У нас вы можете посмотреть бесплатно ମଣିଷ ଦେହରେ କୁକୁର ! | Man behaves like dog after dog bite | Rabies Patient |Odisha Reporter или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଦେଖୁଛନ୍ତି ତ ଯୁବକ ଜଣଙ୍କୁ .. ହାତଗୋଡ଼ ବାନ୍ଧୀକି ରଖିଲେ ବି ମଝିରେ ମଝିରେ ଉଠି ଭୁକୁଛନ୍ତି .. କେତେବେଳେ ପାଟିରୁ ଜିଭ ବାହାର କରି କୁକୁର ପରି ହେଉଛନ୍ତି ତ ଆଉ କେତେବେଳେ କୁକୁର ପରି ତଳୁ ଜିଭଦ୍ୱାରା ପାଣି ପିଉଛନ୍ତି .. ଯୁବକଙ୍କ କୁକୁର ଭଳି ଆଚରଣକୁ ନେଇ ଏବେ ଚିନ୍ତାରେ ପରିବାର ଲୋକଙ୍କ ସହ ଗ୍ରାମବାସି..... ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଳା ଚନ୍ଦ୍ରପୁର ଅଞ୍ଚଳରେ.... ଯୁବକଙ୍କୁ କୁକୁର କାମୁଡିବା ପରେ ଏବେ ଦେଖାଉଛନ୍ତି କୁକୁରଭଳି ଆଚରଣ.... Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter #dog #behaviour #jeypur #youth #rabiesvaccine #RabiesVirus #RabiesPatient #dogbite #rabieslyssasyndrom