У нас вы можете посмотреть бесплатно ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା।।ବୋଲଗଡ଼ ରଥ।।Bahuda Yatra / Bolgarh rath/ jagannath Sanskruti।JayJagannath। или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା।।ବୋଲଗଡ଼ ରଥ।। Bahuda Yatra // Bolgarh rath// jagannath Sanskruti।। ଜନ୍ମ ବେଦୀ ରେ ପୂଜା ପାଉଥିଲେ ଚାରି ଠାକୁର। ବେସ୍ ଆଡମ୍ବର ସହକାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ନବଦୀନତ୍ମକ ଯାତ୍ରା ବୋଲଗଡ଼ ଗଡଭିତର ସାହି ଅନ୍ତର୍ଗତ ସ୍ମୃତି ରଂଜନ ପଟ୍ଟନାୟକଙ୍କ ଘରେ ଅନୁଷ୍ଠିତ ହୋଇଥିଲା। ବାହୁଡ଼ା ଯାତ୍ରା ରେ ମହାପ୍ରଭୁ ଜନ୍ମ ବେଦୀ କୁ ବିଦାୟ ଦେଇ ସୁସଜ୍ଜିତ ତିନି ରଥରେ ବିରାଜମାନହୋଇ ମାଉସୀମା'ଙ୍କ ଠାରୁ ପୋଡ଼ପିଠା ଖାଇ ଚାଲିଗଲେ କର୍ମ ବେଦୀ କୁ। ଅପେକ୍ଷା ଆରବର୍ଷକୁ। ଜୟ ଜଗନ୍ନାଥ।