У нас вы можете посмотреть бесплатно TUME MO PRANARA THAKURA || SANTUNU NAYAK | MAHESWAR NAYAK | SATSANG BHAJAN | или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
SONG - TUME MO PRANARA THAKURA LYRICS - SANTUNU NAYAK COMPOSE -MAHESWAR NAYAK SINGER -MAHESWAR NAYAK ତୁମେ ମୋ ପ୍ରାଣର ଠାକୁର ତୁମ ଆଗମନେ ମୋ ମନ କାନନେ ଫୁଟିଛି ପ୍ରୀତିର କଦମ୍ବ ଫୁଲ ହେ ମୋର ପରମ ଦୟାଲ ତୁମେ ମୋ ପ୍ରାଣର .....(0) ଅନ୍ଧକାରମୟ ବନ୍ଧୁର ପଥେ ପ୍ରତିଟି ମୁହୂର୍ତ୍ତେ ରହି ମୋର ସାଥେ ତୁମ ଆଲୋକରେ ଆଲୋକିତ ଆଜି ଜୀବନ ଅଙ୍ଗନ ମୋର ତୁମେ ଯେ ଜ୍ୟୋତିର୍ମୟ ତୁମେ ମୋ ପ୍ରାଣର ......(1) ପ୍ରବୃତ୍ତିର ଡାକେ ପଡ଼ିଛି ବିପଦେ ନିନ୍ଦା ଅପବାଦେ ମ୍ରିୟମାଣ ଯେବେ ଇନ୍ଦ୍ର ଧନୁର ସପ୍ତରଙ୍ଗରେ ରଙ୍ଗାଇଛ ମୋ ଜୀବନ ପୁଲକିତ ଭଙ୍ଗା ମନ ତୁମେ ମୋ ପ୍ରାଣର......(2) ଜଗିଛି ସଂଶୟ ବାରବାର ମନେ ଛନ୍ଦି ମୋର ହାତ ତୁମ ଶ୍ରୀ କରେ ପ୍ରାଣ ଯମୁନାରେ ଆନନ୍ଦ ଜୁଆର ନାଚେ ମୋ ମନ ଚକୋର ଲଭି ସେ ବରାଭୟ ତୁମେ ମୋ ପ୍ରାଣର......(3) +++++++ #singermaheswarofficial #song #devotionalsong #singer #odiabhajan #odiasong #thakuranukulchandrasong #odiabhajan #anukul #deogharashram #deoghardham #tumemopranarathakura#santunu nayak#maheswarnayakbhajan #odiahitsongs #odianewsong #odiahitbhajan #bhaktisong #bhaktibhajan #newbhajan #newsong #classicalmusic classical bhajan