Русские видео

Сейчас в тренде

Иностранные видео


Скачать с ютуб ସନ୍ଦେହ ବଢାଇଲା ସୁଜାତାଙ୍କ ଚିଠି ! | Mission Shakti Staff Protest | Bhubaneswar | Odisha Reporter в хорошем качестве

ସନ୍ଦେହ ବଢାଇଲା ସୁଜାତାଙ୍କ ଚିଠି ! | Mission Shakti Staff Protest | Bhubaneswar | Odisha Reporter 2 месяца назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса ClipSaver.ru



ସନ୍ଦେହ ବଢାଇଲା ସୁଜାତାଙ୍କ ଚିଠି ! | Mission Shakti Staff Protest | Bhubaneswar | Odisha Reporter

#ସନ୍ଦେହ_ବଢାଇଲା_ସୁଜାତାଙ୍କ_ଚିଠି ! ସୁଭଦ୍ରା ଯୋଜନାର ବିଜେପି ସରକାରକୁ ମିଳିଥିବା ବଡ଼ ସଫଳତାକୁ ଫସର ଫଟାଇବାକୁ ଷଡ଼ଯନ୍ତ୍ର କରୁଛି କି ବିଜେଡି? ନିଜ ଦୋଷକୁ ଲୁଚାଇବାକୁ ଯାଇ ମା ମାନଙ୍କୁ ନେଇ ରାଜନୀତି କରୁଛି କି ଦଳ? ଏସବୁ ପ୍ରଶ୍ନ, ଏହି ଚିଠି ସାମନାକୁ ଆସିବା ପରେ ଉଠୁଛି। ସେତେବେଳର ମିଶନ ଶକ୍ତି ସଚିବ ସୁଜାତା କର୍ତ୍ତିକେୟନ ସବୁ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ପରିଷଦଙ୍କୁ ଲେଖିଥିଲେ ଏହି ଚିଠି। ଯେଉଁଥିରେ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ବର୍ଦ୍ଧିତ ଇନସେଣ୍ଟିଭ୍ ଦେବାକୁ କୁହାଯାଇଛି । ସନ୍ଦେହ ବଢାଇଲା ସୁଜାତାଙ୍କ ଚିଠି ! | Mission Shakti Staff Protest | Bhubaneswar | Odisha Reporter | IAS Sujata Karthikeyan | Community Support Workers | Community Support Staff Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #MissionShakti #Odisha #sujatapandian #letter

Comments