У нас вы можете посмотреть бесплатно ‘ଯିଏ ଥରେ ଆସିଲା ସେ ଆଉଥରେ ଆସିବ’ | Odisha Reporter или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#ଉଦଘାଟିତ_ହୋଇଛି_ହୀରାକୁଦ_ଇକୋ_ରିଟ୍ରିଟ ପର୍ଯ୍ୟଟକ଼ ମାନଙ୍କୁ ଆକର୍ଷିତ କରିବା ପାଇଁ ଆଜି ସମ୍ବଲପୁରର ବଲବସପୁର ଠାରେ ଉଦଘାଟିତ ହୋଇଛି ହୀରାକୁଦ ଇକୋ ରିଟ୍ରିଟ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଭିଡିଓ କନଫରେନ୍ସିଂ ଜରିଆରେ ଇକୋ ରିଟ୍ରିଟକୁ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ନାଉରୀ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅଶୋକ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ହୀରାକୁଦ ଡ୍ୟାମ ପାଖକୁ ଲାଗିଥିବା ଏହି ଇକୋ ରିଟ୍ରିଟରେ ମୋଟ ୨୫ ଟି କଟେଜ ରହିଛି । ପର୍ଯ୍ୟଟକ ମାନେ ସେଠାରେ ରହିବେ l Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter #Ecoretreat #Hirakud #Odisha #OdishaReporter