У нас вы можете посмотреть бесплатно Tume Thila Boli // Patriotic Song // Independence day // August 15 // Mahatma Gandhi // Dalismita или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Tume Thila Boli // Patriotic Song // Independence day // August 15 // Mahatma Gandhi // Dalismita ❣️ ପବିତ୍ର ସ୍ୱାଧୀନତା ଦିବସ ଅବସରରେ MTC Odia ର ଏକ ଭିନ୍ନ ସ୍ୱାଦର ଦେଶାତ୍ମବୋଧକ ସଂଗୀତଟିଏ... ❣️🙏❣️ Song - Tume Thila ବୋଲି ( Remix ) Singer - Dalismita Lyrics - Srichaitanya Music - Tikina Bhai Arrangement - Dipu Bhai Remixed - DJ Tuna Bhai Dop & Edit - Raj Sekhar (RAJA) ଆଜି ଆମେ ସ୍ୱାଧୀନ ଦେଶର ଯୋଗ୍ୟ ସନ୍ତାନ ବୋଲି ହାତରେ ଧରିଛୁ ତ୍ରିରଙ୍ଗା ପତାକା ବାଟଯେ ଚାଲୁଛୁ ଗର୍ବେ ଟେକି ମଥା ସ୍ବାଧିନର ଜୟ ଗାନ ଗାଇ ପାରୁଛୁ ଖୋଲି ତୁମେ ଥିଲ ବୋଲି... ତୁମେ ଥିଲ ବୋଲି...❣️ ଆଖି ଦେଖି ନାହିଁ ତୁମ ଵୀର ପଣ ଶୁଣିନି ବିଜୟ ଶଙ୍ଖ ମହାତ୍ମା ହେ ତୁମେ ଅହିଂସା ମାର୍ଗରେ ଭାଙ୍ଗିଛ ବିଦେଶୀ ଗର୍ବ ବାଣୀ ତୁମ ସୂକ୍ଷ୍ମ ଫୁଲ ସର ଟିଏ ଏ ଦେଶ ତୁମର ଜୟଗାନ ଗାଏ ତୁମରି ଅମୃତ ବାଣୀ ରହିଛି ରହିବ କାଲି ତୁମେ ଥିଲ ବୋଲି ତୁମେ ଥିଲ ବୋଲି....❣️ ଇତିହାସ କହେ ତୁମ ମହାନତା ମାଟିରେ ମିଶିଛି ଆଜି ଏ ମା କୋଳରେ ଜନମିଛୁ ଯେବେ ହେବୁ ଆମେ ତାର ଦାସୀ କାଶ୍ମିରୀ ଠାରୁ କନ୍ୟାକୁମାରୀ ଆଲୋ କିତ କରେ ଅନ୍ଧାର କୁ ଚିରି ସଙ୍ଗୀତର ତାଳେ ତାଳେ ଖେଳୁ ଆମେ ହୋଲି ତୁମେ ଥିଲ ବୋଲି... ତୁମେ ଥିଲ ବୋଲି...❣️🙏❣️ #dalismita #indipendenceday2024 #independencedaysong #mahatmagandhisong #August15 #tumethilaboli#pratidintv #odishabhaskar #pratidinnews #childsongs #patrioticsong #mtcodia #odiasong #odiapatrioticsong2024 #deshbhaktisong #jayhind #bandematram #15august #independenceday #odiaviralvideo #viralvideosong #singersrichaitanya #musictikinabhai #harghartiranga #viralsong #mtcodia #new2024song #odia