ ମୋର ଥାଆ ମାଆ...ମୋ ମାଆ.. ମାଆ ଲୋ ମା ତାରିଣୀ ମାଆ କିଏ ତ କହେ ମାଆ ତୁ ନଡ଼ିଆ ରାଣୀ କିଏ ତ କହେ ମାଆ ତୁ ଦୁଽଖ ହାରିଣୀ କେଉଁଝର ଘଟଗାଁ ରେ ଅଛୁ ଶାଳବଣରେ ପାଉଛୁ ତୁ ପୂଜା ମାଆ ଲୋ ଦିବ୍ୟ ଧାମରେ କୋଟି ଓଡ଼ିଆଙ୍କ ତୁ ତ ହୃଦୟ ଭିତରେ ଦୁଖ ଶୁଣିଥାଉ ତୁ ରହିଥା ପଛେ ଦୂରେ ମୋହୃଦୟ ବ୍ୟଥା ଶୁଣିଯା.. ମାଆ.... ମୋ ମାଆ....ମାଆ ମୋ ମାଆ ମୋ ତାରିଣୀ ମାଆ.. ତୋ ପାଦ ତଳେ ତୋ ପଣତରେ ଘଣ୍ଟ ଘୋଡ଼େଇ ରଖି ଥା..(୨ଥର)