У нас вы можете посмотреть бесплатно ନୂଆପଡ଼ା ଇଲେକ୍ସନ ବଡ଼ , ନା ଶିକ୍ଷକଙ୍କ ଭବିଷ୍ୟତ ବଡ଼ ? Sanskrit Teacher Aspirants Protest ,Bhubaneswar или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ନୂଆପଡ଼ା ଇଲେକ୍ସନ ବଡ଼ , ନା ଶିକ୍ଷକଙ୍କ ଭବିଷ୍ୟତ ବଡ଼ ? ୭୨୯ LTR ସଂସ୍କୃତ ଶିକ୍ଷକ ପଦବୀ ପାଇଁ ୫୦୦୦ ପରୀକ୍ଷାର୍ଥି ମେ ୧୭ ରେ ପରୀକ୍ଷା ଦେଇଥିଲେ। ସେମାନଙ୍କ ସହ ଏକା ସଙ୍ଗେ ବିଜ୍ଞାନ ଶିକ୍ଷକ ପଦବୀ ପାଇଁ ବି ପରୀକ୍ଷା ହୋଇଥିଲା। ଏବେ ବିଜ୍ଞାନ ଶିକ୍ଷକଙ୍କ ରେଜଲ୍ଟ ବାହାରି document verification ସାରିଲାଣି। ଆସନ୍ତା ୧୫ ତାରିଖରେ ନିଯୁକ୍ତି ଦେବାକୁ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି। ହେଲେ ସଂସ୍କୃତ ଶିକ୍ଷକଙ୍କ ପଦବୀ ପାଇଁ document verification ସରିଥିବା ବେଳେ ରେଜଲ୍ଟ ଆଜି ପର୍ଯ୍ୟନ୍ତ ବାହାରିଲା ନାହିଁ କି ନିଯୁକ୍ତି ନେଇ କୌଣସି ପଦକ୍ଷେପ ନିଆଗଲା ନାହିଁ। ଯାହାକୁ ନେଇ ଓଏସଏସସି କାର୍ଯ୍ୟାଳୟ ଘେରାଉ କରିଛନ୍ତି ଆଶାୟୀ ଶିକ୍ଷକ। Sanskrit Teacher Aspirants Protest ,Bhubaneswar #bhubaneswar #SanskritTeacherAspirants #protest #ossc Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha