У нас вы можете посмотреть бесплатно ଅବ୍ୟବହିତ ଅନୁମାନ ଓ ସମବର୍ତ୍ତନ | Immediate Inference & Conversion of A,E,I,O | +2 2nd Year Logic Odia или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଏହି ଭିଡିଓରେ +2 ଦ୍ଵିତୀୟ ବର୍ଷ ତର୍କଶାସ୍ତ୍ର (Logic) ର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ 'ଅବ୍ୟବହିତ ଅନୁମାନ' (Immediate Inference) ଏବଂ 'ସମବର୍ତ୍ତନ' (Conversion) ବିଷୟରେ ସହଜ ଭାଷାରେ ଆଲୋଚନା କରାଯାଇଛି। ଭିଡିଓରେ ଆଲୋଚନା ହୋଇଥିବା ମୁଖ୍ୟ ବିନ୍ଦୁ: ଅବ୍ୟବହିତ ଅନୁମାନ କ’ଣ? ସମବର୍ତ୍ତନର ନିୟମାବଳୀ। ବିଭିନ୍ନ ପ୍ରକାରର ସମବର୍ତ୍ତନ (Kinds of Conversion)। CHSE Syllabus ଅନୁସାରେ ପରୀକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଯଦି ଆପଣ ଜଣେ +2 Logic ଛାତ୍ର, ତେବେ ଏହି ଭିଡିଓଟି ଆପଣଙ୍କ ପାଇଁ ବହୁତ ସହାୟକ ହେବ। "ଏହି ଭିଡିଓରେ ଆମେ Logic ର ଗୁରୁତ୍ୱପୂର୍ଣ୍ଣ ବିଷୟ 'ସମବର୍ତ୍ତନ' (Conversion) ବିଷୟରେ ଆଲୋଚନା କରିଛୁ। ଏଥିରେ A, E, I, O ବଚନର ପରିବର୍ତ୍ତନ କିପରି ହୁଏ ଏବଂ ଏହାର ନିୟମଗୁଡ଼ିକ କ’ଣ, ତାହା ଉଦାହରଣ ସହ ବୁଝାଯାଇଛି।" ନିୟମ ୧: ମୂଳ ବଚନର ଉଦ୍ଦେଶ୍ୟ (Subject), ସମବର୍ତ୍ତିତ ବଚନର ବିଧେୟ (Predicate) ହେବ। ନିୟମ ୨: ମୂଳ ବଚନର ବିଧେୟ, ସମବର୍ତ୍ତିତ ବଚନର ଉଦ୍ଦେଶ୍ୟ ହେବ। ନିୟମ ୩: ଉଭୟ ବଚନର ଗୁଣ (Quality) ସମାନ ରହିବ। ନିୟମ ୪: ଯେଉଁ ପଦ ମୂଳ ବଚନରେ ବ୍ୟାପ୍ୟ (Distributed) ନୁହେଁ, ତାହା ସମବର୍ତ୍ତିତ ବଚନରେ ବ୍ୟାପ୍ୟ ହୋଇପାରିବ ନାହିଁ। 💡 ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ: ଯଦି ଆପଣ ଘରେ ବସି ସହଜ ଓ ସରଳ ଓଡ଼ିଆ ଭାଷାରେ Logic ପଢ଼ିବାକୁ ଚାହୁଁଛନ୍ତି, ତେବେ ଆଜି ହିଁ ଆମ ଚ୍ୟାନେଲକୁ Subscribe କରନ୍ତୁ ଏବଂ ସମସ୍ତ କ୍ଲାସ୍ ନୋଟ୍ସ ପାଇଁ ଆମ ସହିତ ଯୋଡ଼ିହେଇ ରୁହନ୍ତୁ। Whatsapp Channel Link🔗 {https://whatsapp.com/channel/0029Vb7O...} Telegram Channel Link 🔗 {https://t.me/Logicmasterodia}