У нас вы можете посмотреть бесплатно କପଡା ନାହିଁ ବୋଲି 6 ମାସ ହେବ ଗାଧେଇ ନାହାନ୍ତି || True Story Of Sukinda, Jajpur || Help India Odisha или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
𝗣𝗿𝗼𝗴𝗿𝗮𝗺 𝗮𝘁 𝗕𝗶𝗶𝘁 𝗛𝗼𝘂𝘀𝗲, 𝗠𝗮𝗹𝗵𝗮𝗿𝘀𝗮𝗵𝗶 𝗧𝗿𝗶𝗯𝗮𝗹 𝗩𝗶𝗹𝗹𝗮𝗴𝗲, 𝗣𝗮𝗵𝗮𝘀𝗮 - 𝗣𝗮𝗻𝗰𝗵𝗮𝘆𝗮𝘁, 𝗕𝗹𝗼𝗰𝗸 - 𝗦𝘂𝗸𝗶𝗻𝗱𝗮 , 𝗗𝗶𝘀𝘁𝗿𝗶𝗰𝘁 - 𝗝𝗮𝗷𝗽𝘂𝗿, 𝗢𝗱𝗶𝘀𝗵𝗮 #ଯାଜପୁର - ଜିଲ୍ଲା ର #ବିଟହୋଉସୁ, #ମଲ୍ହାରସାହି , #ପହସ- ପଞ୍ଚାୟତ , ବ୍ଲକ - #ସୁକିନ୍ଦା , #ଓଡିଶା | ଏହି ଗ୍ରାମରେ ଆମ ଟିମ ତରଫରୁ ଆଦିବାସୀ ଲୋକମାନଙ୍କୁ ବ୍ୟବହାର ଉପଯୋଗୀ ବସ୍ତ୍ର ଓ ନୂତନ ବସ୍ତ୍ର, ଜୋତା, ଚପଲ , ପାଲ, ବିଛଣା, ସାବୁନୁ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି | #ଶୁକଦେବ_ବେହେରା ସାର, ଗୁରୁ #ଗଗନ_ଭାଇ, #ଲିଲି_ମହାପାତ୍ର ମାଡାମ ଓ ମଣ୍ଟୁ ଭାଇଙ୍କ ମିଳିତ ସହଯୋଗ ପାଇଁ ଏହି କାଯ୍ୟକ୍ରମ ସଫଳ ହୋଇପାରିଛି | କଥାରେ ଏହି ଏକତା ହିଁ ବଳ | ଦୁଃଖର ବିଷୟ କପଡା ନଥିବାରୁ ଏହି ଆଦିବାସୀ ଲୋକ ମାନେ ଗାଧେଇ ନାହାନ୍ତି କାରଣ ଯଦି କପଡା ଓ଼ଦା ହୋଇଗଲେ ଆଉ ପିଧିବା ପାଇଁ ନାହିଁ | ପକାଘର ଏଥି ସାତଶପନା | ମଲ୍ହାର ଆଦିବାସୀ ଙ୍କ ପାଇଁ କେନ୍ଦ୍ର ସରକାର ବର୍ଷ 2023-24 ପାଇଁ #PVTG ବିକାଶ ଓ କଲ୍ୟାଣ ପାଇଁ RS - 15,000 ହଜାର କୋଟି ବଜେଟ ଅନୁମୋଦନ କରିଛନ୍ତି | କିନ୍ତୁ ଏହା କେବଳ କାଗଜ କଲମ ରେ ସୀମିତ ହୋଇ ରହିଯାଇଛି | ଏହି ଅଞ୍ଚଳ କୁ ଟିକିଏ ଧନ୍ୟ ଦେବାକୁ ସରକାରଙ୍କୁ ଅନୁରୋଧ | #helpindia #odisha #tribalvillage #ClothDonation #fooddonation #help #helpneedypeople #Bhubaneswar ##jajpur #Sukinda #PVTG #Mahalartribalpeople Gagan Paital ଦିବ୍ୟାଙ୍ଗଙ୍କ ବନ୍ଧୁ ମଣ୍ଟୁ