У нас вы можете посмотреть бесплатно ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ଝୁମିଲେ ୟାସିର ଦେଶାଇ | Yasser Desai Live at Malyabanta Mahotsav 2025 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ମାଲ୍ୟବନ୍ତ ମହୋତ୍ସବ ୨୦୨୫ (ଫେବୃଆରୀ ୨୦୨୬) ର ସାଂସ୍କୃତିକ ସନ୍ଧ୍ୟାରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ୟାସିର ଦେଶାଇଙ୍କ (Yasser Desai) ଚମତ୍କାର ପ୍ରଦର୍ଶନ। ମାଲକାନଗିରି DNK ପଡ଼ିଆରେ ହଜାର ହଜାର ଦର୍ଶକଙ୍କ ଗହଣରେ ୟାସିର ଦେଶାଇ ନିଜର ସୁମଧୁର ସଙ୍ଗୀତରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଦେଖନ୍ତୁ ଏହି ସମ୍ପୂର୍ଣ୍ଣ ଭିଡିଓ ଏବଂ ଉପଭୋଗ କରନ୍ତୁ ସେହି ସ୍ମରଣୀୟ ମୂହୁର୍ତ୍ତକୁ। ଭିଡିଓଟି ଭଲ ଲାଗିଲେ: ✅ ଚ୍ୟାନେଲକୁ Subscribe କରନ୍ତୁ। ✅ ଭିଡିଓକୁ Like ଏବଂ Share କରନ୍ତୁ। ✅ ଆପଣଙ୍କୁ ୟାସିର ଦେଶାଇଙ୍କ କେଉଁ ଗୀତ ସବୁଠୁ ଭଲ ଲାଗେ Comment ରେ ଜଣାନ୍ତୁ। #YasserDesai #MalyabantaMahotsav2025 #Malkangiri #OdishaNews #LiveConcert #MalyabantaMahotsav #MalkangiriMalyabanta #OdishaTourism #ୟାସିରଦେଶାଇ #ମାଲକାନଗିରି #ମାଲ୍ୟବନ୍ତମହୋତ୍ସବ