У нас вы можете посмотреть бесплатно ମୁଣ୍ଡ ବୁଲେଇବା ବା ଭର୍ଟିଗୋ ରୋଗର ସଫଳ ଚିକିତ୍ସା Best Treatment For Vertigo or Dizziness Dr Akhila Panda или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ବସିଥିବା ବେଳେ କିମ୍ବା ବସିକରି ବା ଶୋଇକରି ଉଠିବା ପରେ ମୁଣ୍ଡ ବୁଲେଇବା (ଭର୍ଟିଗୋ/ vertigo) ନାମ ଦିଆଯାଏ ଯେତେବେଳେ ଚାରିପାଖର ଦୃଶ୍ୟ ବୁଲିବାଭଳି ଲାଗେ କିନ୍ତୁ ପ୍ରକୃତରେ ସେମାନେ ସ୍ଥିର ଥାଆନ୍ତି । ଏହା ବୁଲିବାଭଳି ବା ହଲିବାଭଳି ଅନୁଭବ ହୁଏ ବେଳେ ବେଳେ ବସିଥିବା ସ୍ଥାନର ଚାରି ପାଖ ବୁଲିବା ଭଳି ଲାଗେ। ନିଜ ଉପରେ ନିୟନ୍ତ୍ରଣ ରହେନାହିଁ। ମୁଣ୍ଡକୁ କିଛି ସମୟ ହାତରେ ଚିପି ଧରିଲେ ସାମାନ୍ୟ ସୁସ୍ଥ ଲାଗେ। ଏ ପରି ସମସ୍ୟା ସହ ଶାରୀରିକ ଦୁର୍ବଳତା ଓ ବାନ୍ତି ହେଲେ ଭର୍ଟିଗୋରେ ପୀଡ଼ିତ ହୋଇପାରନ୍ତି। ଅଧିକ ଝାଳ ବୋହିବା, ଝାପସା ଦିଶିବା, ବେକ ମୂଳ ବ୍ୟଥା, ବସିବା ଜାଗାରୁ ଉଠିବା କ୍ଷଣି ମୁଣ୍ଡ ବୁଲାଇବା ଆଦି ଭର୍ଟିଗୋର ଲକ୍ଷଣ। ଏହା ଦ୍ୱାରା ଆକ୍ରାନ୍ତ ହେଲେ ଶ୍ରବଣ ଶକ୍ତି କମିବାର ଆଶଙ୍କା ଥାଏ। ଶବ୍ଦ ଉଚ୍ଚାରଣରେ ଅସୁବିଧା ହୋଇପାରେ। ଦୀର୍ଘକାଳୀନ ମୁଣ୍ଡ ବ୍ୟଥା, ମସ୍ତିଷ୍କ ଆବୁ, କିଛି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା, ମୁଣ୍ଡରେ ଶକ୍ତ ଆଘାତ କାରଣରୁ ମଧ୍ୟ ଭର୍ଟିଗୋରେ ଆକ୍ରାନ୍ତ ହୋଇପାରନ୍ତି। ଯନ୍ତ୍ରଣାବିହୀନ ମୁଣ୍ଡ ବେଆରାମ (dizziness) ରୋଗମାନଙ୍କ ମଧ୍ୟରେ ଏହି ରୋଗ ଅତି ସାଧାରଣ । ତେବେ କଣ ଏହି ଭର୍ଟିଗୋ ରୋଗ , କ’ଣ ଏହାର ଲକ୍ଷଣ ଓ ଏହାର ସଫଳ ଚିକିତ୍ସା ପଦ୍ଧତି ଜାଣନ୍ତୁ ଡାକ୍ତର ଅଖିଳ ପଣ୍ଡା ଙ୍କଠାରୁ Watch the Exclusive Interview on " Vertigo" - Suffering Vertigo or Dizziness " Know What is the Best Treatment for Vertigo from Odisha's Senior and Renowned Neurologist Dr. Akhila Panda // ମୁଣ୍ଡ ବୁଲେଇବା ବା ଭର୍ଟିଗୋ ରୋଗର ସଫଳ ଚିକିତ୍ସା // ପରାମର୍ଶ ଦେଉଛନ୍ତି ଓଡ଼ିଶାର ଅଭିଜ୍ଞ ଏବଂ ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଅଖିଳ ପଣ୍ଡା // क्या है वर्टिगो , कारण, लक्षण , इलाज ? // ভার্দিগোতে ভুগছেন "জেনে নিন ওড়িশার সিনিয়র এবং প্রখ্যাত নিউরোলজিস্ট ডাঃ আখিল পান্ডার কাছ থেকে ভার্টিগোয়ের সেরা চিকিত্সা কী? // पीड़ित वर्टिगो "ओडिशा के वरिष्ठ और प्रसिद्ध न्यूरोलॉजिस्ट डॉ। अखिल पांडा से वर्टिगो के लिए सबसे अच्छा इलाज क्या है In this Interview Dr. Akhila Panda will describe the Common Question Related to Vertigo a Like - : 1. What can trigger vertigo? 2. What are the 10 signs of vertigo? 3. How do you stop vertigo? 4. How long can vertigo last? 5. Will vertigo go away by itself? 6. How do you get rid of vertigo naturally? 7. What is best medicine for vertigo? 8. What foods should you avoid with vertigo? 9. What are the 3 types of vertigo? 10. Is Vertigo a sign of a stroke? 11. Can Vertigo be a sign of something more serious? 12. Is Vertigo a permanent? Precaution For Health ଦ୍ବାରା ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲ ଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ " Precaution For Health " ର YouTube Channelକୁ Subscribe କରନ୍ତୁ ଓ Bell ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I About Us -: Odisha's 1st Health Web Channel "Precaution For Health" provides the most accurate, trustworthy health, fitness, and wellness advice with a healthy dose of attitude. All content is backed by leading doctors and experts in the field of health and wellness. Our focus is on giving you solid health advice packaged in sleek, easy to consume, well-produced videos. We cut the jargon and dish out real advice. #AMRI #NeumedNeurologyClinic #PrecautionForHealth #HealthTips #OdiaHealthTips #DoctorAdvice #Vertigo #NeuroProblem #ଭର୍ଟିଗୋ #ମୁଣ୍ଡବୁଲେଇବା #वर्टिगो