У нас вы можете посмотреть бесплатно NANU JIGAR WALA || ନାନୁ ଜିଗାରୱାଲା || Singer- Jagadash Nachika || или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#RayagadaKuwiMuzic ରାୟଗଡ଼ା କୁୱି ମ୍ୟୁଜିକକୁ ନିଇତି ଭଲ ପାଉଥିବା ଅଗଣିତ ଦର୍ଶକ,ଶ୍ରୋତା ବନ୍ଧୁ ମାନଙ୍କୁ ମହାଶିବରାତ୍ରି (ଜାଗର) ଉପଲକ୍ଷେ ଆମ୍ଭେ ଭେଟି ଦେଉଛୁ ଏକ ସମ୍ପୂର୍ଣ୍ଣ ପ୍ରେମ ବିରହ କାହାଣୀ ଉପରେ ଆଧାରିତ ନିରାଟ ସତ୍ୟ ଗୀତ "ନାନୁ ଜିଗାରୱାଲା" ବିଜୟଙ୍କର ।ଏହି ସୁନ୍ଦର୍ ମନମତାଣିଆ କୁୱି ଗୀତ ଗୀତିକାର ଜଗଦାଶଙ୍କ ଲେଖନୀ ମୁନରୁ ଝରିବା ସହିତ ନିଜେ ଏହି ଗୀତରେ କଣ୍ଠଦାନ କରିଛନ୍ତି। ଆମେ ଆଶା କରୁଛୁ ଦର୍ଶକ ବନ୍ଧୁ ଏହି ଶିବରାତ୍ରି ଯାତ୍ରାରେ ନିଶ୍ଚୟ ଏହି ଗୀତ ଆପଣ ମାନଙ୍କ ହୃଦୟରେ ଏବଂ ମୁଖରେ ଗୁଣୁ ଗୁଣୁ ହୋଇ ମୁଖରିତ ହେବ। ଯଦି ଏହି ଗୀତ ଭଲ ଲାଗିଲା ତାହା ହେଲେ ଆପଣମାନେ ଲାଇକ,ସେର,ସବସ୍କ୍ରାଇବ କରିବା ସହିତ ମତାମତ ଦେବାକୁ ଜମାରୁ ଭୁଲିବେ ନାହିଁ। କାହିଁକି ନା ଆପଣଙ୍କ ମତାମତ ଆମକୁ ଉତ୍ସାହିତ କରିବ ଆଉ ଏକ ନୂତନ ଗୀତ ଏବଂ ଭିଡିଓ ପ୍ରସ୍ତୁତ କରିବାକୁ। ଧନ୍ୟବାଦ୍ Hello! Dear Friends once again special 💞 for #Mahashiva_Yatra_Special break up song by Bijay.this Break up💔 song penned 🖋️and Sung 🎤by Tribal Rock Star 🌟 Jagadash Nachika. Hope you may enjoy this song and might be remembered your Love which was happened with you in past [If ur love is Break up]. So Dear please 🙏 Like | Share | Comment | Subscribe | Our Channel #Rayagada_Kuwi_Muzic Thank You.! ♪ Song: NANU JIGAR WALA || ନାନୁ ଜିଗାରୱାଲା || New break Kuwi album. 🎧 Song & Album Credits: ♪ Singer / Lyricist: Jagadash Nachika. ♪Star Cast: Prasad, Simal, Momi & X Boy’s Crew, Rebatiguda. ♪ Music: K santosh Rao. ♪ Choreography: Boy’s Crew, Rebatiguda. ♪ Recording Casio Studio: Jeypore. ♪ Camera: Abhinas Ratan. ♪ Director: Brijesh Kandagori. ♪ Edit: Divine Naren. ♪ Produced by: Muna Nachika & RKM Team. ------------------------------------------------------------------------- Cautious This content is copyright to Rayagada Kuwi Muzic official YouTube channel.any unauthorized reproduction, redistribution,DJ version video or re-upload is strictly prohibited of this material. Legal action will be taken against those who violate the copyright of the following material presented. Thnak You...!!! ବିଶେଷ ସୂଚନା ଏହି ଭିଡ଼ିଓ କେବଳ ରାୟଗଡ଼ା କୁୱି ମ୍ୟୁଜିକ୍ ୟୁଟ୍ୟୁବ ଚ୍ୟାନାଲ (Rayagada Kuwi Muzic YouTube) ପାଇଁ। ଏହାକୁ ଅନ୍ୟକେହି ଆମର ବିନା ଅନୁମତିରେ ତାଙ୍କ ୟୁଟ୍ୟୁବ (YouTube) ଚ୍ୟାନାଲରେ ଛାଡ଼ି (Upload) ପାରିବେ ନାହିଁ। ଯଦି କେହି ଏହାକୁ ଅବମାନନା କରନ୍ତି ତାହାହେଲେ ଆମେ ବିନା information ରେ copyright strike କରିବୁ। ଧନ୍ୟବାଦ...!!! © All Copyright Reserve @Rayagada Kuwi Muzic. Follow On: Rayagada Kuwi Muzic (YouTube Channel) Facebook:- Rayagada Kuwi Muzic. Facebook like Page:- ରାୟଗଡ଼ା କୁୱି ମ୍ୟୁଜିକ Instagram :- RayagadaKuwiMuzic Email id: - [email protected] Mobile:- +91-76848 66014 / +91-7436970143 / rayagadakuwimuzic