У нас вы можете посмотреть бесплатно Seba Karibi || ସେବା କରିବି || New Odia Christian Song Studio Version 2026|| Singer - Tejaswini Naika или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Seba Karibi || ସେବା କରିବି || New Odia Christian Song Studio Version 2026|| Singer - Tejaswini Naika Singer - Miss Tejaswini Naika Lyrics and Music - Sobulan Bhuyan Music Arrangements - Kumar Mantu Producer - Stiphenson Bhuyan Recording and Mixing - Style Studio ( Nuagada ) DOP and Edit - Style Studio Full Lyrics:- __________ ସେବା କରିବି ଯୀଶୁ ତୁମକୁ ଦେଇ ମୋ ମନ,ପ୍ରାଣ, ଆତ୍ମାକୁ ତୁମ ବିନା ମୁଁ ବଞ୍ଚି ପାରେ ନା ତୁମରି ପ୍ରେମ ଭୁଲି ହୁଏ ନା ପାଇଛି ମୁଁ ପ୍ରଭୁ ପ୍ରେମ ତୁମ ଅପାସୋରା ଚିରନ୍ତନ ପ୍ରେମ =0= ପ୍ରଭୁ ତୁମେ ଯେ, ମଙ୍ଗଳମୟ ଯୀଶୁ ତୁମେ ତ କରୁଣାମୟ ପ୍ରଭୁ ତୁମେ କ୍ଷମାର ଆକର ଅତୁଳ ପ୍ରେମ, ଦୟା ତୁମର ସବୁ ସହି ଆମରି ସକାଶୁ ରଚିଲ ସତ୍ୟ ପଥ ହେ ଯୀଶୁ ଚାଲିବି ସେ ପଥେ ପ୍ରତି ଦିନ ହୁଅ ସାହା ଯୀଶୁ ମୋ ରାଜନ =1= କେତେ ଭଲ ପ୍ରଭୁ ଯୀଶୁ ମୋର କଲ ମୋତେ ଅତି ଆପଣାର ମୋ ପ୍ରିୟତମ କେଡ଼େ ସୁନ୍ଦର ତୁମ ନାମ ଲାଗଇ ମଧୁର ସଦା ଗାଇ ଗାଇ ତୁମ ନାମ ନିତି ଭଜି ଭଜି ଗୁଣ ତୁମ ଧନ୍ୟ ହେବ ଏ ଛାର ଜୀବନ ଲଭିବ ଶାନ୍ତି ଏହି ମୋ ପ୍ରାଣ . =2= ଆଶାକରୁଛି କି, ଏହି ଭକ୍ତି ସଂଗୀତ ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ.. ଓ ସଭିଙ୍କ ଆତ୍ମିକ ଜୀବନକୁ ଗଢ଼ିତୋଳିବାରେ ସହାୟକ ହେବ.... ଗୀତଟିକୁ Like, comments ଏବଂ share କରନ୍ତୁ.. ଏବଂ channel କୁ subscribe କରିବାକୁ ଭୁଲନ୍ତୁ ନାହିଁ ଧନ୍ୟବାଦ । !! ANTI- PIRACY WARNING !! This content is copyright to Stiphenson Music YouTube channel . Any unauthorized reproduction, redistribution, reupload is strictly prohibited of this material. Legal action will be taken against those who violate this copyright materials presented. #sebakaribinewodiachristiansong #stiphensonmusic