У нас вы можете посмотреть бесплатно ଯୀଶୁଙ୍କୁ ସଲାମ୍ ସଲାମ୍.. JISHUNKU SALAAM SALAAM..ODIA CHRISTIAN SONG... Pr. AMIT PANI...STEPHEN LIMA.. или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ପ୍ରଭୁ ଯୀଶୁଙ୍କୁ ସଲାମ୍ ସଲାମ୍ .. . Song Credits : Song name : ଯୀଶୁଙ୍କୁ ସଲାମ୍ ସଲାମ୍ Singer : Gospel Singer Pr. Amit Pani Dialogue & Special Thanks : Rev. Jeetu Lima Lyrics : Stephen Lima & Amrita Rani Original tune : Neevu naa thodu unnavayya Music Arrangement : Smile Pani Videography : Ambram Ganta Channel Name : Stephen Lima Lyrics : ସଦାପ୍ରଭୁ ଆମ୍ଭମାନଙ୍କର ଆଶ୍ରୟ ଓ ବଳ, ଦୁର୍ଦ୍ଦଶାକାଳରେ ଅତି ନିକଟବର୍ତ୍ତୀ ସହାୟ । (ଗୀତସଂହିତା ୪୬:୧) ସଦାପ୍ରଭୁ ଆମ ଈଶ୍ବର କରିବା ସ୍ତୁତି ତାହାଙ୍କର / ସବୁ ଗୌରବ ତାହାଙ୍କର ସଦାପ୍ରଭୁ ହିଁ ଦୃଢ଼ ଶଇଳ ସେହି ଅଟନ୍ତି ଆମରି ବଳ/ କରନ୍ତି ଦୂର ବୋଝ ସକଳ । ୧. କଷ୍ଟ ଦୁଃଖ ରୋଗ ବ୍ୟାଧି ଯେତେ ଆସିବ ଆସୁ ତାଙ୍କ ଠାରୁ ମୋ ଜୀବନ ଦୂରକୁ ନ ଯାଉ/ ମୁଖେ ଆମ ଯୀଶୁ ନାମ ସଦାବେଳେ ରହୁ । ଯୀଶୁ ନାମ ରେ ମିଳଇ ଶାନ୍ତି / ମୁକ୍ତି ( ୨ ଥର ) ସେ ଏକା ନାମ ଦିଅଇ ଆରାମ ମୋ ଯୀଶୁ ନାମ ଅଟେ ମନୋରମ । ( ୨ ଥର ) ସଲାମ୍ ସଲାମ୍ ହୋ.. ସଲାମ୍ ସଲାମ୍ ସଲାମ୍ ସଲାମ୍ ଯୀଶୁଙ୍କୁ/ ପ୍ରଭୁଙ୍କୁ ସଲାମ୍ ସଲାମ୍ ୨. ଏ ଜଗତ ଏ ଶରୀର ଅଟେ ତ ଅନିତ୍ୟ ଏ ସବୁରେ ମନ ଦେଇ ନ ହେଉ ଚିନ୍ତିତ/ ଦୁଃଖିତ ଅବିଳମ୍ବେ ସେ ଆସିଯିବେ ଆମକୁ ସଙ୍ଗେ ନେଇଯିବେ (୨ ଥର ) ଦୁଃଖ ରହିବ ନା କଷ୍ଟ ରହିବ ଶାନ୍ତି ରହିବ ବିଶ୍ରାମ ମିଳିବ (୨ ଥର ) ସଲାମ୍ ସଲାମ୍ ହୋ.. ସଲାମ୍ ସଲାମ୍ ସଲାମ୍ ସଲାମ୍ ଯୀଶୁଙ୍କୁ/ ପ୍ରଭୁଙ୍କୁ ସଲାମ୍ ସଲାମ୍ ସଦାପ୍ରଭୁ ଆମ ଈଶ୍ବର କରିବା ସ୍ତୁତି ତାହାଙ୍କର / ସବୁ ଗୌରବ ତାହାଙ୍କର ସଦାପ୍ରଭୁ ହିଁ ଦୃଢ଼ ଶଇଳ ସେହି ଅଟନ୍ତି ଆମରି ବଳ/ କରନ୍ତି ଦୂର ବୋଝ ସକଳ । ପ୍ରଭୁ ଯୀଶୁ ସର୍ବ ଶକ୍ତିମାନ ଅଟନ୍ତି ସେ ସବୁଠୁ ମହାନ/ ସକଳ ସୃଷ୍ଟି କରନ୍ତି ସଲାମ୍ ସଲାମ୍ ସାଲାମ୍ ହୋ.. ସଲାମ୍ ସଲାମ୍ ସଲାମ୍ ସଲାମ୍ ଯୀଶୁଙ୍କୁ/ ପ୍ରଭୁଙ୍କୁ ସଲାମ୍ ସଲାମ୍ ( ୨ ଥର ) Copyright© Stephen Lima. All Rights Reserved.Any unauthorized broadcasting,copying or rerecording of this music or video without prior written permission from Stephen Lima, will constitute an infringement of copyright. #AmitPani #Stephenlima #NewOdiaChristianSong #JehovahmoPrabhu Channel Link : / @stephen_lima Thank You.