У нас вы можете посмотреть бесплатно ସଚିନ ଘରେ ବାଜିବ ଶାହାନାଇ, ପ୍ରଧାନମନ୍ତ୍ରୀଙ୍କୁ ଗଲା ନିମନ୍ତ୍ରଣ !Tendulkar invites PM to son's wedding или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ସଚିନ ତେନ୍ଦୁଲକରଙ୍କ ଘରେ ବାଜିବ ଶାହାନାଇ, ପ୍ରଧାନମନ୍ତ୍ରୀଙ୍କୁ ଗଲା ନିମନ୍ତ୍ରଣ !ସଚିନ ତେନ୍ଦୁଲକରଙ୍କ ଘରେ ଖୁବଶୀଘ୍ର ବାଜିବ ଶାହାନାଇ। ବିବାହ କରିବାକୁ ଯାଉଛନ୍ତି ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ଅର୍ଜୁନଙ୍କ ଭାବି ପତ୍ନୀଙ୍କ ନାମ ସାନିଆ। ମଙ୍ଗଳବାର ଦିନ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ପହଞ୍ଚିଥିଲେ। ସଚିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅର୍ଜୁନ ଏବଂ ସାନିଆଙ୍କ ବିବାହରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି । ଏହି ସମୟରେ ସଚିନଙ୍କ ପୂରା ପରିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ଫଟୋ ମଧ୍ୟ ଉଠାଇଛନ୍ତି।Sachin Tendulkar invites PM Modi to Arjun Tendulkar wedding #SachinTendulkar #PM #Modi #ArjunTendulkar #wedding Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha