У нас вы можете посмотреть бесплатно ଅଜଣା ନମ୍ବରରୁ କଲ ଆସିଲା,ମୋ ଆକାଉଣ୍ଟରୁ ୨ଲକ୍ଷ ଟଙ୍କା ଗାଏବ ହେଇଗଲା ! Cyber Crime Cell Fake Call Frauds, bbsr или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଅଜଣା ନମ୍ବରରୁ କଲ ଆସିଲା,ମୋ ଆକାଉଣ୍ଟରୁ ୨ଲକ୍ଷ ଟଙ୍କା ଗାଏବ ହେଇଗଲା ! ରଂଗ ନମ୍ବର ରୁ କଲ କରି 2 ଲକ୍ଷ ଟଙ୍କା ଠକେଇ। ଏମିତି ଠକେଇ ର ଶିକାର ହେଇଛନ୍ତି ଭୁବନେଶ୍ୱର ଜଣେ ମହିଳା। ସୁଚନା ଅନୁସାରେ କିଛି ଦିନ ପୂର୍ବରୁ ଉକ୍ତ ମହିଳା ଙ୍କୁ ଏକ ଅଜଣା ନମ୍ବର ରୁ କଲ ଆସିଥିଲା । କଲ ଟି ଇଂଲଣ୍ଡ ରୁ ଆସିଛି ଓ କଲ କରିଥିବା ଯୁବକ ଜଣକ ହେଉଛନ୍ତି ସାହିଲ ବର୍ମା ବୋଲି ପରିଚୟ ଦେଇ ବନ୍ଧୁତା ସ୍ଥାପନ କଲେ। ପରବର୍ତ୍ତୀ ମୁହୂର୍ତ୍ତ ରେ ଓଡ଼ିଶା ଆସିବାକୁ କହି ବିଭିନ୍ନ ବାହାନା କରି ଉକ୍ତ ମହିଳା ଙ୍କ ଠାରୁ 2 ଲକ୍ଷ ଟଙ୍କା ଠକେଇ କରିଥିଲେ। Cyber Crime Cell Fake Call Frauds, bbsr #CyberCrime #FakeCallFrauds #bbsr #odishanews Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha