У нас вы можете посмотреть бесплатно TUMBHA ATMA PRERANKOR /ତୁମ୍ଭ ଆତ୍ମା ପ୍ରେରଣକର /New Odiya Christian Song/ Jyotirmayee Nayak & Rajib или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ପ୍ରଭୁଙ୍କ ଗୌରବ ଓ ପ୍ରଶଂସା ଉଦେଶ୍ୟରେ ଏକ ଅତି ହୃଦୟ ସ୍ପୋର୍ଶୀ ପବିତ୍ର ଆତ୍ମା ପ୍ରତି ଗୀତ l ଯୋହନ 14:26 " କିନ୍ତୁ ସେହି ସାହାଯ୍ୟକାରି, ଅର୍ଥାତ ଯେଉଁ ପବିତ୍ର ଆତ୍ମାଙ୍କୁ ପିତା ମୋ ନାମରେ ପ୍ରେରଣ କରିବେ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ, ଆଉ ମୁଁ ତୁମ୍ଭମାନଙ୍କୁ ଯାହା ଯାହା କହିଅଛି, ସେହିସବୁ ତୁମ୍ଭମାନଙ୍କୁ ସ୍ମରଣ କରାଇବେ " l ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଯେ କୋଣସି ପ୍ରାର୍ଥନା, ଉପାସନା, ଖ୍ରୀଷ୍ଟିୟ ସଭା ପୂର୍ବେ ପବିତ୍ର ଆତ୍ମାଙ୍କର ସାହାଯ୍ୟ ଲଢ଼ିବା, କାରଣ ଈଶ୍ୱରଙ୍କ ଆତ୍ମା ଉତ୍ତମ ଭାବରେ ପ୍ରାର୍ଥନା କରିବାରେ ସାହାଯ୍ୟ କରିବେ. l ଏହି ସଂଗୀତ ସାହାଯ୍ୟ କରୁ ପବିତ୍ର ଆତ୍ମାଙ୍କ ସପ୍ତଦାନ ଯଥା ଜ୍ଞାନ, ବିବେଚନା, ମନ୍ତ୍ରଣା, ପରାକ୍ରମ, ବୁଦ୍ଧି, ସଦାପ୍ରଭୁ ବିଷୟକ ଭୟର ଆତ୍ମା ପ୍ରାପ୍ତ କରିବା ପାଇଁ ଏବଂ ପବିତ୍ର ଆତ୍ମାଙ୍କ ଫଳ ଗଲାତୀୟ 5:22-23 "ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘସହିଷ୍ଣୁତା, ପରପକାରିତା, ଭଦ୍ରତା, ବିଶ୍ଵସ୍ତତା, ମୃଦୁତା, ଓ ଆତ୍ମସଂଜମ ଯେପରି ପ୍ରାପ୍ତ କରିପାରିବା l 🧚🧚 FULL LYRICS 🧚🧚 ହେ ପ୍ରଭୁ ତୁମ୍ଭ ଆତ୍ମା ପ୍ରେରଣ କର -2 କର ନବୀକରଣ -2 ମୁଖ ଜଗତର 1. ହେ ଆତ୍ମା ମର କର ପ୍ରଭୁଙ୍କର ବନ୍ଦନା ହେ ପ୍ରଭୁ ଈଶ୍ୱର ତୁମେ ହିଁ ମହାନ ଅଟ ମହିମା ପ୍ରତାପୀ ମନହର -2 ପରିହିତ ହୋଇ ବସ୍ତ୍ରରେ ଜ୍ୟୋତିର-2 କର ନଵୀକରଣ.... 2. ପୃଥିବୀ ସାଜିଛି ଭିତ୍ତି ଉପରେ ତାର ଦୃଢ଼ ହେବା ପାଇଁ ଯୁଗ ଯୁଗାନ୍ତର-2 ସମୁଦ୍ର ହେଲା ମତ୍ସ୍ୟ ସମ ଏ ଘର ଜଳ ହେଲା ପର୍ବତରୁ ଉଚ୍ଚତର କର ନବୀକରଣ.... SONG CREDIT 🧚🧚 Song : TUMBHA ATMA PTERANAKOR/ ତୁମ୍ଭ ଆତ୍ମା ପ୍ରେରଣକର 🧚🧚 Singers : Jyotirmayee Nayak & Fr. Rajib Singh 🧚🧚 Music &:Concept : Fr. Rajib Singh 🧚🧚 Music Arrangement : Bapi Samal 🧚🧚 Making : Abram Ganta 🧚🧚 Edit : Rahul Rout 🧚🧚 Thumbnail : Sangram Parichha 🧚🧚 Recording & Mixing : Prativa Studio CTC 🧚🧚 Special Thanks : Fr. Sanjib Bishoyi SVD 🧚🧚 United in Prayers : Fr. Prabodh & Fr. Kedar 🧚🧚 Support by : Arthur & Late Daisy, Mrs. Sarala Nayak, Mr. Pabitra Baliarsingh, Mr. Ranjit Pradhan, Mr. Ramakant Baliarsingh, Mr. Mahanti Baliarsingh, Mr. Prabodh Baliarsingh #tumbhoatmapreromkor #newodiyasongs #Jyotirmayeenayak #humansagarchristiansong #sanjibbishoyiodiyachristiansong #amitpanichristiansong #sjituchristiansong #rajibsinghchristiansong #ananyaodiyachristiansong #sasanksekarnewodiyachristiansong #humansagarnewsong #jyotirmayeenewsong #newodiyachristiansong #newchristiansong #sjitunewsong #asimapondanewchristiansong #saujanyarathachristiansong #mantuchuriyanewchristiansong #latestnewodiyachristiansong #amitbadanayakchristiansong #diptirekhanewchristiansong #amitpaninewchristiansong #humansagarnewsong !! ANTI-PRIVACY WARNING!! This Content is copyright to Rajib Singh. Any unauthorised reproduction, re-upload is strictly prohibited of this material.